ଫ୍ଲାଇଟ୍‌ରେ ଯିବା ଆସିବା କରୁଛନ୍ତି କି ? ଜାଣି ରଖନ୍ତୁ ଏହି ସବୁ ଦରକାରୀ ନିୟମ, ଅସମୟରେ  କରିପାରେ ସାହାଯ୍ୟ

  ଭାରତରେ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ବିମାନରେ ଦେଶ ବିଦେଶକୁ ଯାତ୍ରା କରିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ଯାତ୍ରୀ ବିମାନ ସମ୍ବନ୍ଧୀୟ ଅନେକ ଆବଶ୍ୟକୀୟ ନିୟମ ଜାଣି ନଥାନ୍ତି । ଯଦି ଆପଣ ବି ବିମାନରେ ଯାତ୍ରା କରୁଛନ୍ତି, ତାହେଲେ ଏହି ବିଷୟରେ ସମସ୍ତ ନିୟମ ଜାଣିବା ନିହାତି ଆବଶ୍ୟକ। ଏହାଦ୍ୱାରା ଆପଣ ବିମାନ ସେବାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ। ତେବେ ଆସନ୍ତୁ ଜାଣିବା ବିମାନ ସମ୍ବନ୍ଧୀୟ କିଛି ଦରକାରୀ ନିୟମ ବିଷୟରେ। […]

Rakesh Mallick
  • Published: Friday, 27 October 2017
  • Updated: 27 October 2017, 08:56 PM IST

Sports

Latest News

ଭାରତରେ ପ୍ରତ୍ୟେକ ଦିନ ହଜାର ହଜାର ଯାତ୍ରୀ ବିମାନରେ ଦେଶ ବିଦେଶକୁ ଯାତ୍ରା କରିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକ ଯାତ୍ରୀ ବିମାନ ସମ୍ବନ୍ଧୀୟ ଅନେକ ଆବଶ୍ୟକୀୟ ନିୟମ ଜାଣି ନଥାନ୍ତି । ଯଦି ଆପଣ ବି ବିମାନରେ ଯାତ୍ରା କରୁଛନ୍ତି, ତାହେଲେ ଏହି ବିଷୟରେ ସମସ୍ତ ନିୟମ ଜାଣିବା ନିହାତି ଆବଶ୍ୟକ। ଏହାଦ୍ୱାରା ଆପଣ ବିମାନ ସେବାର ସମ୍ପୂର୍ଣ୍ଣ ଲାଭ ଉଠାଇ ପାରିବେ। ତେବେ ଆସନ୍ତୁ ଜାଣିବା ବିମାନ ସମ୍ବନ୍ଧୀୟ କିଛି ଦରକାରୀ ନିୟମ ବିଷୟରେ।

ବିମାନ ବିଳମ୍ବ ହେଲେ ‍କ୍ଷତି ପୂରଣ- ବିମାନ ଛାଡ଼ିବା ସମୟରେ ଘଣ୍ଟାଏ ବିଳମ୍ବ ହେଲେ ବିମାନ ସେବା ଯୋଗାଉଥିବା କମ୍ପାନୀଠାରୁ ସମ୍ପୂର୍ଣ୍ଣ ବିମାନ ଭଡ଼ା ଫେରାଇ ଦେବାର ନିୟମ ରହିଛି। ଖାଲି ସେତିକି ନୁହେଁ, ବିମାନ ଚଳାଚଳ ନିୟମ ଅନୁସାରେ ଉକ୍ତ କମ୍ପାନୀ ଯାତ୍ରୀଙ୍କୁ ଅତିରିକ୍ତ ୫ ହଜାର ଟଙ୍କା ମଧ୍ୟ ଦେଇଥାଏ।

  • ଯଦି ବିମାନ ୧ରୁ୨ ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବ ହୁଏ, ତାହେଲେ କମ୍ପାନୀ ଯାତ୍ରୀଙ୍କୁ ସମ୍ପୂର୍ଣ ବିମାନ ଭଡ଼ା ଫେରସ୍ତ ଦେବା ସହିତ ୭,୫୦୦ ଟଙ୍କା ଅତିରିକ୍ତ ଅର୍ଥରାଶି ଦେବାର ନିୟମ ରହିଛି। ସେହିପରି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବିଳମ୍ବ ହେଲେ ବିମାନ କମ୍ପାନୀ ସମ୍ପୂର୍ଣ୍ଣ ଭଡ଼ା ଫେରସ୍ଥ ଦେବା ସହିତ ଯାତ୍ରୀଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେଇଥାଏ।

flightsବିମାନରେ ଚଢ଼ିବାକୁ ମନା କଲେ- ଫ୍ଲାଇଟ୍ ଛାଡ଼ିବା ସମୟରେ ଯଦି ଯାତ୍ରୀଙ୍କୁ ସେଥିରେ ଚଢ଼ିବାକୁ ଦିଆ ନଯାଏ, ତେବେ ନିୟମ ଅନୁସାରେ ବିମାନ ସେବା ପ୍ରଦାନକାରୀ କମ୍ପାନୀ ସେହି ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ବସାଇବାର ବନ୍ଦୋବସ୍ତ କରିଥାଏ। ଯଦି ସେଥିରେ ବି ବିଳମ୍ବ ହୋଇଥାଏ, ତାହେଲେ ଉକ୍ତ କମ୍ପାନୀ ଏହାର କ୍ଷତିପୂରଣ ଦେବାକୁ ବାଧ୍ୟ।

  • କର୍ତ୍ତୃପକ୍ଷଙ୍କ ଭୁଲ ଯୋଗୁଁ ଯଦି ଯାତ୍ରୀଙ୍କ ବିମାନ ମିସ୍ ହୋଇଯାଇଛି, ତାହେଲେ ଏହାର ୨୪ ଘଣ୍ଟା ମଧ୍ୟରେ ଉକ୍ତ କମ୍ପାନୀ ଯାତ୍ରୀଙ୍କୁ ଅନ୍ୟ ଏକ ବିମାନରେ ବସାଇବାର ବନ୍ଦୋବସ୍ତ କରିବ। ଏଥିସହିତ ମୂଳ ଭଡ଼ାର ୨୦୦ ପ୍ରତିଶତ କ୍ଷତିପୂରଣ ମଧ୍ୟ ଦେବ। ଖାଲି ସେତିକି ନୁହେଁ କମ୍ପାନୀଙ୍କୁ ସେହି ଯାତ୍ରୀଙ୍କୁ ୧୦ ହଜାର ଟଙ୍କାର କ୍ଷତି ପୂରଣ ଦେବାକୁ ପଡ଼ିବ।
  • ଯଦି ବିମାନ ମିସ୍ ହେବାର ୨୪ ଘଣ୍ଟା ପରେ କମ୍ପାନୀ ଯାତ୍ରୀଙ୍କୁ ଅନ୍ୟଏକ ବିମାନରେ ବସାଏ, ତାହେଲେ ଉକ୍ତ କମ୍ପାନୀ ଯାତ୍ରୀଙ୍କୁ ମୂଳ ଭଡ଼ାର ୪୦୦ ପ୍ରତିଶତ କ୍ଷତିପୂରଣ ଦେବା ସହ ଅଧିକ ୨୦ ହଜାର ଟଙ୍କା ଦେବାକୁ ବାଧ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story