ଦାରିଦ୍ର୍ୟ, ଅନଗ୍ରସର ଉପରୁ ନଜର ହଟାଇବାକୁ ବିଜେଡି ମହାନଦୀକୁ ପ୍ରସଙ୍ଗ କରିଛି: ରମଣ

ସୁନ୍ଦରଗଡ଼: ବିଜେପି ପାଇଁ ପଞ୍ଚାୟତ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଆଜି ପୁଣି ମହାନଦୀ ପ୍ରସଙ୍ଗ ଦୋହରାଇଛନ୍ତି। ସେ କହିଛନ୍ତି,“ମହାନଦୀର ୧୪ ପ୍ରତିଶତ ଜଳ ଓଡ଼ିଶା ଓ ୪ ପ୍ରତିଶତ ଜଳ ଛତିଶଗଡ଼ ବ୍ୟବହାର କରୁଛନ୍ତି। ବାକି ୮୨ ପ୍ରତିଶତ ସମୁଦ୍ରକୁ ଚାଲି ଯାଉଛି। ଯେତିକି ଜଳ ସମୁଦ୍ରକୁ ଚାଲିଯାଉଛି ସେଥିରେ ୫ଟି ହୀରାକୁଦ ବନ୍ଧ ପୂରିଯିବ। ଦାରିଦ୍ର୍ୟ, ଅନଗ୍ରସର ଉପରୁ ନଜର ହଟାଇବାକୁ ବିଜେଡି ପକ୍ଷରୁ ଏଭଳି ପ୍ରସଙ୍ଗ ଉଠାଯାଉଛି।” […]

raman

raman

Rakesh Mallick
  • Published: Saturday, 11 February 2017
  • Updated: 11 February 2017, 08:36 PM IST

Sports

Latest News

ସୁନ୍ଦରଗଡ଼: ବିଜେପି ପାଇଁ ପଞ୍ଚାୟତ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଆଜି ପୁଣି ମହାନଦୀ ପ୍ରସଙ୍ଗ ଦୋହରାଇଛନ୍ତି। ସେ କହିଛନ୍ତି,“ମହାନଦୀର ୧୪ ପ୍ରତିଶତ ଜଳ ଓଡ଼ିଶା ଓ ୪ ପ୍ରତିଶତ ଜଳ ଛତିଶଗଡ଼ ବ୍ୟବହାର କରୁଛନ୍ତି। ବାକି ୮୨ ପ୍ରତିଶତ ସମୁଦ୍ରକୁ ଚାଲି ଯାଉଛି। ଯେତିକି ଜଳ ସମୁଦ୍ରକୁ ଚାଲିଯାଉଛି ସେଥିରେ ୫ଟି ହୀରାକୁଦ ବନ୍ଧ ପୂରିଯିବ। ଦାରିଦ୍ର୍ୟ, ଅନଗ୍ରସର ଉପରୁ ନଜର ହଟାଇବାକୁ ବିଜେଡି ପକ୍ଷରୁ ଏଭଳି ପ୍ରସଙ୍ଗ ଉଠାଯାଉଛି।”

ସେ କହିଛନ୍ତି,“ଓଡ଼ିଶାରେ ବିପୁଳ ପ୍ରକୃତିକ ସମ୍ପଦ ଥିଲେ ମଧ୍ୟ ଇଚ୍ଛାଶକ୍ତି ଅଭାବରୁ ରାଜ୍ୟରେ ବିକାଶ ହୋଇପାରୁନାହିଁ। କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଯିବାକୁ ଲୋକେ ବାଧ୍ୟ ହେଉଛନ୍ତି। ଛତିଶଗଡ଼ ଆଜି ବିକଶିତ ରାଜ୍ୟ ହେବା ଦିଗରେ ଗତି କରୁଛି। କାମ ପାଇଁ ଛତିଶଗଡ଼ର ଲୋକେ ବାହାରକୁ ଯାଉ ନାହାନ୍ତି। ଛତିଶଗଡ଼ରେ ଯଦି ଏହା ହୋଇପାରୁଛି, ଓଡ଼ିଶାରେ କାହିଁକି ହୋଇପାରିବ ନାହିଁ।”

ଆଜି ରମଣ ସୁନ୍ଦରଗଡ଼ର ନୂଆଗାଁ ଓ ଲାଠିକଟା ଜଲଦା ଷ୍ଟାଡିୟମରେ ବିଜେପି ପକ୍ଷରୁ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେଇ ଏହା କହିଛନ୍ତି।

ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,”ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନିର୍ବାଚନ ପ୍ରଚାର ଓଡ଼ିଶାବାସୀଙ୍କ ପାଇଁ ଅପମାନ। ରାଜ୍ୟବାସୀ ଏହାର ଜବାବ ଦେବେ। ବିଜେପି ପାଇଁ ଏହା ବୁମେରାଂ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story