ଶୋଇବା ଘରେ ଏହି ୨ଟି ଜିନିଷ ରଖନ୍ତୁ ନାହିଁ, ଅମଙ୍ଗଳ ହୋଇଥାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘର ସାଜସଜ୍ଜା ଆମ ସୁଖଶାନ୍ତି ଉପରେ ପ୍ରଭାବ ପକାଇଥାଏ। ତେଣୁ ଶୋଇବା ଘରେ କିଛି ଅଶୁଭ ଜିନିଷ ରଖନ୍ତୁ ନାହିଁ। କିଛି ଲୋକ ଶୋଇବା ଘରେ ଚପଲ ପିନ୍ଧି ଚାଲନ୍ତି ଓ ଶୋଇବା ସମୟରେ ଖଟ ପାଖରେ ଚପଲକୁ ରଖି ଦିଅନ୍ତି। ଏପରି କରିବା ଅନୁଚିତ। ଶୋଇବା ଘରେ ଚପଲ ପିନ୍ଧି ଚାଲନ୍ତୁ ନାହିଁ। ଏଥିସହ ରାତିରେ ତେଲ ମାଲସ କରିବା ପରେ ଆମେ ତେଲ ତାଟିଆ ଘଟର ଆଖ ପାଖରେ ରଖି ଦେଉ। ଏହା ଭଲ ନୁହେଁ। ଶୋଇବା ଖଟ ପାଖରେ କେବେ ଚପଲ କିମ୍ବା ତେଲ ତାଟିଆ ରଖନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)