‘ସବୁ ଅଣସଙ୍ଗଠିତ ଶ୍ରମିକଙ୍କୁ ମିଳିବ ପରିଚୟ ପତ୍ର’

ଭୁବନେଶ୍ୱର: ଏଣିକି ସବୁ ଅଣସଙ୍ଗଠିତ ଶ୍ରମିକଙ୍କୁ ମିଳିବ ପରିଚୟ ପତ୍ର। ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ସେ ଆହୁରି କହିଛନ୍ତି,“ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ। ତା’ସହ ବିଜେଡି ଶ୍ରମିକଙ୍କୁ ସମ୍ମାନ କରେ, ଶ୍ରମ ଶକ୍ତି ଦେଶର ସବୁଠୁ ବଡ଼ ସମ୍ପତ୍ତି।”

ଏହି ସମାବେଶରେ ୩୦ଟି ଜିଲ୍ଲାର ବହୁ କର୍ମୀ ଯୋଗଦେଇଛନ୍ତି।

Ordigital Desk
• Published: Sunday, 12 November 2017
• Updated: 12 November 2017, 02:15 PM IST

Sports

Latest News

ଭୁବନେଶ୍ୱର: ଏଣିକି ସବୁ ଅଣସଙ୍ଗଠିତ ଶ୍ରମିକଙ୍କୁ ମିଳିବ ପରିଚୟ ପତ୍ର। ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ସେ ଆହୁରି କହିଛନ୍ତି,“ବିଜେଡି କଥାରେ ନୁହେଁ କାମରେ ବିଶ୍ୱାସ କରେ। ତା’ସହ ବିଜେଡି ଶ୍ରମିକଙ୍କୁ ସମ୍ମାନ କରେ, ଶ୍ରମ ଶକ୍ତି ଦେଶର ସବୁଠୁ ବଡ଼ ସମ୍ପତ୍ତି।”

ଏହି ସମାବେଶରେ ୩୦ଟି ଜିଲ୍ଲାର ବହୁ କର୍ମୀ ଯୋଗଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos