ବିନା ପିଓଏସ୍‌ରେ ସାର ବିକ୍ରି କରିପାରିବେନି ଡିଲର

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୮ ଜାନୁଆରୀ ୧ ତାରିଖରୁ ରାଜ୍ୟ ସରକାର ସାର ବିକ୍ରି କ୍ଷେତ୍ରରେ ଡାଇରେକ୍ଟ ବେନିଫିଟ ଟ୍ରାନସଫର ସିଷ୍ଟମ ଲାଗୁ କରିବେ। ଏଥିପାଇଁ ରାଜ୍ୟରେ ଥିବା ସମସ୍ତ ପ୍ୟାକସ ଓ ଲ୍ୟାମ୍ପସ୍&zwnj;ରେ ପଏଣ୍ଟ ଅଫ ସେଲ୍ (ପିଓଏସ) ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସମବାୟ ସମତି ସମୂହର ରେଜିଷ୍ଟ୍ରାର। ଜାନୁଆରୀ ୧ତାରିଖ ପରଠାରୁ କୌଣସି ଡିଲର ବିନା ପିଓଏସରେ ସାର ବିକ୍ରି କରିପାରିବେ ନାହିଁ। ସାର କିଣିବା ପରେ ଚାଷୀଙ୍କ ଆକାଉଣ୍ଟରେ ସିଧାସଳଖ ସବସିଡି ଟଙ୍କା ଜମା ହେବ। କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ପିଓଏସ ଯୋଗାଣ ଓ ଲଗାଇବା କାମ କରାଯିବ। ଡିସେମ୍ବର ୩୧ ମଧ୍ୟରେ ଏସବୁ କାମ ସାରିବାକୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୨ ହଜାର ୭୦୮ ପ୍ୟାକ୍ସ ଓ ଲ୍ୟାମ୍ପ ମଧ୍ୟରୁ ମାତ୍ର ୯୧୩ଟିରେ ପିଓଏସ ମେସିନ ଲଗାଯାଇଛି। ଏପଟେ ଗୋଟିଏ ମାସ ମଧ୍ୟରେ ଏହାକୁ ଲଗାଇ ଡିବିଟି ଲାଗୁ କରିବା କେତେ ସହଜ ହେବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।</p>

Ordigital Desk
  • Published: Saturday, 25 November 2017
  • Updated: 25 November 2017, 06:16 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୮ ଜାନୁଆରୀ ୧ ତାରିଖରୁ ରାଜ୍ୟ ସରକାର ସାର ବିକ୍ରି କ୍ଷେତ୍ରରେ ଡାଇରେକ୍ଟ ବେନିଫିଟ ଟ୍ରାନସଫର ସିଷ୍ଟମ ଲାଗୁ କରିବେ। ଏଥିପାଇଁ ରାଜ୍ୟରେ ଥିବା ସମସ୍ତ ପ୍ୟାକସ ଓ ଲ୍ୟାମ୍ପସ୍&zwnj;ରେ ପଏଣ୍ଟ ଅଫ ସେଲ୍ (ପିଓଏସ) ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସମବାୟ ସମତି ସମୂହର ରେଜିଷ୍ଟ୍ରାର। ଜାନୁଆରୀ ୧ତାରିଖ ପରଠାରୁ କୌଣସି ଡିଲର ବିନା ପିଓଏସରେ ସାର ବିକ୍ରି କରିପାରିବେ ନାହିଁ। ସାର କିଣିବା ପରେ ଚାଷୀଙ୍କ ଆକାଉଣ୍ଟରେ ସିଧାସଳଖ ସବସିଡି ଟଙ୍କା ଜମା ହେବ। କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ପିଓଏସ ଯୋଗାଣ ଓ ଲଗାଇବା କାମ କରାଯିବ। ଡିସେମ୍ବର ୩୧ ମଧ୍ୟରେ ଏସବୁ କାମ ସାରିବାକୁ କୁହାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ୨ ହଜାର ୭୦୮ ପ୍ୟାକ୍ସ ଓ ଲ୍ୟାମ୍ପ ମଧ୍ୟରୁ ମାତ୍ର ୯୧୩ଟିରେ ପିଓଏସ ମେସିନ ଲଗାଯାଇଛି। ଏପଟେ ଗୋଟିଏ ମାସ ମଧ୍ୟରେ ଏହାକୁ ଲଗାଇ ଡିବିଟି ଲାଗୁ କରିବା କେତେ ସହଜ ହେବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos