ପରୀକ୍ଷାରେ ସେକେଣ୍ଡ, ହେଲେ ପ୍ରେମରେ ଏକ ନମ୍ବର

ଅମୀର ସେଇ ଝିଅଟି ପାଇଁ ଆଇଏଏସ୍‌ ପରୀକ୍ଷାରେ ସେକେଣ୍ଡ ହେଲେ। ମାତ୍ର ପ୍ରେମରେ ହାରିଗଲା ଝିଅଟି। ବହୁ ବାଧା, ବିଘ୍ନ ସତ୍ୱେ ସେମାନଙ୍କ ପ୍ରେମର ବିଜୟ ହେଲା। ଆମେ କହୁଛୁ ୨୦୧୫ ମସିହାର ଯୁପିଏସ୍‌ସି ଟପ୍ପର ଟିନା ଡାବି ଓ ରାଙ୍କ ୨ରେ ରହି କୃତକାର୍ଯ୍ୟ ହୋଇଥିବା କଶ୍ମୀରି ଯୁବକ ଅମିର୍-ଉଲ୍‌ଙ୍କ କଥା। ପରୀକ୍ଷା ଦେବା ବେଳା ପ୍ରତିଦ୍ୱନ୍ଦ୍ୱୀ ଭାବେ ମୁହାଁମୁହିଁ ହୋଇଥିବା ଏହି ୨ ହାକିମ କେମିତି ପ୍ରେମରେ ବାନ୍ଧି ହୋଇଗଲେ ଆସନ୍ତୁ ଜାଣିବା। ଦିଲ୍ଲୀର […]

love stort

love stort

Rakesh Mallick
  • Published: Saturday, 23 December 2017
  • Updated: 23 December 2017, 07:32 PM IST

ଅମୀର ସେଇ ଝିଅଟି ପାଇଁ ଆଇଏଏସ୍‌ ପରୀକ୍ଷାରେ ସେକେଣ୍ଡ ହେଲେ। ମାତ୍ର ପ୍ରେମରେ ହାରିଗଲା ଝିଅଟି। ବହୁ ବାଧା, ବିଘ୍ନ ସତ୍ୱେ ସେମାନଙ୍କ ପ୍ରେମର ବିଜୟ ହେଲା। ଆମେ କହୁଛୁ ୨୦୧୫ ମସିହାର ଯୁପିଏସ୍‌ସି ଟପ୍ପର ଟିନା ଡାବି ଓ ରାଙ୍କ ୨ରେ ରହି କୃତକାର୍ଯ୍ୟ ହୋଇଥିବା କଶ୍ମୀରି ଯୁବକ ଅମିର୍-ଉଲ୍‌ଙ୍କ କଥା। ପରୀକ୍ଷା ଦେବା ବେଳା ପ୍ରତିଦ୍ୱନ୍ଦ୍ୱୀ ଭାବେ ମୁହାଁମୁହିଁ ହୋଇଥିବା ଏହି ୨ ହାକିମ କେମିତି ପ୍ରେମରେ ବାନ୍ଧି ହୋଇଗଲେ ଆସନ୍ତୁ ଜାଣିବା।

ଦିଲ୍ଲୀର ଜଣେ ଦଳିତ ପରିବାରରେ ଜନ୍ମ ହୋଇଥିଲେ ଟିନା ଡାବି। ଦଳିତ ପରିବାରରୁ ଜନ୍ମ ହୋଇଥିବାରୁ ସମାଜର ବର୍ଣ୍ଣ ବୈଷମ୍ୟ ଓ ବିଭେଦାତ୍ମକ ଚିନ୍ତାଧାରା ତାଙ୍କୁ ଆଘାତ କରୁଥିଲା। ଏପଟେ କାଶ୍ମୀର ପୁଅ ଅମିର୍-ଉଲ୍‌ ପାଠପଢାରେ ଥିଲେ ଖୁବ ପ୍ରତିଭାବନ।  ଅଶାନ୍ତ କାଶ୍ମୀରର ଗୋଳା ବାରୁଦ ଗନ୍ଧ ତାଙ୍କୁ ତାଙ୍କ ଲକ୍ଷ୍ୟ ପଥରୁ କେବେ ବିଚ୍ୟୁତ କରି ନ ଥିଲା।

ଯୁପିଏସ୍‌ସି ପରୀକ୍ଷାରେ ସଫଳତାର ସହ ଦୁହେଁ ଉତ୍ତୀର୍ଣ୍ଣ ହୋଇ ଆଜି ବନିଛନ୍ତି ପ୍ରତିଷ୍ଠିତ IAS ଅଧିକାରୀ। ହେଲେ ଦୁହିଁଙ୍କ ପ୍ରଥମ ଦେଖା ଥିଲା ବେସ୍‌ ରୋମାଞ୍ଚକର। ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ଦୁହେଁ ଦୁହିଁଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ହୋଇଯାଇଥିଲେ। ଦୁହିଁଙ୍କ ଭିତରୁ କେହି ଜଣେ ପ୍ରଥମ ହେବେ ସେ ନେଇ ଅନ୍ୟ ପ୍ରତିଯୋଗୀ ଜାଣି ସାରିଥିଲେ। ହେଲେ ଅପେକ୍ଷା ଥିଲା ଫଳାଫଳକୁ। ୧ନଂ. ହେଲେ ଟିନା। ଆଉ ତାଙ୍କ ତଳକୁ ରହିଲେ ଅମୀର। ହେଲେ ଏଇ ପ୍ରତିଦ୍ୱନ୍ଦ୍ୱିତା ଭିତରେ ଦୁହିଁଙ୍କ ଭିତରେ ପ୍ରେମ ରୂପ ନେଇ ସାରିଥାଏ।  ଟିନାଙ୍କଠାରୁ ପରୀକ୍ଷାରେ ଅମିର ହାରିଯାଇଥିଲେ, କିନ୍ତୁ ଜିତି ନେଇଥିଲେ ତାଙ୍କ ହୃଦୟ। ଦୁହେଁ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଅମିର ମୁସଲମାନ ଓ ଟିନା ହିନ୍ଦୁ ହୋଇଥିବାର ସେମାନଙ୍କ ଅନେକ ପ୍ରତିବନ୍ଧକ ଦେଇ ଯିବାକୁ ପଡ଼ିଲା। କିନ୍ତୁ ଶେଷରେ ଭଲପାଇବା ଜିତ୍ ହେଲା। ଦୁହେଁ ବିବାହ କଲେ। ଆଉ ଆଜି ଟିନା ଡାବି ପାଲଟି ଯାଇଛନ୍ତି ଟିନା ଡାବି ଅମିର ଉଲ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story