ବୁଦ୍ଧିଆଙ୍କୁ ଖୋଜିବାକୁ ନୟାପଲ୍ଲୀ ପୋଲିସ୍‌କୁ ସିଡବ୍ଲ୍ୟୁସିର ନିର୍ଦ୍ଦେଶ

ଭୁବନେଶ୍ୱର: ବୁଦ୍ଧିଆ ସିଂହଙ୍କୁ ନେଇ ସସ୍‌ପେନ୍ସ ବଢୁଥିବା ବେଳେ ତାଙ୍କୁ ଖୋଜି ବାହାର କରିବା ପାଇଁ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ନୟାପଲ୍ଲୀ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ବୁଦ୍ଧିଆ ସିଂହଙ୍କୁ ନେଇ ନିର୍ମିତ ଫିଲ୍ମ “ବୁଦ୍ଧିଆ ସିଂହ-ବର୍ଣ୍ଣ ଟୁ ରନ୍” ଫିଲ୍ମର ପ୍ରଯୋଜକ ଶୁଭମିତ୍ର ସେନ୍‌ଙ୍କୁ ବି ନୋଟିସ୍ ଜାରି କରିଛି ସିଡବ୍ଲ୍ୟୁସି। ବୁଦ୍ଧିଆ ମୁମ୍ବାଇରେ ଅଛନ୍ତି କି? ଯଦି ଅଛନ୍ତି କେଉଁଠି? କାହା ଅନୁମତିରେ ତାଙ୍କୁ ମୁମ୍ବାଇ ନିଆଯାଇଛି?- ଏ ସବୁର […]

budhia

budhia

Rakesh Mallick
  • Published: Saturday, 16 July 2016
  • Updated: 16 July 2016, 08:21 PM IST

Sports

Latest News

budhiaଭୁବନେଶ୍ୱର: ବୁଦ୍ଧିଆ ସିଂହଙ୍କୁ ନେଇ ସସ୍‌ପେନ୍ସ ବଢୁଥିବା ବେଳେ ତାଙ୍କୁ ଖୋଜି ବାହାର କରିବା ପାଇଁ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ନୟାପଲ୍ଲୀ ପୋଲିସ୍‌କୁ ନିର୍ଦ୍ଦେଶ ଦେଇଛି।

ଏହା ସହିତ ବୁଦ୍ଧିଆ ସିଂହଙ୍କୁ ନେଇ ନିର୍ମିତ ଫିଲ୍ମ “ବୁଦ୍ଧିଆ ସିଂହ-ବର୍ଣ୍ଣ ଟୁ ରନ୍” ଫିଲ୍ମର ପ୍ରଯୋଜକ ଶୁଭମିତ୍ର ସେନ୍‌ଙ୍କୁ ବି ନୋଟିସ୍ ଜାରି କରିଛି ସିଡବ୍ଲ୍ୟୁସି। ବୁଦ୍ଧିଆ ମୁମ୍ବାଇରେ ଅଛନ୍ତି କି? ଯଦି ଅଛନ୍ତି କେଉଁଠି? କାହା ଅନୁମତିରେ ତାଙ୍କୁ ମୁମ୍ବାଇ ନିଆଯାଇଛି?- ଏ ସବୁର ଉତ୍ତର ଦେବା ପାଇଁ ସିଡବ୍ଲ୍ୟୁସି ତାଙ୍କୁ କହିଛନ୍ତି। ତିନି ଦିନ ଭିତରେ ଜବାବ ଦାଖଲ କରିବାକୁ ତାଙ୍କୁ କୁହାଯାଇଛି।

ସିଡବ୍ଲ୍ୟୁସିଙ୍କ ନୋଟିସ୍‌ ନେଇ ଶୁଭମିତ୍ର ସେନ୍‌ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ତେବେ ସିଡବ୍ଲ୍ୟୁସିଙ୍କ ଏହି ନୋଟିସ୍ ପରେ ଫିଲ୍ମ ପ୍ରଯୋଜନା ସଂସ୍ଥାର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ। ଫିଲ୍ମର ନିର୍ଦ୍ଦେଶକ ସୌମେନ୍ଦ୍ର ପାଢ଼ୀ ‘ଓଟିଭି’କୁ ଦେଇଥିବା ଏସ୍‌ଏମ୍‌ଏସ୍‌ ଏଇ ସନ୍ଦେହକୁ ଅଧିକ ବଢ଼ାଇ ଦେଇଛି। ସୌମେନ୍ଦ୍ର ଲେଖିଛନ୍ତି ବୁଦ୍ଧିଆ ଛୁଟିରେ ଅଛନ୍ତି, ଜୁଲାଇ ୨୭ ସୁଦ୍ଧା ଫେରିବେ। ପ୍ରଶ୍ନ ଉଠୁଛି ସୌମେନ୍ଦ୍ର କେମିତି ଏତେ ନିଶ୍ଚିତ ଯେ ବୁଦ୍ଧିଆ ଜୁଲାଇ ୨୭ ପୂର୍ବରୁ ଫେରିବେ? ବୁଦ୍ଧିଆ ଛୁଟିରେ ଯାଇଥିବା କଥା ସୌମେନ୍ଦ୍ର କେମିତି ଜାଣିଲେ? ବୁଦ୍ଧିଆକୁ ନେଇ କାହିଁକି କିଛି ସ୍ପଷ୍ଟ କରୁ ନାହାନ୍ତି ସେ? ନିଜ ଫିଲ୍ମ “ବୁଦ୍ଧିଆ ସିଂହ-ବର୍ଣ୍ଣ ଟୁ ରନ୍”ର ପ୍ରମୋସନ୍ ପାଇଁ ସେ ଏମିତି କରୁ ନାହାନ୍ତି ତ?

ସୂଚନାଯୋଗ୍ୟ, ଖରା ଛୁଟି ପରେ ବୁଦ୍ଧିଆ ସିଂ ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍‌କୁ ଫେରି ନାହାନ୍ତି। ଗତକାଲି ହଷ୍ଟେଲ୍ କର୍ତ୍ତୃପକ୍ଷ ସିଡବ୍ଲ୍ୟୁସିକୁ ଦେଇଥିବା ରିପୋର୍ଟରେ କହିଥିଲେ ଯେ ବୁଦ୍ଧିଆ ଖରା ଛୁଟିର ତିନି ଦିନ ପୂର୍ବରୁ ଛୁଟି ନେଇ ଚାଲି ଯାଇଥିଲେ। ଏ ପର୍ଯ୍ୟନ୍ତ ସେ ହଷ୍ଟେଲକୁ ଫେରି ନାହାନ୍ତି। ସେ ନିଖୋଜ ଥିବା ନେଇ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ। ବୁଦ୍ଧିଆଙ୍କ ମା’ ଓ ଅଭିଭାବକଙ୍କ ସହିତ ଚିଠି ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେମାନେ କୌଣସି ଉତ୍ତର ପଠାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story