ଏହାକୁ ଖାଇବା ପରେ କ୍ଷୀର ପିଇବା କ୍ଷତିକାରକ

ଭୁବନେଶ୍ୱର(ଓଡିଶା ରିପୋର୍ଟର): କ୍ଷୀର ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ଏଥିରେ ‘କ୍ୟାଲସିୟମ’ ଓ ‘ଭିଟାମିନ୍‌ ଡି’ ଥାଏ ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରେ। ଏଥିସହ କ୍ଷୀର ପିଇବା ଦ୍ୱାରା ଶରୀରର ତାପମାତ୍ରା ମଧ୍ୟ ନିୟନ୍ତ୍ରୀତ ରୁହେ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ କ୍ଷୀର ପିଅନ୍ତୁ କିଛି ମନା ନାହିଁ। କିନ୍ତୁ ମାଛ ଖାଇ ସାରିବା ପରେ କେବେ କ୍ଷୀର ପିଅନ୍ତୁ ନାହିଁ। ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। (ଦେଖନ୍ତୁ ଭିଡିଓ)