ଢେଙ୍କାନାଳର ଗୋବିନ୍ଦପୁରରେ ମୃଦୁ ଭୂକମ୍ପ

ଢେଙ୍କାନାଳ: ଢେଙ୍କାନାଳରେ ଆଜି ପୁଣି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଆଜି ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳରେ କିଛି ସେକେଣ୍ଡ ପାଇଁ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ସୂଚନାଯୋଗ୍ୟ, ଶନିବାର ସକାଳ ୮ଟା ୧୮ ଓ ଦିନ ୧୧ଟା ୨୮ରେ ଦୁଇଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ତେବେ ଭୂକମ୍ପ ଦ୍ୱାରା କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

dhenkalan

Rakesh Mallick
  • Published: Sunday, 27 September 2015
  • , Updated: 27 September 2015, 12:00 PM IST

Related story