ଗଜଭିୟେଙ୍କ ଗିରଫ ଓ ବହିଷ୍କାର ଦାବି: ବିଜେପିର ଡିଜି ଅଫିସ ଘେରାଉ, ଦାବିପତ୍ର ପ୍ରଦାନ

କଟକ: ସାରଥି ବିବାଦକୁ ନେଇ କେନ୍ଦ୍ରାପଡାରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଡିଜିଙ୍କ ଅଫିସ ଘେରାଉ କରାଯାଇଛି । କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଚାକିରିରୁ ବହିଷ୍କାର ଓ ଗିରଫ ଦାବିରେ ପୂର୍ବରୁ ବିଜେପି ପକ୍ଷରୁ ଡିଜି ଅଫିସ ଘରାଉ କରାଯିବାକୁ ଘୋଷଣା କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବିଜେପି କର୍ମୀମାନେ ମାତାମଠ ଛକରୁ ଶୋଭାଯାତ୍ରାରେ ବାହାରି ଡିଜି ଅଫିସରେ ପହଞ୍ଚିଥିଲେ । ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ […]

dg

dg

Rakesh Mallick
  • Published: Friday, 14 August 2015
  • Updated: 14 August 2015, 10:14 AM IST

Sports

Latest News

କଟକ: ସାରଥି ବିବାଦକୁ ନେଇ କେନ୍ଦ୍ରାପଡାରେ ପୋଲିସର କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଡିଜିଙ୍କ ଅଫିସ ଘେରାଉ କରାଯାଇଛି । କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଚାକିରିରୁ ବହିଷ୍କାର ଓ ଗିରଫ ଦାବିରେ ପୂର୍ବରୁ ବିଜେପି ପକ୍ଷରୁ ଡିଜି ଅଫିସ ଘରାଉ କରାଯିବାକୁ ଘୋଷଣା କରାଯାଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ବିଜେପି କର୍ମୀମାନେ ମାତାମଠ ଛକରୁ ଶୋଭାଯାତ୍ରାରେ ବାହାରି ଡିଜି ଅଫିସରେ ପହଞ୍ଚିଥିଲେ । ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଡିଜି ଅଫିସ ସମ୍ମୁଖରେ ପହଞ୍ଚିବା ପରେ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପିର ବରିଷ୍ଠ ନେତାମାନେ ପୋଲିସ ମୁଖ୍ୟାଳୟ ମଧ୍ୟକୁ ଯାଇ ସେଠାରେ ଡିଜି ସଞ୍ଜିବ ମାରିକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ସରକାର ଗଜଭିୟେଙ୍କ ନିଲମ୍ବନ କରିବା ଯଥେଷ୍ଯଟ ନୁହେଁ । ତାଙ୍କୁ ଚାକିରିରୁ ବହିଷ୍କାର କରି ତୁରନ୍ଗିତ ଗିରଫ କରିବାକୁ ବିଜେପିର ବରିଷ୍ଠ ନେତାମାନେ ଦାବି କରିଛନ୍ତି ।  bjp

ଦଳର ବରିଷ୍ଠ ନେତା କେଭି ସିଂଦେଓ, ବିଜୟ ମହାପାତ୍ର, ମନମୋହନ ସାମଲ, ପ୍ରତାପ ସଡଙ୍ଗୀ, ରୁଦ୍ର ପାଣି, ସମୀର ଦେ, ପୃଥିରାଜ ହରିଚନ୍ଦନ, ସୁରମା ପାଣିଙ୍କ ସମେତ ରାଜ୍ୟସ୍ତରୀୟ ପ୍ରାୟ ସବୁ ବରିଷ୍ଠ ନେତା ଏଥିରେ ସାମିଲ ହୋଇଥିଲେ । ବିଜେପିର ବିକ୍ଷୋଭକୁ ଦୃଷ୍ଟିରେ ରଖି ଡିଜି ଅଫିସରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଜେପି କର୍ଡିମୀମାନେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା କରୁଥିଲା ପୋଲିସ । ଏହାକୁ ଦୃଷ୍ଟିରେ ରଖି ଡିଜି ଅଫିସର ୧୦୦ ମିଟର ପରିସରରେ ୧୪୪ ଧାରା ଜାରି କରାଯାଇଥିଲା । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଥିଲେ । ତେବେ ହଜାର ହଜାର ବିଜେପି କର୍ମୀ ଶାନ୍ତିଶୃଙ୍ଖଳାର ସହ ଶୋଭାଯାତ୍ରାରେ ଆସି ଡିଜି ଅଫିସ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ ପରେ ଫେରିଯାଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story