ଏମିତି ଦୀପାବଳି ପାଳିଲେ ଅଭିନେତ୍ରୀ ବର୍ଷା ଓ ଏଲିନା

<p>ଯାଜପୁର : ନିଆରା ଢଙ୍ଗରେ ଦୀପାବଳି ପାଳିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ହରିଦାସପୁର ଗାଁଲୋକଙ୍କ ସହ ସେମାନେ ଦୀପାବଳି ମନାଇଛନ୍ତି। ଘର ଘର ବୁଲିବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରି&nbsp;ସେମାନେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ବାଣ ଫୁଟାଇ ନୁହେଁ ଭାଇଚାରା ଭିତରେ ଏହି ପର୍ବ ପାଳନ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଏଥିସହ ରସୁଲପୁର ବ୍ଲକ କୋଳଥଳ ଗାଁରେ&nbsp;ବର୍ଷା ଓ ଏଲିନା ବୃକ୍ଷରୋପଣ କରିଥିଲେ।&nbsp; ସ୍ଥାନୀୟ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।</p>

Ordigital Desk
  • Published: Friday, 20 October 2017
  • Updated: 20 October 2017, 08:27 AM IST

Sports

Latest News

<p>ଯାଜପୁର : ନିଆରା ଢଙ୍ଗରେ ଦୀପାବଳି ପାଳିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଏଲିନା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ହରିଦାସପୁର ଗାଁଲୋକଙ୍କ ସହ ସେମାନେ ଦୀପାବଳି ମନାଇଛନ୍ତି। ଘର ଘର ବୁଲିବା ସହ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରି&nbsp;ସେମାନେ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ। ବାଣ ଫୁଟାଇ ନୁହେଁ ଭାଇଚାରା ଭିତରେ ଏହି ପର୍ବ ପାଳନ କରିବାକୁ ସେମାନେ ଆହ୍ୱାନ ଦେଇଥିଲେ। ଏଥିସହ ରସୁଲପୁର ବ୍ଲକ କୋଳଥଳ ଗାଁରେ&nbsp;ବର୍ଷା ଓ ଏଲିନା ବୃକ୍ଷରୋପଣ କରିଥିଲେ।&nbsp; ସ୍ଥାନୀୟ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos