କ’ଣ ଏଇଠି ଥିଲା ମହାଭାରତର ଇନ୍ଦ୍ରପ୍ରସ୍ଥ? ଖନନରୁ ମିଳୁଛି ଆଶ୍ଚର୍ଯ୍ୟଜନକ ସାମଗ୍ରୀ

ନୂଆଦିଲ୍ଲୀ: ପ୍ରତ୍ନତତ୍ତ୍ୱ ବିଭାଗ ଦିଲ୍ଲୀର ଏକ ପୁରାତନ ଦୁର୍ଗରେ ପୁଣି ଥରେ ଖନନ ଆରମ୍ଭ କରିଛି।  ମହାଭାରତର କିଛି ସ୍ମୁତିକୁ ଠାବକରିବା ଏବଂ କିଛି ଚିହ୍ନବର୍ଣ୍ଣ ସନ୍ଧାନ ଉଦ୍ଦେଶ୍ୟରେ ଏହି ଖନନ ଅରମ୍ଭ ହୋଇଛି। କୁହାଯାଏ ମହାଭାରତ ସମୟର ଏହି  ସ୍ଥାନରେ ପଞ୍ଚୁପାଣ୍ଡବଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ଥିଲା। ତେଣୁ ଏହାର ପ୍ରମାଣ ଖୋଜିବା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ  ଲାଗିପଡିଛି।  ପ୍ରତ୍ନତତ୍ତ୍ୱ ବିଭାଗର ରିପୋର୍ଟ ଅନୁଯାୟୀ ପୂର୍ବରୁ ଦୁର୍ଗରେ ମହାଭାରତର କିଛି ସ୍ମାରକୀ ମିଳିସାରିଛି। ହେଲେ  ଠିକ୍‌ ଭାବେ […]

palace

palace

Rakesh Mallick
  • Published: Sunday, 24 December 2017
  • Updated: 24 December 2017, 11:49 AM IST

Sports

Latest News

ନୂଆଦିଲ୍ଲୀ: ପ୍ରତ୍ନତତ୍ତ୍ୱ ବିଭାଗ ଦିଲ୍ଲୀର ଏକ ପୁରାତନ ଦୁର୍ଗରେ ପୁଣି ଥରେ ଖନନ ଆରମ୍ଭ କରିଛି।  ମହାଭାରତର କିଛି ସ୍ମୁତିକୁ ଠାବକରିବା ଏବଂ କିଛି ଚିହ୍ନବର୍ଣ୍ଣ ସନ୍ଧାନ ଉଦ୍ଦେଶ୍ୟରେ ଏହି ଖନନ ଅରମ୍ଭ ହୋଇଛି। କୁହାଯାଏ ମହାଭାରତ ସମୟର ଏହି  ସ୍ଥାନରେ ପଞ୍ଚୁପାଣ୍ଡବଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ଥିଲା। ତେଣୁ ଏହାର ପ୍ରମାଣ ଖୋଜିବା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ  ଲାଗିପଡିଛି।  ପ୍ରତ୍ନତତ୍ତ୍ୱ ବିଭାଗର ରିପୋର୍ଟ ଅନୁଯାୟୀ ପୂର୍ବରୁ ଦୁର୍ଗରେ ମହାଭାରତର କିଛି ସ୍ମାରକୀ ମିଳିସାରିଛି।

ହେଲେ  ଠିକ୍‌ ଭାବେ ଏଠାରେ ଖୋଦନ ହୋଇ ନ ଥିବାରୁ ଅନେକ ରହସ୍ୟ ଏଠାରେ ଛପି ରହିଛି।  ସେହିପରି ପୌରାଣିକ ତଥ୍ୟ ଅନୁଯାୟୀ, ସର୍ବପ୍ରଥମେ ପାଣ୍ଡବମାନେ ହିଁ  ଇନ୍ଦ୍ରପ୍ରସ୍ତରେ ବସବା଼ସ କରୁଥିଲେ।

କିଛି ଦିନ ପୂର୍ବରୁ  ହୋଇଥିବା ଖନନରୁ   ଏହି ସ୍ଥାନରେ  କଳା ରଙ୍ଗର ବାସନ ଉଦ୍ଧାର କରାଯାଇଥିଲା।  ଧର୍ମଗ୍ରନ୍ଥ ଅନୁସାରେ ଏହି ବାସନ ମହାଭାରତ ସମୟରେ ବ୍ୟବହାର କରାଯାଉଥିବାର ଉଲ୍ଲେଖ ରହିଛି। ସେପରି ଏହି ଦୁର୍ଗରେ ମୌର୍ଯ୍ୟ ସାମ୍ରାଜ୍ୟ ଓ ମୋଗଲ କାଳର  କିଛି ସ୍ମାରକୀ  ଥିବା  ଖନନରୁ ପ୍ରମାଣ ମିଳିସାରିଛି।

ଗତବର୍ଷ ଏଠାରୁ ମୋଗଲ କାଳର ଟେରାକୋଟା ଓ କିଛି ଅଳଙ୍କାର ମିଳିଥିଲା।  ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ମୋଗଲ ଶାସକ ଶେର ଶାହା ସୁରୀ ତାଙ୍କ ରାଜୁତି କାଳରେ ଏହି ଦୁର୍ଗର ନିର୍ମାଣ କରିଥିଲେ। ଏହି ଦୁର୍ଗ ମଧ୍ୟରେ ଏକ ମସଜିଦ୍‌ ରହିଛି । ଯେଉଁଠି ଦୁଇ ମୁହାଁଅଷ୍ଟଭୁଜା ସ୍ତମ୍ଭ ଦେଖିବାକୁ ମିଳେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story