ଶୋଇବା ଘରେ ଏହି ୨ଟି ଜିନିଷ ରଖନ୍ତୁ ନାହିଁ, ଅମଙ୍ଗଳ ହୋଇଥାଏ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘର ସାଜସଜ୍ଜା ଆମ ସୁଖଶାନ୍ତି ଉପରେ ପ୍ରଭାବ ପକାଇଥାଏ। ତେଣୁ ଶୋଇବା ଘରେ କିଛି ଅଶୁଭ ଜିନିଷ ରଖନ୍ତୁ ନାହିଁ। କିଛି ଲୋକ ଶୋଇବା ଘରେ ଚପଲ ପିନ୍ଧି ଚାଲନ୍ତି ଓ ଶୋଇବା ସମୟରେ ଖଟ ପାଖରେ ଚପଲକୁ ରଖି ଦିଅନ୍ତି। ଏପରି କରିବା ଅନୁଚିତ। ଶୋଇବା ଘରେ ଚପଲ ପିନ୍ଧି ଚାଲନ୍ତୁ ନାହିଁ। ଏଥିସହ ରାତିରେ ତେଲ ମାଲସ କରିବା ପରେ ଆମେ ତେଲ ତାଟିଆ ଘଟର ଆଖ ପାଖରେ ରଖି ଦେଉ। ଏହା ଭଲ ନୁହେଁ। ଶୋଇବା ଖଟ ପାଖରେ କେବେ ଚପଲ କିମ୍ବା ତେଲ ତାଟିଆ ରଖନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Saturday, 24 February 2018
  • Updated: 24 February 2018, 09:02 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଘର ସାଜସଜ୍ଜା ଆମ ସୁଖଶାନ୍ତି ଉପରେ ପ୍ରଭାବ ପକାଇଥାଏ। ତେଣୁ ଶୋଇବା ଘରେ କିଛି ଅଶୁଭ ଜିନିଷ ରଖନ୍ତୁ ନାହିଁ। କିଛି ଲୋକ ଶୋଇବା ଘରେ ଚପଲ ପିନ୍ଧି ଚାଲନ୍ତି ଓ ଶୋଇବା ସମୟରେ ଖଟ ପାଖରେ ଚପଲକୁ ରଖି ଦିଅନ୍ତି। ଏପରି କରିବା ଅନୁଚିତ। ଶୋଇବା ଘରେ ଚପଲ ପିନ୍ଧି ଚାଲନ୍ତୁ ନାହିଁ। ଏଥିସହ ରାତିରେ ତେଲ ମାଲସ କରିବା ପରେ ଆମେ ତେଲ ତାଟିଆ ଘଟର ଆଖ ପାଖରେ ରଖି ଦେଉ। ଏହା ଭଲ ନୁହେଁ। ଶୋଇବା ଖଟ ପାଖରେ କେବେ ଚପଲ କିମ୍ବା ତେଲ ତାଟିଆ ରଖନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos