ଚାଷୀଙ୍କୁ ଫସଲହାନି ଚିନ୍ତା: ଲଘୁଚାପ ବର୍ଷାରେ ଭିଜିଗଲା ସବୁ ଆଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସାରା ରାଜ୍ୟରେ ନାହିଁ ନଥିବା ସ୍ଥିତି ଉପୁଜି ଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିଛି, ହେଲେ ଏହି ବର୍ଷା ଅନେକ ସ୍ଥାନରେ ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ। ବିଶେଷ କରି ଯାଜପୁର, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ ଫସଲହାନି ଘଟିଛି। ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ଧାନ ଚାଷ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପନିପରିବା, ବିରି ସହ ଏକର ଏକର ଚାଷ ଜମି ପାଣିରେ […]

Rakesh Mallick
  • Published: Sunday, 22 October 2017
  • Updated: 22 October 2017, 07:42 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ସାରା ରାଜ୍ୟରେ ନାହିଁ ନଥିବା ସ୍ଥିତି ଉପୁଜି ଥିଲା। ସ୍ଥିତିରେ ସାମାନ୍ୟ ସୁଧାର ଆସିଛି, ହେଲେ ଏହି ବର୍ଷା ଅନେକ ସ୍ଥାନରେ ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ। ବିଶେଷ କରି ଯାଜପୁର, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ ଫସଲହାନି ଘଟିଛି।

ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ଧାନ ଚାଷ ଅଧିକ କ୍ଷତିଗ୍ରସ୍ତ ହୋଇଛି। ପନିପରିବା, ବିରି ସହ ଏକର ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି। ମରୁଡ଼ିକୁ ସାମନା କରିବା ପରେ ଲଗାଣ ବର୍ଷାରେ ଫସଲ ନଷ୍ଟ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଭଳି ସ୍ଥିତିରେ ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି। କ୍ଷୟକ୍ଷତିର ଅନୁଧ୍ୟାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ତହସିଲଦାର କହିଛନ୍ତି।

ସେହିପରି ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପନିପରିବା ସହ ଧାନଫସଲ ନଷ୍ଟ ହୋଇଯାଇଛି। ହିଂଜିଳିକାଟୁର ବୁରୁପଡା ଗାଁ ବି ବେଶ୍ ପ୍ରଭାବିତ ହୋଇଛି। ୨ହଜାର ପରିବାର ଥିବା ଏହି ଗାଁ ଲୋକଙ୍କ ଏକମାତ୍ର ବେଉଷା ହେଉଛି ଚାଷ। ହେଲେ ବର୍ଷା ଯୋଗୁଁ ଜମିରେ ପାଣି ଲହଡା ମାରିବା ସହ ଫସଲ ନଷ୍ଟ ହୋଇଯାଇଥିବାରୁ ଗାଁ ଲୋକେ ଚିନ୍ତାରେ ପଡିଛନ୍ତି।

ଲଘୁଚାପ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ର ୧୨ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶହଶହ ଏକର ଜମିରେ ରିବ ଫସଲ ପାଇଁ ବୁଣା ଯାଇଥିବା ବିରି ଜମିରେ ଆଣ୍ଠୁଏ ପାଣି ଜମିଛି। ମରୁଡି ପରେ ଅଦିନିଆ ବର୍ଷା ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story