ପ୍ୟାନ୍‌-ଆଧାର ସଂଯୋଗ ଲାଗି ବଢ଼ିବ ସମୟସୀମା

ପ୍ୟାନ୍‌କାର୍ଡ୍‌ ସହ ଆଧାର ସଂଯୋଗ କରିବାରେ ଏବେ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିବ। ଏ ନେଇ ପୂର୍ବରୁ ନିର୍ଦ୍ଧାରିତ ଥିବା ସମୟସୀମା ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି। ସରକାର ଏହି ସଂଯୋଗସୀମାକୁ ୩ରୁ ୬ମାସ ପର୍ଯ୍ୟନ୍ତ ବଢାଇବାକୁ ଚିନ୍ତା କରୁଛନ୍ତି। ଯେଉଁମାନେ ଏହି ନିୟମକୁ ଅବମାନନା କରିବେ ସେମାନଙ୍କ ପ୍ୟାନକାର୍ଡ୍‌କୁ ଅବୈଧ ଘୋଷଣା କରାଯିବ। କିଛି ଲୋକ ଏକାଧିକ ପ୍ୟାନ୍‌କାର୍ଡ ଦାଖଲ କରିଥିବାରୁ ଏଭଳି ଅନିୟମତା ରୋକିବା ପାଇଁ କେନ୍ଦ୍ର ସରକାର ଏହି ନିୟମ ପ୍ରଚଳନ କରିଛନ୍ତି। […]

Pan-Adhar Link

Pan-Adhar Link

Rakesh Mallick
  • Published: Monday, 04 December 2017
  • Updated: 04 December 2017, 01:29 PM IST

Sports

Latest News

ପ୍ୟାନ୍‌କାର୍ଡ୍‌ ସହ ଆଧାର ସଂଯୋଗ କରିବାରେ ଏବେ ଜନସାଧାରଣଙ୍କୁ ଆଶ୍ୱସ୍ତି ମିଳିବ। ଏ ନେଇ ପୂର୍ବରୁ ନିର୍ଦ୍ଧାରିତ ଥିବା ସମୟସୀମା ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଛି। ସରକାର ଏହି ସଂଯୋଗସୀମାକୁ ୩ରୁ ୬ମାସ ପର୍ଯ୍ୟନ୍ତ ବଢାଇବାକୁ ଚିନ୍ତା କରୁଛନ୍ତି।

ଯେଉଁମାନେ ଏହି ନିୟମକୁ ଅବମାନନା କରିବେ ସେମାନଙ୍କ ପ୍ୟାନକାର୍ଡ୍‌କୁ ଅବୈଧ ଘୋଷଣା କରାଯିବ। କିଛି ଲୋକ ଏକାଧିକ ପ୍ୟାନ୍‌କାର୍ଡ ଦାଖଲ କରିଥିବାରୁ ଏଭଳି ଅନିୟମତା ରୋକିବା ପାଇଁ କେନ୍ଦ୍ର ସରକାର ଏହି ନିୟମ ପ୍ରଚଳନ କରିଛନ୍ତି।

ସୂଚନାଯୋଗ୍ୟ, ଆୟକର ବିଭାଗ ଦ୍ୱାରା ଜାରି ହୋଇଥିବା ପ୍ୟାନ କାର୍ଡ୍‌ ସହ ଆଧାର ଲିଙ୍କ୍‌ କରିବାର ସମୟସୀମା ୩୧ ଡିସେମ୍ୱର ପର୍ଯ୍ୟନ୍ତ ରହିଛି। କିନ୍ତୁ ସରକାର ଏହାକୁ ବଢାଇ ୩୧ମାର୍ଚ୍ଚ ୨୦୧୮ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

୩୩କୋଟି  ପ୍ୟାନ୍‌କାର୍ଡଧାରୀଙ୍କ ମଧ୍ୟରୁ ୧୩.୨୮ କୋଟି ବ୍ୟକ୍ତି ନଭେମ୍ୱର ମାସ ପର୍ଯ୍ୟନ୍ତ ଆଧାର ସଂଯୋଗ କରି ସାରିଛନ୍ତି।

 ପ୍ୟାନ୍‌ ସହ ଆଧାର ନମ୍ୱର କିପରି ଲିଙ୍କ୍‌ କରିବେ

- ଆୟକର ବିଭାଗର  ଇ- ଫାଇଲିଂ ୱେବସାଇଟ୍‌ରେ ଲିଙ୍କିଙ୍ଗ ପକ୍ରିୟା ଦ୍ୱାରା ଆପଣ ପ୍ୟାନ୍‌ କାର୍ଡ୍‌ ସହ ଆଧାର ସଂଯୋଗ କରିପାରିବେ।

- ଏସ୍‌ଏମ୍‌ଏସ୍‌ ବେଷ୍ଟ୍‌ ସର୍ଭିସ୍‌କୁ ବ୍ୟବହାର କରି ମଧ୍ୟ ସଂଯୋଗ କରାଯାଇ ପାରିବ। ଆୟକର ବିଭାଗ ସୂଚନା ଅନୁଯାୟୀ ୫୬୭୬୭୮ ଅବା ୫୬୧୬୧ ନମ୍ୱରରେ ମେସେଜ୍‌ ପଠାଇ ମଧ୍ୟ ଆପଣ ଏହି ସୁବିଧା ପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story