ଅପରେସନ୍‌ ପରେ ଯୁବକଙ୍କ ପେଟରୁ ବାହାରିଲା ଏମିତି କିଛି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ

ମଧ୍ୟପ୍ରଦେଶ: ରିୱା ଜିଲ୍ଲାର ଜଣେ ଯୁବକଙ୍କ ପେଟରୁ ଅପରେସନ୍‌ ପରେ ବାହାରିଛି ୨୬୩ ଟଙ୍କା କଏନ୍, ୧୫୦ ପିରିକ ଓ ଗୋଟିଏ କୁକୁର ବନ୍ଧା ଷ୍ଟିଲ୍ ଚେନ୍‌ । ଖାଲି ଏତିକି ନୁହେଁ କିଛି ସେପ୍ଟିପିନ୍‌ ଓ ୨ କେଜି ଓଜନର ଅନ୍ୟାନ୍ୟ ଧାତୁର ଛୋଟ ଛୋଟ ପଦାର୍ଥ ମଧ୍ୟ ତାଙ୍କ ପେଟରୁ ବାହାରିଛି। ଏହା ଅକସ୍ମାତ ତାଙ୍କ ପେଟକୁ ଯାଇନି ବରଂ ଯୁବକ ଜଣକ ଏସବୁ ଖାଇ ଦେଇଥିଲେ ବୋଲି କୁହାଯାଉଛି। ମଧ୍ୟପ୍ରଦେଶର ଏହି ଯୁବକ […]

d39e31af99d92c59f002132e4ba89c41_400_299_400_299

Rakesh Mallick
  • Published: Monday, 27 November 2017
  • Updated: 27 November 2017, 10:51 PM IST

Sports

Latest News

ମଧ୍ୟପ୍ରଦେଶ: ରିୱା ଜିଲ୍ଲାର ଜଣେ ଯୁବକଙ୍କ ପେଟରୁ ଅପରେସନ୍‌ ପରେ ବାହାରିଛି ୨୬୩ ଟଙ୍କା କଏନ୍, ୧୫୦ ପିରିକ ଓ ଗୋଟିଏ କୁକୁର ବନ୍ଧା ଷ୍ଟିଲ୍ ଚେନ୍‌ । ଖାଲି ଏତିକି ନୁହେଁ କିଛି ସେପ୍ଟିପିନ୍‌ ଓ ୨ କେଜି ଓଜନର ଅନ୍ୟାନ୍ୟ ଧାତୁର ଛୋଟ ଛୋଟ ପଦାର୍ଥ ମଧ୍ୟ ତାଙ୍କ ପେଟରୁ ବାହାରିଛି। ଏହା ଅକସ୍ମାତ ତାଙ୍କ ପେଟକୁ ଯାଇନି ବରଂ ଯୁବକ ଜଣକ ଏସବୁ ଖାଇ ଦେଇଥିଲେ ବୋଲି କୁହାଯାଉଛି।

ମଧ୍ୟପ୍ରଦେଶର ଏହି ଯୁବକ ଜଣକ ଅତ୍ୟଧିକ ଚାପରେ ପଡି ମାନସିକ ସ୍ଥିତି ହରାଇ ବସିଥିଲେ। ଏଥିପାଇଁ ସେ ବିଭିନ୍ନ ପଦାର୍ଥକୁ ଗିଳିବା ଅଭ୍ୟାସରେ ପଡିଯାଇଥିଲା। କିନ୍ତୁ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ କିଛି ଜଣା ନ ଥିଲା। ଦିନେ ହଠାତ୍ ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଟିଭି ହୋଇଛି ବୋଲି କହି ଔଷଧ ଦେଇଥିଲେ। କିନ୍ତୁ ଯନ୍ତ୍ରଣା ନ କମିବାରୁ ଘରୋଲୋକେ ତାକୁ ଅନ୍ୟ ଏକ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ତାଙ୍କର ଏକ୍ସ୍ରେ କରାଯାଇଥିଲା। ଆଉ ଏହି ରିପୋର୍ଟରେ ଯାହା ଦେଖିବାକୁ ପାଇଥିଲେ ସେଥିରେ ଅଶ୍ଚର୍ଯ୍ୟ ହୋଇଯାଇଥିଲେ ଡାକ୍ତର। ଯୁବକଙ୍କ ପେଟରେ କଏନ୍, କଣ୍ଟା ଓ ଅନ୍ୟାନ୍ୟ ଧାତୁର ଜିନିଷ ଥିବା ରିପୋର୍ଟରେ ବାହାରିଥିଲା। ଶେଷରେ ଡାକ୍ତର ତାଙ୍କ ପେଟ ଅପରେସନ୍‌ କରିବାକୁ ପଡ଼ିଥିଲା। ସର୍ଜରି କରିବାରୁ ତାଙ୍କ ପେଟରୁ ୨୬୩ ଟଙ୍କା କଏନ୍, ୧୫୦ ଲୁହା କଣ୍ଟା ସହିତ ୨ କେଜି ଓଜନର ଅନ୍ୟାନ୍ୟ ଧାତୁର ଜିନିଷ ବାହାରିଥିଲା। ଏକ କୁକୁର ବନ୍ଧାଯାଉଥିବା ଷ୍ଟିଲ୍ ଚେନ୍‌ ଓ  କିଛି ସେଫ୍ଠିପିନ୍‌ ମଧ୍ୟ ବାହାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story