ଜାଣନ୍ତି କି ଆପଣଙ୍କ ଗ୍ୟାସ୍‌ ସିଲିଣ୍ଡର ଉପରେ ଲେଖା ଥିବା ଅକ୍ଷର ଓ ନମ୍ୱରର ରହସ୍ୟ? ଏହା ଖୁବ୍‌ ଦରକାରୀ

ଆଜିକାଲି ସମସ୍ତଙ୍କ ଘରେ ରୋଷେଇ ପାଇଁ ଗ୍ୟାସ ବ୍ୟବହାର ହୋଇଥାଏ। ଗ୍ୟାସ୍ ଦ୍ୱାରା ସହଜରେ ଆମେ ଖାଦ୍ୟ ପ୍ରସ୍ତୁତ କରିଥାଉ। ହେଲେ ଗ୍ୟାସ୍‌ ସିଲିଣ୍ଡରକୁ ଅତି ସାବଧାନ ସହ ରଖିବା ନିହାତି ଜରୁରୀ। କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ନିୟମିତ ରନ୍ଧନ ଗ୍ୟାସ ବ୍ୟବହାର କରୁଥିଲେ ମଧ୍ୟ  ଗ୍ୟାସ୍‌ ବ୍ୟବହାରର ବିଧି ସମ୍ପର୍କରେ କିଛି ଜାଣି ନଥାଆନ୍ତି। ବେଳେବେଳେ ଏପରି ହୋଇଥାଏ ଗ୍ୟାସ ବ୍ୟବହାରର ନିୟମକୁ ଆମେ ଅଣଦେଖା କରିଥାଉ। ପରେ ଗ୍ୟାସ ଫାଟିବାର ଭୟଙ୍କର […]

gas

gas

Rakesh Mallick
  • Published: Saturday, 16 December 2017
  • Updated: 16 December 2017, 02:56 PM IST

Sports

Latest News

ଆଜିକାଲି ସମସ୍ତଙ୍କ ଘରେ ରୋଷେଇ ପାଇଁ ଗ୍ୟାସ ବ୍ୟବହାର ହୋଇଥାଏ। ଗ୍ୟାସ୍ ଦ୍ୱାରା ସହଜରେ ଆମେ ଖାଦ୍ୟ ପ୍ରସ୍ତୁତ କରିଥାଉ। ହେଲେ ଗ୍ୟାସ୍‌ ସିଲିଣ୍ଡରକୁ ଅତି ସାବଧାନ ସହ ରଖିବା ନିହାତି ଜରୁରୀ। କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ନିୟମିତ ରନ୍ଧନ ଗ୍ୟାସ ବ୍ୟବହାର କରୁଥିଲେ ମଧ୍ୟ  ଗ୍ୟାସ୍‌ ବ୍ୟବହାରର ବିଧି ସମ୍ପର୍କରେ କିଛି ଜାଣି ନଥାଆନ୍ତି। ବେଳେବେଳେ ଏପରି ହୋଇଥାଏ ଗ୍ୟାସ ବ୍ୟବହାରର ନିୟମକୁ ଆମେ ଅଣଦେଖା କରିଥାଉ। ପରେ ଗ୍ୟାସ ଫାଟିବାର ଭୟଙ୍କର ଦୁର୍ଘଟଣାର ସାମ୍ନା କରିବାକୁ ପଡ଼ିଥାଏ।

ତେବେ କେମତି ଜାଣିବେ ଗୋଟେ ଗ୍ୟାସ୍‌ ସିଲିଣ୍ଡରର ଆୟୂଷ ବା ଏକ୍ସପାଏରୀ ଡେଟ୍‌ କେବେ? ଆଜି ଆମେ ଆପଣଙ୍କୁ ସିଲିଣ୍ଡର ଉପରେ ଲେଖାଯାଇଥିବା ଏକ ନମ୍ୱର ସମ୍ପର୍କରେ ଜଣାଇବୁ। ସାଧାରଣତଃ ଏହି ନମ୍ୱର ଗ୍ୟାସ ସିଲିଣ୍ଡର୍‌ର ଏକ୍ସପାରିଡେଟ୍‌ର ସଙ୍କେତ ଦେଇଥାଏ। ଆପଣ ଦେଖିଥିବେ ଗ୍ୟାସ୍ ସିଲିଣ୍ଡର ଉପରେ A,B,C,D ଅକ୍ଷର ଲେଖା ହୋଇଥାଏ। A ର ଅର୍ଥ ଜାନୁଆରୀରୁ ମାର୍ଚ୍ଚ, Bର ଅର୍ଥ ଏପ୍ରିଲ୍‌ରୁ ଜୁନ୍‌, Cର ଅର୍ଥ ଜୁଲାଇରୁ  ସେପ୍ଟେମ୍ୱର  ଓ Dର ଅର୍ଥ ଅକ୍ଟୋବରରୁ ଡିସେମ୍ୱର ହୋଇଥାଏ। ଏହାପରେ ଲେଖାଯାଇଥିବା ନମ୍ୱର ଏକ୍ସପାରୀ ବର୍ଷକୁ ଦର୍ଶାଇଥାଏ। ଯେପରି ୧୯ର ଅର୍ଥ ୨୦୧୯। ସେହିପରି ୨୦ର ଅର୍ଥ ୨୦୨୦ ହୋଇଥାଏ।

ତେଣୁ ଏଥର ଯେତେବେଳେ ଆପଣଙ୍କ ଘରେ ରନ୍ଧନ ଗ୍ୟାସ ସିଲିଣ୍ଡର ଡେଲିଭରି ମିଳିବ। ଦୟାକରି ଏହି ନମ୍ୱର ଓ ଅକ୍ଷର ପ୍ରତି ଧ୍ୟାନ ଦେବେ। ଏହିଥିରୁ ହିଁ ଆପଣ ଜାଣିପାରିବେ ଯେ, ସିଲିଣ୍ଡରଟିର ବୟସ କେତେ। ସିଲିଣ୍ଡର ଯଦି ପୁରୁଣା ହୋଇଥିବ ବା ଏହାର ବ୍ୟବହାର ତାରିଖ ଚାଲିଯାଇଥିବ, ତେବେ ତାକୁ ଗ୍ରହଣ  ନକରି  ଫେରେଇ ଦିଅନ୍ତୁ। ନହେଲେ କେତେବେଳେ ବି  ସେହି ସିଲିଣ୍ଡରଟି ଦୁର୍ଘଟଣାକୁ ନିମନ୍ତ୍ରଣ କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story