ଟାଇଟଲ୍ ମିଳିବା ପରେ ମିସ୍ ୱାର୍ଲ୍ଡଙ୍କୁ ମିଳିଥାଏ ଏହି ସବୁ ସୁବିଧା

ମିସ୍‌ ୱାର୍ଲ୍ଡ ମୁକୁଟକୁ ମୁଣ୍ଡରେ ସଜାଇବାର ସ୍ୱପ୍ନ ସବୁ ଝିଅ ଦେଖନ୍ତି। ତେଣୁ ପ୍ରତିବର୍ଷ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଅନେକ ସୁନ୍ଦରୀ ଧାଇଁ ଆସିଥାନ୍ତି। ଏହି ମୁକୁଟ ଯାହାକୁ ମିଳେ ସେ ମହିଳା ଜଣଙ୍କ ବିଶ୍ୱର ସବୁଠୁ ସୁନ୍ଦର ମହିଳା ର ମାନ୍ୟତା ପାଇଥାନ୍ତି। କେବଳ ଏତିକି ନୁହେଁ ଏହି ସମ୍ମାନ ମିଳିସାରିବା ପରେ ତାଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ। ସମ୍ମାନ ସହ ଧନର ବର୍ଷା ହୁଏ […]

manushi

manushi

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 07:06 PM IST

Sports

Latest News

ମିସ୍‌ ୱାର୍ଲ୍ଡ ମୁକୁଟକୁ ମୁଣ୍ଡରେ ସଜାଇବାର ସ୍ୱପ୍ନ ସବୁ ଝିଅ ଦେଖନ୍ତି। ତେଣୁ ପ୍ରତିବର୍ଷ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଅନେକ ସୁନ୍ଦରୀ ଧାଇଁ ଆସିଥାନ୍ତି। ଏହି ମୁକୁଟ ଯାହାକୁ ମିଳେ ସେ ମହିଳା ଜଣଙ୍କ ବିଶ୍ୱର ସବୁଠୁ ସୁନ୍ଦର ମହିଳା ର ମାନ୍ୟତା ପାଇଥାନ୍ତି। କେବଳ ଏତିକି ନୁହେଁ ଏହି ସମ୍ମାନ ମିଳିସାରିବା ପରେ ତାଙ୍କ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ଦେଖାଦିଏ। ସମ୍ମାନ ସହ ଧନର ବର୍ଷା ହୁଏ ତାଙ୍କ ଜୀବନରେ। ଆସନ୍ତୁ ଜାଣିବା ମିସ୍‌ ୱାର୍ଲ୍ଡ ହେବା ପରେ ବିଶ୍ୱ ସୁନ୍ଦରୀଙ୍କୁ ପ୍ରାଇଜ୍‌ରେ କେତେ ଟଙ୍କା ଓ କ'ଣ ସବୁ ଆକର୍ଷଣୀୟ ସୁବିଧା ସୁଯୋଗ ମିଳେ।

  • ସବୁଠୁ ଦାମୀ ହୋଇଥାଏ ମିସ୍‌ ୱାର୍ଲ୍ଡ ପିନ୍ଧିଖିବା କ୍ରାଉନ୍ ଟି। କୁହାଯାଏ ହିରାର ଅନେକ ଦାମୀ ପଥରରେ ଏହି କ୍ରାଉନ୍ ତିଆରି ହୋଇଥାଏ। ଏହାର ମୂଲ୍ୟ ୨ରୁ ୫ କୋଟି ।
  • ମିସ୍‌ ୱାର୍ଲ୍ଡଙ୍କୁ୧୦କୋଟିର ପ୍ରାଇଜ୍ ମନି ମିଳିଥାଏ ।
  • ମିସ୍‌ ୱାର୍ଲ୍ଡ ହେବା ପରେ ବର୍ଷ ତମାମ ମାଗଣାରେ ସେ ପୂରା ଦୁନିଆ ବୁଲି ପାରିବେ।
  • ମିସ୍‌ ୱାର୍ଲ୍ଡଙ୍କୁ ବଡ ବଡ ବ୍ରାଣ୍ଡର ସ୍ପନସରସିପ୍ ମିଳିଥାଏ। ଅର୍ଥାତ୍ ଦାମୀ ବ୍ରାଣ୍ଡର ସାମଗ୍ରୀ ସେ ମାଗଣାରେ ବ୍ୟବହାର କରିପାରିବେ।
  • ମିସ୍‌ ୱାର୍ଲ୍ଡଙ୍କୁ ବଡ ବ୍ୟାନର ଫିଲ୍ମରେ ମଧ୍ୟ କାମ କରିବା ପ୍ରସ୍ତାବ ମିଳେ।

ଚଳିତବର୍ଷ ୧୭ ବର୍ଷ ପରେ ଭାରତକୁ ମିଳିଛି ମିସ୍‌ ୱାର୍ଲ୍ଡ ମୁକୁଟ। ଚୀନ୍‌ର ସାନ୍ୟା ସହରର ଏରିନାରେ ଆୟୋଜିତ ପ୍ରତିଯୋଗିତାରେ ୧୦୮ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ହରିୟାଣାର ଡାକ୍ତରୀ ଛାତ୍ରୀ ମାନୁଷୀ ଛିଲର ଏହି କୀର୍ତ୍ତିମାନ ରଚିଛନ୍ତି। ୨୦୧୬ ମସିହାରେ ମିସ୍‌ ୱାର୍ଲ୍ଡ ବିଜେତା ମାନୁଷୀଙ୍କୁ ମୁକୁଟ ପିନ୍ଧାଇଥିଲେ। ମାନୁଷୀ ଏବେ ହରିୟାଣାର ଏକ ମେଡ଼ିକାଲର ଛାତ୍ରୀ। ଏହା ପୂର୍ବରୁ ସେ ଫେମିନା ମିସ୍‌ ଇଣ୍ଡିଆ ବିଜୟୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story