ଆଜି ପବିତ୍ର ଇଦ୍

<p>ଭୁବନେଶ୍ୱର: ଆଜି ପବିତ୍ର ଇଦ୍। ମୁସଲମାନ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ। ଦୀର୍ଘ ମାସେ ବ୍ୟାପି ଶ୍ରଦ୍ଧାର ସହ ଉପବାସ ରଖିଥଲେ ମୁସଲମାନ ଭାଇ ଭଉଣୀ। ଗତକାଲି ରାତିରେ ଚନ୍ଦ୍ର ଦେଖିବା ପରେ ରୋଜା ଭାଙ୍ଗିଛନ୍ତି। ଇଦ୍ ପାଳନ ନେଇ କଟକ ଚାନ୍ଦ୍ କମିଟି ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ଇଦ୍ ଅବସରରେ ଆଜି ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ ହେବ। ମୁସଲମାନ ସଂପ୍ରଦାୟ ଲୋକେ ଦାନ ଧର୍ମ ସହ ପରସ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ବାଣ୍ଟି ଇଦ୍ ପର୍ବ ପାଳନ କରିବେ।</p>

Ordigital Desk
  • Published: Monday, 26 June 2017
  • Updated: 26 June 2017, 07:28 AM IST

Sports

Latest News

<p>ଭୁବନେଶ୍ୱର: ଆଜି ପବିତ୍ର ଇଦ୍। ମୁସଲମାନ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ। ଦୀର୍ଘ ମାସେ ବ୍ୟାପି ଶ୍ରଦ୍ଧାର ସହ ଉପବାସ ରଖିଥଲେ ମୁସଲମାନ ଭାଇ ଭଉଣୀ। ଗତକାଲି ରାତିରେ ଚନ୍ଦ୍ର ଦେଖିବା ପରେ ରୋଜା ଭାଙ୍ଗିଛନ୍ତି। ଇଦ୍ ପାଳନ ନେଇ କଟକ ଚାନ୍ଦ୍ କମିଟି ପକ୍ଷରୁ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଥିଲା। ଇଦ୍ ଅବସରରେ ଆଜି ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ ହେବ। ମୁସଲମାନ ସଂପ୍ରଦାୟ ଲୋକେ ଦାନ ଧର୍ମ ସହ ପରସ୍ପର ମଧ୍ୟରେ ସ୍ନେହ ଶ୍ରଦ୍ଧା ବାଣ୍ଟି ଇଦ୍ ପର୍ବ ପାଳନ କରିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos