ଚୌଦ୍ୱାର ଜେଲ୍ ଗଲେ ସାରଥି,୨୧ରେ ପୁଣି କୋର୍ଟରେ ହାଜର ନିର୍ଦ୍ଦେଶ

କଟକ: କଟକ ଏସଡିଜେଏମ୍ କୋର୍ଟରେ ହାଜର ପରେ ବିଚାର ବିଭାଗୀୟ ହାଜତକୁ ଗଲେ ସାରଥି। ତେବେ ଅଗଷ୍ଟ ୨୧ ତାରିଖରେ ସାରଥିଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସାରଥିଙ୍କୁ ଆଉଥରେ ରିମାଣ୍ଡରେ ନେବାକୁ ଆବେଦନ କରିନାହିଁ କ୍ରାଇମବ୍ରାଞ୍ଚ। ଆଜି କଡ଼ା ସୁରକ୍ଷା ମଧ୍ୟରେ ସାରଥୀଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରୁ କୋର୍ଟକୁ ଅଣାଯାଇଥିଲା। ସେଠାରୁ ତାଙ୍କୁ ସିଧାସଳଖ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଛି। ଗତକାଲି ରିମାଣ୍ଡର ଶେଷ ଦିନରେ ମୋଟ୍ ୧୦ ଜଣଙ୍କୁ ଜେରା କରିଥିଲା […]

baba

baba

Rakesh Mallick
  • Published: Saturday, 15 August 2015
  • Updated: 15 August 2015, 05:45 AM IST

Sports

Latest News

କଟକ: କଟକ ଏସଡିଜେଏମ୍ କୋର୍ଟରେ ହାଜର ପରେ ବିଚାର ବିଭାଗୀୟ ହାଜତକୁ ଗଲେ ସାରଥି। ତେବେ ଅଗଷ୍ଟ ୨୧ ତାରିଖରେ ସାରଥିଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସାରଥିଙ୍କୁ ଆଉଥରେ ରିମାଣ୍ଡରେ ନେବାକୁ ଆବେଦନ କରିନାହିଁ କ୍ରାଇମବ୍ରାଞ୍ଚ। ଆଜି କଡ଼ା ସୁରକ୍ଷା ମଧ୍ୟରେ ସାରଥୀଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରୁ କୋର୍ଟକୁ ଅଣାଯାଇଥିଲା। ସେଠାରୁ ତାଙ୍କୁ ସିଧାସଳଖ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଛି। ଗତକାଲି ରିମାଣ୍ଡର ଶେଷ ଦିନରେ ମୋଟ୍ ୧୦ ଜଣଙ୍କୁ ଜେରା କରିଥିଲା କ୍ରାଇମବ୍ରାଞ୍ଚ। ଜେରା ସମୟରେ ସାରଥିଙ୍କ ୫୦ରୁ ଅଧିକ ଜମି କବଲା, ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ସହ ଦଶ କୋଟିରୁ ଅଧିକ ଟଙ୍କାର ସନ୍ଧାନ ମିଳିଛି। ସେପଟେ କ୍ରାଇମବ୍ରାଞ୍ଚର ଫୋକସରେ ଏବେ ହାଇଦ୍ରାବାଦ୍ ଲିଙ୍କ୍। କିଛି ଦିନ ଭିତରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ହାଇଦ୍ରାବାଦ୍ ଯିବ। ସାରଥିଙ୍କ ହାଇଦ୍ରାବାଦ ଗସ୍ତ ଓ ଗୋଲକୁଣ୍ଡା ହୋଟେଲରେ ରହଣି ନେଇ କ୍ରାଇମବ୍ରାଞ୍ଚକୁ ପ୍ରମାଣ ମିଳିସାରିଛି। ସାରଥିଙ୍କ ଡେବିଟ କାର୍ଡରୁ ୩୦ ହଜାର ଟଙ୍କା ପେମେଣ୍ଟ ହୋଇଥିବା ତଥ୍ୟ ବି ହାସଲ ହୋଇଛି। କ୍ରାଇମବ୍ରାଞ୍ଚ ଅଧିକାରୀ ହୋଟେଲରେ ଯାଞ୍ଚ କରିବା ସହ ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story