ଗଜଭିୟେ ପ୍ରସଙ୍ଗ: କେନ୍ଦ୍ରାଞ୍ଚଳ ଆଇଜିଙ୍କୁ ରିପୋର୍ଟ ମାଗିଲେ ଡିଜି, ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ସଂପର୍କରେ ରିପୋର୍ଟ ମାଗିଛନ୍ତି ପୋଲିସ୍ ଡିଜି। ଏ ସଂପର୍କରେ ରିପୋର୍ଟ ଦେବାକୁ କେନ୍ଦ୍ରାଞ୍ଚଳ ଆଇ.ଜି ଆର.ପି.କୋଚେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି ସଂଜୀବ ମାରିକ। ତଥ୍ୟ ସମ୍ୱଳିତ ରିପୋର୍ଟ ଆସିବା ପରେ ଗଜଭିମ୍ଭେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଗତ ୭ ତାରିଖରେ କେନ୍ଦ୍ରାପଡା ବାରିମୂଳ ସାରଥୀ ଆଶ୍ରମ ନିକଟରେ ପୋଲିସ ଓ ଉତ୍ୟକ୍ତ ଲୋକଙ୍କ ସଂଘର୍ଷ ଘଟିଥିଲା । ଏହାପରେ ସରକାର କେନ୍ଦ୍ରାପଡା ଏସପି ସତୀଶ ଗଜଭିମ୍ଭେଙ୍କୁ ବଦଳି […]

sp

sp

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 08:14 AM IST

ଭୁବନେଶ୍ୱର: କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ସଂପର୍କରେ ରିପୋର୍ଟ ମାଗିଛନ୍ତି ପୋଲିସ୍ ଡିଜି। ଏ ସଂପର୍କରେ ରିପୋର୍ଟ ଦେବାକୁ କେନ୍ଦ୍ରାଞ୍ଚଳ ଆଇ.ଜି ଆର.ପି.କୋଚେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିଜି ସଂଜୀବ ମାରିକ। ତଥ୍ୟ ସମ୍ୱଳିତ ରିପୋର୍ଟ ଆସିବା ପରେ ଗଜଭିମ୍ଭେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଗତ ୭ ତାରିଖରେ କେନ୍ଦ୍ରାପଡା ବାରିମୂଳ ସାରଥୀ ଆଶ୍ରମ ନିକଟରେ ପୋଲିସ ଓ ଉତ୍ୟକ୍ତ ଲୋକଙ୍କ ସଂଘର୍ଷ ଘଟିଥିଲା । ଏହାପରେ ସରକାର କେନ୍ଦ୍ରାପଡା ଏସପି ସତୀଶ ଗଜଭିମ୍ଭେଙ୍କୁ ବଦଳି କରି ନୀତିନଜିତ୍ ସିଂହଙ୍କୁ ନିଯୁକ୍ତି ଦେଇଥିଲେ । କେନ୍ଦ୍ରାଞ୍ଚଳ ଆଇଜି ଆର.ପି. କୋଚେଙ୍କୁ ସେଠାରେ ପହଞ୍ଚିବା ପାଇଁ କୁହାଯାଇଥିଲା । ସେପେଟେ ଗୋପରେ ଗଜଭିୟେ କିଣିଥିବା ଜମିର ଯାଞ୍ଚ ପାଇଁ ରାଜସ୍ୱ ଏବଂ ଭିଜଲାନସ୍ ବିଭାଗ ଅଧିକାରୀ ପହଞ୍ଚିଛନ୍ତି । ପୁରୀ ଜିଲ୍ଲା ଗୋପ ତହସିଲ ଅଧୀନସ୍ଥ ବରିମୁଣ୍ଡ ସର୍କଲର ସାନକିଆପାଳ ଓ ବଡ଼କିଆପାଳ ଣୌଜାରେ, ଏକାଧିକ ଜମିକୁ ଗଜଭିୟେ ବେଆଇନ୍ ଭାବେ ଅକ୍ତିଆର କରିଥିବା ଅଭିଯୋଗ ହୋଇଥିଲା। କେନ୍ଦ୍ରାପଡାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ଗୃହ ସଚିବ ଡିଜିଙ୍କୁ ରିପୋର୍ଟ ମାଗିଛନ୍ତି। ଗୃହ ସଚିବ ଅସିତ ତ୍ରିପାଠୀ କହିଛନ୍ତି, ଗଜଭିୟେଙ୍କ ଜମି ଜବରଦଖଲ ନେଇ ପ୍ରମାଣ ମିଳିଲେ ସରକାର ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସରକାର କାହାକୁ ଛାଡ଼ିବେ ନାହିଁ। ଏ ଘଟଣାର ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ତାହାରି ଆଧାରରେ ପଦକ୍ଷେପ ନିଆଯିବ। ତଦନ୍ତ ଶୀଘ୍ର ସାରିବାକୁ ମଧ୍ୟ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story