ପାଣିରେ ଭାସୁଛନ୍ତି ହଜାର ହଜାର ମଲା ମାଛ

Ordigital Desk
  • Published: Tuesday, 27 June 2017
  • , Updated: 27 June 2017, 10:56 AM IST
<p>ବ୍ରହ୍ମପୁର: ଗୋପାଳପୁର ବନ୍ଦର ପରିସରରେ ମାଛ ମଡ଼କ। ହଜାର ହଜାର ସଂଖ୍ୟାରେ ମାଛ ମରି ଭାସୁଛନ୍ତି। ପାଣି ଦୂଷିତ ହେବା ଦ୍ୱାରା ମାଛ ମରୁଥିବା ସନ୍ଦେହ କରାଯାଉଛିା ବିଷାକ୍ତ ରସାୟନିକ ପଦାର୍ଥ ପାଣିରେ ମିଶିବା ଦ୍ୱାରା ମାଛ ମରୁଥିବା ଘଟଣାର ଅନୁଧ୍ୟାନ କରିବାକୁ ଆସିଥିବା ବିଶେଷଜ୍ଞ ଟିମ୍ କହିଛନ୍ତି।</p> <p>[vc_video link=&quot;&quot; align=&quot;center&quot;]</p> <p>ତେବେ ରାସାୟନିକ ପଦାର୍ଥ କେଉଁଠୁ ନିର୍ଗତ ହେଉଛି ଓ ପାଣି କେମିତି ପ୍ରଦୂଷିତ ହୋଇଛି ତାହା ଜଣାପଡିନାହିଁ। ସେପଟେ ମଲା ମାଛଙ୍କୁ ପାଣିରୁ କଢା ଯାଇ ନ ଥିବାରୁ ଏହା ପଚି ପରିବେଶକୁ ଦୂଷିତ କରିଛି।</p>

Related story