ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ବେଳେବେଳେ ଆମ ଜୀବନରେ ଅନେକ ଅଶୁଭ ଘଟଣା ଘଟିଥାଏ। ଯେ କୌଣସି ଶୁଭ କାର୍ଯ୍ୟ କରିବାକୁ ଚାହିଁଲେ ମଧ୍ୟ ସବୁ କିଛି ଅଶୁଭରେ ପରିଣତ ହୋଇଥାଏ। ଏମିତି ଲାଗେ ଯେମିତି ଜୀବନରେ ଖାଲି ଅମଙ୍ଗଳ ହେଉଛି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଯଦି ଆପଣଙ୍କର ଜୀବନରେ କେବଳ ଅମଙ୍ଗଳ ଘଟୁଛି ତେବେ ପ୍ରତ୍ୟେକ ଦିନ ଭାଗବତ ଗୀତାର ଗୋଟେ ଶ୍ଲୋକ ପାଠ କରନ୍ତୁ। ଗୁରୁବାର ଦିନ ୭ଟି ଗୀତା ବହି ୭ଜଣ ବ୍ରାହ୍ମଣକୁ ଦାନ କରନ୍ତୁ, ଏବଂ ଗର୍ଭବତୀ ମହିଳାମାନେ ଗୀତା ବହି ପାଠ କରନ୍ତୁ। ଦେଖିବେ ଧୀରେ ଧୀରେ ଆପଣଙ୍କ ଜୀବନରେ ଶୁଭ କାର୍ଯ୍ୟ ଘଟିବ। (ଦେଖନ୍ତୁ ଭିଡିଓ)</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।