ଆଜି ଗୁରୁଦିବସ

<p>ଭୁବନେଶ୍ୱର: ଆଜି ଗୁରୁଦିବସ। ଛାତ୍ରଛାତ୍ରୀଙ୍କ ଜୀବନରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଗୁରୁଙ୍କ ପାଇଁ ଦିନଟିଏ। ଗୁରୁଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଜଣାଇବା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାଲିଛି ଗୁରୁଙ୍କ ପୂଜା ଆରାଧନା।</p> <p>ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ତିଥିକୁ ଦେଶବ୍ୟାପୀ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ୧୮୮୮ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଭାରତର ମହାନ ଗୁରୁ, ଦାର୍ଶନିକ ଏବଂ ରାଜନୈତିଜ୍ଞ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ତାଙ୍କ ଜୟନ୍ତୀକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି।</p>

Ordigital Desk
  • Published: Tuesday, 05 September 2017
  • Updated: 05 September 2017, 07:28 AM IST

Sports

Latest News

<p>ଭୁବନେଶ୍ୱର: ଆଜି ଗୁରୁଦିବସ। ଛାତ୍ରଛାତ୍ରୀଙ୍କ ଜୀବନରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଗୁରୁଙ୍କ ପାଇଁ ଦିନଟିଏ। ଗୁରୁଙ୍କ ପ୍ରତି ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ଜଣାଇବା ଲାଗି ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାଲିଛି ଗୁରୁଙ୍କ ପୂଜା ଆରାଧନା।</p><p>ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ତିଥିକୁ ଦେଶବ୍ୟାପୀ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ୧୮୮୮ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଭାରତର ମହାନ ଗୁରୁ, ଦାର୍ଶନିକ ଏବଂ ରାଜନୈତିଜ୍ଞ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ତାଙ୍କ ଜୟନ୍ତୀକୁ ସାରା ଦେଶରେ ଗୁରୁ ଦିବସ ଭାବେ ପାଳନ କରାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos