ନକଲି ଘିଅ କାରଖାନା ଉପରେ ଚଢ଼ାଉ; ୨କ୍ୱିଣ୍ଟାଲ ଘିଅ ଜବତ, ୬ଗିରଫ

<p>ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ନକଲି ଘିଅ କାରଖାନା ଉପରେ ପୋଲିସ୍ ଚଢ଼ାଉ କରିଛି। ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଚଢାଉ ବେଳେ ୨କ୍ୱିଣ୍ଟାଲ ଘିଅ, ୬ହଜାର ୫୦୦ ଟଙ୍କା ଏବଂ ଏଥିରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି।</p> <p>ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ନକଲି ଘିଅ କାରଖାନାରେ ଭେଜାଲ ଘିଅ ତିଆରି କରାଯାଇ ଲୋକଙ୍କୁ ଶସ୍ତାରେ ବିକ୍ରି କରି ହଜାର ହଜାର ଟଙ୍କା ରୋଜଗାର କରୁଥିବା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ୍&zwnj; ପକ୍ଷରୁ କାରଖାନା ଉପରେ ଚଢାଉ କରାଯାଇଥିଲା। ଗିରଫ ୬ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।</p>

Ordigital Desk
  • Published: Monday, 13 November 2017
  • Updated: 13 November 2017, 07:56 AM IST

Sports

Latest News

<p>ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ନକଲି ଘିଅ କାରଖାନା ଉପରେ ପୋଲିସ୍ ଚଢ଼ାଉ କରିଛି। ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଚଢାଉ ବେଳେ ୨କ୍ୱିଣ୍ଟାଲ ଘିଅ, ୬ହଜାର ୫୦୦ ଟଙ୍କା ଏବଂ ଏଥିରେ ବ୍ୟବହୃତ ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି।</p><p>ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ନକଲି ଘିଅ କାରଖାନାରେ ଭେଜାଲ ଘିଅ ତିଆରି କରାଯାଇ ଲୋକଙ୍କୁ ଶସ୍ତାରେ ବିକ୍ରି କରି ହଜାର ହଜାର ଟଙ୍କା ରୋଜଗାର କରୁଥିବା ପୋଲିସ୍ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ୍&zwnj; ପକ୍ଷରୁ କାରଖାନା ଉପରେ ଚଢାଉ କରାଯାଇଥିଲା। ଗିରଫ ୬ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos