୨୦ ଘଣ୍ଟା ହେଲା ଡାକ୍ତରଖାନାରେ ପଡ଼ି ରହିଛି ମୃତଦେହ: ଆସୁନି ପୋଲିସ୍, ହୋଇପାରୁନି ବ୍ୟବଚ୍ଛେଦ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୨୦ ଘଣ୍ଟା ହେଲା ଡାକ୍ତରଖାନାରେ ପଡ଼ି ରହିଛି ମୃତଦେହ।  ପୋଲିସ ଆସୁ ନ ଥିବାରୁ ମୃତଦେହର ପୋଷ୍ଟମର୍ଟମ୍ ହୋଇପାରୁ ନାହିଁ।  ମୃତକ ସୋସୋ ଥାନା ସୁନ୍ଦରାପାଳ ଗାଁର। ଗତକାଲି ପାଣିରେ ବୁଡ଼ିଯିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣା ଯାଇଥିଲା। କାଲି ଦିନ ୨ଟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।  ତେବେ ଏ ପର୍ଯ୍ୟନ୍ତ ସୋସୋ ଥାନାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆସି  ନ […]

dead body

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 10:38 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଡାକ୍ତରଖାନାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ୨୦ ଘଣ୍ଟା ହେଲା ଡାକ୍ତରଖାନାରେ ପଡ଼ି ରହିଛି ମୃତଦେହ।  ପୋଲିସ ଆସୁ ନ ଥିବାରୁ ମୃତଦେହର ପୋଷ୍ଟମର୍ଟମ୍ ହୋଇପାରୁ ନାହିଁ।  ମୃତକ ସୋସୋ ଥାନା ସୁନ୍ଦରାପାଳ ଗାଁର।

ଗତକାଲି ପାଣିରେ ବୁଡ଼ିଯିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣା ଯାଇଥିଲା। କାଲି ଦିନ ୨ଟାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।  ତେବେ ଏ ପର୍ଯ୍ୟନ୍ତ ସୋସୋ ଥାନାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆସି  ନ ଥିବାରୁ ମୃତଦେହର ବ୍ୟବଚ୍ଛେଦ ହୋଇପାରୁନି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story