ମୋଜିଲା ଫାୟାରଫକ୍ସ କହିବ ଆପଣଙ୍କ ଆକାଉଣ୍ଟ କେତେ ସୁରକ୍ଷିତ, ହ୍ୟାକ୍‌ ହୋଇଥିଲେ ଦେବ ମେସେଜ୍‌

 ନୂଆଦିଲ୍ଲୀ: ମୋଜିଲା ଫାୟାର ଫକ୍ସ ଆପ୍ସ ବ୍ୟବହାରକୀରଙ୍କ ପାଇଁ ଖୁସି ଖବର। ଏଣିକି ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଛି କି ନାହିଁ ସେ ନେଇ ସଙ୍ଗେ ସଙ୍ଗେ ଏସ୍‌ଏମ୍‌ଏସ୍‌ ଆଲର୍ଟ ମାଧ୍ୟମରେ ଜାଣିପାରିବେ । ଆପଣ ସର୍ଚ୍ଚ କରୁଥିବା ୱେବ୍‌ସାଇଟ୍‌ କିମ୍ବା ଇ-ମେଲ୍ ହ୍ୟାକ୍‌ ହୋଇଛି କି ନାହିଁ ତାହା ଅତି ସୁବିଧାରେ ଆପଣଙ୍କ ଜାଣିଯିବେ। ଖୁବଶୀଘ୍ର ଏଭଳି ଫିଚର ସହ ଉପଲବ୍ଧ ହେବ ମୋଜିଲା।  ଏଥିପାଇଁ ଫାୟାରଫକ୍ସ Have I Been Pwned (HIBP),” ୱେବ୍‌ସାଇଟ୍ […]

Firefox-665x

Firefox-665x

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 11:03 PM IST

Sports

Latest News

 ନୂଆଦିଲ୍ଲୀ: ମୋଜିଲା ଫାୟାର ଫକ୍ସ ଆପ୍ସ ବ୍ୟବହାରକୀରଙ୍କ ପାଇଁ ଖୁସି ଖବର। ଏଣିକି ଆପଣଙ୍କ ଆକାଉଣ୍ଟ ହ୍ୟାକ୍‌ ହୋଇଛି କି ନାହିଁ ସେ ନେଇ ସଙ୍ଗେ ସଙ୍ଗେ ଏସ୍‌ଏମ୍‌ଏସ୍‌ ଆଲର୍ଟ ମାଧ୍ୟମରେ ଜାଣିପାରିବେ । ଆପଣ ସର୍ଚ୍ଚ କରୁଥିବା ୱେବ୍‌ସାଇଟ୍‌ କିମ୍ବା ଇ-ମେଲ୍ ହ୍ୟାକ୍‌ ହୋଇଛି କି ନାହିଁ ତାହା ଅତି ସୁବିଧାରେ ଆପଣଙ୍କ ଜାଣିଯିବେ। ଖୁବଶୀଘ୍ର ଏଭଳି ଫିଚର ସହ ଉପଲବ୍ଧ ହେବ ମୋଜିଲା।

 ଏଥିପାଇଁ ଫାୟାରଫକ୍ସ Have I Been Pwned (HIBP),” ୱେବ୍‌ସାଇଟ୍ କମ୍ପାନୀ ସହିତ ଚୁକ୍ତି କରିଛି। ଏହି କମ୍ପାନୀ ଗ୍ରାହକଙ୍କୁ ଇ-ମେଲ୍ ଓ ପାସୱାର୍ଡ ହ୍ୟାକ୍ ହୋଇଛି କି ନାହିଁ ଯାଞ୍ଚ କରିବାକୁ ଅନୁମତି ଦେଇଥାଏ। ଏଥିସହିତ ଡାର୍କ ୱେବ ସାହାଯ୍ୟରେ ହ୍ୟାକରଙ୍କ ଦ୍ୱାରା ଲିକ୍‌ ହୋଇଥିବା ଡାଟା ସଂଗ୍ରହ କରି ନେଇଥାଏ। ଏହି ଫିଚରରେ ଚୋରି ହୋଇଥିବା ଡାଟାକୁ ଖୋଜିବାରେ ସାହାଯ୍ୟ କରିଥାଏ। ୱେବ୍‌ସାଇଟ୍‌ରୁ ମୋଜିଲା ତଥ୍ୟ ନେଇ ତାର ଗ୍ରାହକଙ୍କୁ ସତର୍କ କରାଇବ ପୂର୍ବରୁ ଗୁଗୁଲରେ ମଧ୍ୟ ଏଭଳି ସୁବିଧା ରହିଛି। ହ୍ୟାକ୍ ୱେବ୍‌ସାଇଟ୍‌କୁ ଓପନ୍ କରୁଥିବା ଲୋକଙ୍କୁ ଗୁଗଲ “This Site May Be Hacked” ମେସେଜ ଦେଇ ସତର୍କ କରିଥାଏ। ଗୁଗଲ୍ କ୍ରୋମକୁ କଡ଼ା ଟକ୍କର ଦେବା ସହିତ ମୋଜିଲା ଫାୟାରଫକ୍ସ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇଦେବାକୁ ଏହି ସେବା ଆରମ୍ଭ କରୁଛି। ଏହି ଦୃଷ୍ଟିରୁ କେଉଁ ଆପ୍‌ଟି ଆପଣଙ୍କ ପାଇଁ ଭଲ ହେବ ଆସନ୍ତୁ ଜାଣିବା।

 ଗୁଗଲ କ୍ରୋମ ଓ ମୋଜିଲା ଫାୟାର ଫକ୍ସ ଭିତରେ କେଉଁଠି ଭଲ

ଏମିତି ଅନେକ ବ୍ରାଉଜର ଅଛି ଯାହାକୁ ଡାଉନ୍‌ଲୋଡ୍ କଲେ ମୋବାଇଲ୍‌ରୁ ସମସ୍ତ ତଥ୍ୟ ଚୋରି ହୋଇଥାଏ। ତେଣୁ ଆପ୍‌ସ କିମ୍ବା ବ୍ରାଉଜର ବ୍ୟବହରା କଲାବେଳେ ତଥ୍ୟ ଗୋପନ ରଖିବା ଓ ସୁରକ୍ଷାକୁ ତଥା ସ୍ପିଡ୍ କାର୍ଯ୍ୟ ଦକ୍ଷତାକୁ ଆଖି ଆଗରେ ରଖି ବ୍ରାଉଜର ବ୍ୟବହାର କରିଥାଉ। କ୍ରୋମ ଓ ଫାୟାରଫକ୍ସ ଗ୍ରାହକଙ୍କୁ ଅନ୍ୟ ଆପ୍‌ ତୁଳନାରେ ଉନ୍ନତ ସୁରକ୍ଷା ଦେଇଥାଏ। କିନ୍ତୁ ଗୁଗଲ କ୍ରୋମ ଏ କ୍ଷେତ୍ରରେ ଟିକେ ଅଲଗା। କାରଣ ଏଥିରେ ପ୍ରତ୍ୟେକ ରନିଂ ଟ୍ୟାବ୍ ପାଇଁ ଅଲଗା ଅଲଗା ପ୍ରୋସେସିଂ ହୋଇଥାଏ। କିନ୍ତୁ ଏହି ବ୍ରାଉଜର ମୋବାଇଲରେ ଅଧିକ ଜାଗା ନେଇଥାଏ।

ଏହାର ଏକ ଖରାପ ଗୁଣ ହେଲା କ୍ରୋମ ମାଷ୍ଟର ‘କି’ ମାଧ୍ୟମରେ ନେଟ୍‌ୱାର୍କରେ ସ୍ପିଡ୍‌ ଓ ପାସୱାର୍ଡ ଡାଟାକୁ ଇନ୍‌କ୍ରିପ୍ଟ କରିପାରେ ନାହିଁ। କିନ୍ତୁ ଫାୟାରଫକ୍ସରେ ସମସ୍ତ ସୁରକ୍ଷା ସହିତ ମାଷ୍ଟର ପାସୱାର୍ଡ  ବ୍ୟବହାର କରିବାକୁ ସୁବିଧା ଦେଇଥାଏ। ଅପଣ ସେଭ୍ କରିଥିବା ପାସୱାର୍ଡକୁ ଇନ୍‌କ୍ରିପ୍ଟ କରିଥାଏ। ମୋଜିଲା ଫାୟାରଫକ୍ସ ଖୁବ୍ ସ୍ପିଡ୍‌ରେ କାମ କରିଥାଏ। କାରଣ ଏହା ଓପନ ହେବାକୁ ଖୁବ କମ୍ ସମୟ ଲାଗେ। ପରୀକ୍ଷାରୁ ଜଣାଯାଏ, କାର୍ଯ୍ୟ କରିବା କ୍ଷେତ୍ରରେ ଫାୟାରଫକ୍ସ ଅପେକ୍ଷା ଗୁଗଲ କ୍ରୋମ ୨ ସେକେଣ୍ଡ ପଛରେ ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story