‘ମରୁଡ଼ି ସ୍ଥିତି ନେଇ ୭ ଦିନରେ ପଞ୍ଚାୟତଓ୍ୱାରୀ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ଆଜି ଏକ ଜରୁରୀ ବୈଠକ ବସିଥିଲା। ଏଥିରେ ରାଜସ୍ୱ, କୃଷି, ଶକ୍ତି ଓ ଜଳସେଚନ ବିଭାଗ ବିଭାଗର ଅଧିକାରୀମାନେ ଯୋଗଦେଇ ମରୁଡ଼ି ସ୍ଥିତି ନେଇ ଆଲୋଚନା କରିଥିଲେ। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି-“ରାଜ୍ୟର ୧୪ ଜିଲ୍ଲାର ୩୦ ବ୍ଲକରେ କମ୍‌ ବର୍ଷା ହୋଇଛି। ଏଥିରେ ପାଖାପାଖି ୪୦,୦୦୦ ହେକ୍ଟର ଜମି ମରୁଡ଼ି ହୋଇଥିବା ଅନୁମାନ କରାଯାଉଛି। ତେବେ ପଞ୍ଚାୟତଓ୍ୱାରୀ ରିପୋର୍ଟ ଆସିଲେ ପ୍ରକୃତ ଚିତ୍ର […]

Rakesh Mallick
  • Published: Saturday, 16 September 2017
  • Updated: 16 September 2017, 05:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ଆଜି ଏକ ଜରୁରୀ ବୈଠକ ବସିଥିଲା। ଏଥିରେ ରାଜସ୍ୱ, କୃଷି, ଶକ୍ତି ଓ ଜଳସେଚନ ବିଭାଗ ବିଭାଗର ଅଧିକାରୀମାନେ ଯୋଗଦେଇ ମରୁଡ଼ି ସ୍ଥିତି ନେଇ ଆଲୋଚନା କରିଥିଲେ। ବୈଠକ ପରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି-“ରାଜ୍ୟର ୧୪ ଜିଲ୍ଲାର ୩୦ ବ୍ଲକରେ କମ୍‌ ବର୍ଷା ହୋଇଛି। ଏଥିରେ ପାଖାପାଖି ୪୦,୦୦୦ ହେକ୍ଟର ଜମି ମରୁଡ଼ି ହୋଇଥିବା ଅନୁମାନ କରାଯାଉଛି। ତେବେ ପଞ୍ଚାୟତଓ୍ୱାରୀ ରିପୋର୍ଟ ଆସିଲେ ପ୍ରକୃତ ଚିତ୍ର ଜଣାପଡ଼ିବ। ସେଥିପାଇଁ ୭ ଦିନରେ ପଞ୍ଚାୟତଓ୍ୱାରୀ ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟ ଉପରେ ଆଗାମୀ ଅକ୍ଟୋବର ୧୦ ତାରିଖରେ ବସିବାକୁ ଥିବା ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।”

ସେ କହଛନ୍ତି-“କୃଷିର ପ୍ରଥମ ଉତ୍ସ ହେଉଛି ଜଳ। ସେଥିପାଇଁ ଅଚଳ ଉଠା ଜଳସେଚନ ପଏଣ୍ଟ ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ। ଏଥିପାଇଁ ବିଦ୍ୟୁତ ସମ୍ପର୍କିତ ସମସ୍ୟା ଥିଲେ ସମାଧାନ କରାଯିବ। କେନାଲର ତଳ ମୁଣ୍ଡକୁ ପାଣି ଯାଉନଥିଲେ, ସେଥିପ୍ରତି ଧ୍ୟାନ ଦିଆଯିବ।”

ଚଳିତବର୍ଷ ୧୪ ଜିଲ୍ଲାରେ ସ୍ୱଳ୍ପ ବର୍ଷା ହୋଇଛି। ଯାହାଦ୍ୱାରା ଚାଷୀ ପ୍ରଭାବିତ ହୋଇଛନ୍ତି। ପାଣି ଅଭାବରୁ ରୁଆଯାଇଥିବା ଧାନ ଗଛ ମରିବାକୁ ବସିଲାଣି। କେତେକ ସ୍ଥାନରେ ବିଲରେ ଚାଷୀ ଗୋରୁ ଛାଡ଼ି ଦେଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story