ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଗଣ୍ଡଗୋଳ

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନୀ ହିଂସା କମୁନି। ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ହୋଇଥିବା  ନିର୍ବାଚନରେ ଅନେକ ହିଂସାକାଣ୍ଡ ଘଟିଛି। ଏହାକୁ ନେଇ ପଞ୍ଚାୟତ ବାତାବରଣ ଅଶାନ୍ତ ହୋଇପଡ଼ିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି। ଏହାକୁ ନେଇ ବିଜେପି ଓ ବିଜେଡି ପରସ୍ପରକୁ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି। ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ସ୍ଥାନୀୟ ବରହମ୍‌ପୁର ବଜାରରେ ମୁହାଁମୁହିଁ ହୋଇଥିଲେ। ଉଭୟ […]

car

car

Rakesh Mallick
  • Published: Friday, 17 February 2017
  • Updated: 17 February 2017, 08:20 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନୀ ହିଂସା କମୁନି। ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ହୋଇଥିବା  ନିର୍ବାଚନରେ ଅନେକ ହିଂସାକାଣ୍ଡ ଘଟିଛି। ଏହାକୁ ନେଇ ପଞ୍ଚାୟତ ବାତାବରଣ ଅଶାନ୍ତ ହୋଇପଡ଼ିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲା ନୀଳଗିରିରେ ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି। ଏହାକୁ ନେଇ ବିଜେପି ଓ ବିଜେଡି ପରସ୍ପରକୁ ଆରୋପ ପ୍ରତ୍ୟାରୋପ ଲଗାଉଛନ୍ତି। ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ସ୍ଥାନୀୟ ବରହମ୍‌ପୁର ବଜାରରେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା କୁର୍ଡା ପଞ୍ଚାୟତର ୯ ନଂ. ବୁଥ୍‌ରେ ଭୋଟ ଜାଲିଆତି ଅଭିଯୋଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ବୁଥ୍‌ରେ ତାଲା ପକାଇ ଦେଇଥିଲେ। ବଣାଇ ଉପଜିଲ୍ଲାପାଳ ବୁଥ୍‌ରେ ପହଞ୍ଚି ମତଦାନକୁ ବାତିଲ କରାଇଥିଲେ।

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଝାଡ଼ଗାଁର ୫ ନମ୍ୱର ବୁଥ୍‌ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଅନ୍ୟ ବୁଥ୍‌ର ଭୋଟର ୫ ନଂ. ବୁଥ୍‌ରେ ପହଞ୍ଚି ଗଣ୍ଡଗୋଳ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମେଦିନିପୁର ପଞ୍ଚାୟତର ୧୩ ଓ ୧୪ ନମ୍ୱର ବୁଥ୍‌ରେ ସୁରକ୍ଷା କର୍ମୀ ଭୋଟର ଲିଷ୍ଟ ଚିରି ଦେବାକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଫଳରେ କିଛି ସମୟ ପାଇଁ ବୁଥ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଗତକାଲି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବେଲପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ଶିଶିର ନାୟକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଆଜି ଭୋଟ ବର୍ଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story