ଶେଷ ହେଲା ୫୦ ବର୍ଷର ଗୋଲାମୀ: ରାଜୁ ଗୋଡରୁ ଫିଟିଲା ଶିକୁଳି

ସଙ୍କଟରେ ଗଜରାଜ। ଗଜରାଜଙ୍କ ଉଦ୍ଧାର ପାଇଁ ସାରା ବିଶ୍ୱରେ ବିଭିନ୍ନ ସଂଗଠନ କାମ କରୁଛନ୍ତି। ଆମ ଦେଶରେ ବି ଏମିତି ବହୁତ ପଦକ୍ଷେପ ନିଆଯାଉଛି। ହେଲେ ଏହା କେବଳ ନାମକୁ ମାତ୍ର ବୋଲି ପ୍ରମାଣିତ ହୋଇଛି। କାରଣ ଏକ ବିଦେଶୀ ସଂସ୍ଥା ଆସି ଭାରତରେ ୫୦ ବର୍ଷ ହେଲା ଗୋଲାମୀ କରୁଥିବା ରାଜୁ ନାମକ ଏକ ହାତୀକୁ ମୁକ୍ତ କରିଛି। ଯେଉଁଦିନ ରାଜୁ ଗୋଡ଼ରୁ ଶିକୁଳି ଖୋଲାଯାଇଥିଲା ସେଦିନ ସେ ନିଜର ୫୧ତମ ଜନ୍ମଦିନ ପାଳନ କରିଛି। […]

raju

raju

Rakesh Mallick
  • Published: Sunday, 05 November 2017
  • Updated: 05 November 2017, 03:35 PM IST

Sports

Latest News

ସଙ୍କଟରେ ଗଜରାଜ। ଗଜରାଜଙ୍କ ଉଦ୍ଧାର ପାଇଁ ସାରା ବିଶ୍ୱରେ ବିଭିନ୍ନ ସଂଗଠନ କାମ କରୁଛନ୍ତି। ଆମ ଦେଶରେ ବି ଏମିତି ବହୁତ ପଦକ୍ଷେପ ନିଆଯାଉଛି। ହେଲେ ଏହା କେବଳ ନାମକୁ ମାତ୍ର ବୋଲି ପ୍ରମାଣିତ ହୋଇଛି। କାରଣ ଏକ ବିଦେଶୀ ସଂସ୍ଥା ଆସି ଭାରତରେ ୫୦ ବର୍ଷ ହେଲା ଗୋଲାମୀ କରୁଥିବା ରାଜୁ ନାମକ ଏକ ହାତୀକୁ ମୁକ୍ତ କରିଛି। ଯେଉଁଦିନ ରାଜୁ ଗୋଡ଼ରୁ ଶିକୁଳି ଖୋଲାଯାଇଥିଲା ସେଦିନ ସେ ନିଜର ୫୧ତମ ଜନ୍ମଦିନ ପାଳନ କରିଛି। ରାଜୁର ଗୋଲାମୀ ଓ ମୁକ୍ତିକୁ ନେଇ ଓଡ଼ିଶା ରିପୋର୍ଟର ବିଶେଷ ଉପସ୍ଥାପନା।

elephantଘଟଣା ଉତ୍ତରପ୍ରଦେଶର। ଯେତେବେଳେ ରାଜୁକୁ ମାତ୍ର  ବର୍ଷକର ହୋଇଥିଲା ଗୋଡରେ ପଡିଯାଇଥିଲା ଗୋଲାମୀର ଶିକୁଳି। ଦୀର୍ଘ ୫୦ ବର୍ଷର ଗୋଲାମୀ। ଏହି ସମୟ ମଧ୍ୟରେ ଜଣଙ୍କ ପରେ ଜଣେ କରି ୨୭ ଜଣ ମାଲିକଙ୍କ ଗୋଲାମ ବନି ସାରିଥିଲା। ସକାଳୁ ଆରମ୍ଭ ହୋଇଯାଉଥିଲା ଅତ୍ୟାଚାର। ସାରା ଦିନ କଠିନ ପରିଶ୍ରମ କରିବାକୁ ପଡୁଥିଲା। ବିଶ୍ରାମ ନେବାକୁ ଟିକେ ସମୟ ନଥିଲା। ଖାଇବାକୁ ମଧ୍ୟ ଠିକ୍‌ରେ ଦିଆଯାଉ ନଥିଲା। ରାଜୁ ପାଇଁ ଏହି ମାଲିକମାନଙ୍କ ମନରେ ନଥିଲା ସାମାନ୍ୟତମ ମାନବିକତା। ଏମାନେ ଅତି ନିର୍ଦ୍ଦୟ ପାଲଟି ଯାଇଥିଲେ ନିରୀହ ରାଜୁ ପ୍ରତି। ଗୋଡରେ ପଡିଥିଲା ମୋଟା ଲୁହାର ଶିକୁଳି। ଭଲରେ ଚାଲିବା ମଧ୍ୟ ସମ୍ଭବ ନଥିଲା ତା’ପକ୍ଷେ।

rajuତେବେ ପଶୁପକ୍ଷୀଙ୍କ ସୁରକ୍ଷାକୁ ନେଇ କାମ କରୁଥିବା ୟୁକେର ଏକ ସଂସ୍ଥାର ନଜର ରାଜୁ ଉପରେ ପଡିଥିଲା। ସଂସ୍ଥା ରାଜୁକୁ ଉଦ୍ଧାର କରିବାକୁ ଆଗେଇ ଆସିଥିଲା। ସଂସ୍ଥାର ସଦସ୍ୟମାନେ ଭାରତ ଆସି ରାଜୁ ପ୍ରତି ହେଉଥିବା ନିର୍ଯାତନାକୁ ବିରୋଧ କରିଥିଲେ। ଶେଷରେ ଗୋଲାମୀରୁ ରାଜୁକୁ ମୁକ୍ତି ମିଳିଥିଲା।

ଅଧ ରାତିରେ ଯେତେବେଳେ ରାଜୁ ଗୋଡରୁ ଶିକୁଳି କଟା ଯାଇଥିଲା ସେତେବେଳେ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା। ଶିକୁଳି ଏତେ ଭିଡା ଯାଇଥିଲା ଯେ, ହାତୀ ପରି ଏକ ଜୀବର ମୋଟା ଚମଡା ମଧ୍ୟ କଟିବାକୁ ବସିଥିଲା। ସେଠାରୁ ରାଜୁକୁ ମଥୁରା ସ୍ଥାନାନ୍ତର କରାଯାଉଛି। ଯେଉଁଠି ରାଜୁ ଏବେ ମୁକ୍ତ ଓ ସୁସ୍ଥ ଜୀବନ ବିତାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story