ବର୍ଷାରେ କଟକ ବେହାଲ, ଦିନକ ପାଇଁ ସ୍କୁଲ୍ ଛୁଟି

<p>କଟକ: ଲଗାଣ ବର୍ଷାରେ କଟକର ଅବସ୍ଥା ବେହାଲ। ଅଧିକାଂଶ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷ କରି ତଳି ଅଞ୍ଚଳରେ ଅବସ୍ଥା ସାଂଘାତିକ ହୋଇଛି। ବର୍ଷା ବିତ୍ପାତ ଯୋଗୁଁ କଟକ ସହରରେ ଥିବା ସରକାରୀ ଓ ଘରୋଇ ସ୍କୁଲକୁ ଆଜି ଦିନକ ପାଇଁ କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଛୁଟି ଘୋଷଣା କରିଛନ୍ତି।</p> <p>ଗତକାଲି ରାତିରୁ ଲଗାଣ ବର୍ଷା ଯୋଗୁ &nbsp;ଲୋକଙ୍କ ଘରେ ପାଣି ପଶିଯାଇଛି। ରାଜା ବଗିଚା, ସାଆନ୍ତସାହି, ବଜ୍ରକବାଟି, ବାଦାମବାଡ଼ି, କେଶରପୁର, ମେରିଆ ବଜାର, ଆଲିଶାବଜାର ଏବଂ କନିକାଛକ ଆଦି ପ୍ରମୁଖ ଅଞ୍ଚଳର ଲୋକେ ପାଣି ପଶିବା ଯୋଗୁ ରାତିତମାମ୍ ହିନସ୍ତା ହୋଇଛନ୍ତି। ଗତରାତି ତମାମ୍ ଜଳ ନିଷ୍କାସନ ପାଇଁ ସିଏମସି ପକ୍ଷରୁ ପମ୍ପସେଟ୍ ଲଗାଯାଇଥିଲେ ହେଁ, ବିଶେଷ ଫଳପ୍ରଦ ହୋଇନାହିଁ।</p>

Ordigital Desk
  • Published: Monday, 17 July 2017
  • Updated: 17 July 2017, 09:59 AM IST

Sports

Latest News

<p>କଟକ: ଲଗାଣ ବର୍ଷାରେ କଟକର ଅବସ୍ଥା ବେହାଲ। ଅଧିକାଂଶ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷ କରି ତଳି ଅଞ୍ଚଳରେ ଅବସ୍ଥା ସାଂଘାତିକ ହୋଇଛି। ବର୍ଷା ବିତ୍ପାତ ଯୋଗୁଁ କଟକ ସହରରେ ଥିବା ସରକାରୀ ଓ ଘରୋଇ ସ୍କୁଲକୁ ଆଜି ଦିନକ ପାଇଁ କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଛୁଟି ଘୋଷଣା କରିଛନ୍ତି।</p><p>ଗତକାଲି ରାତିରୁ ଲଗାଣ ବର୍ଷା ଯୋଗୁ &nbsp;ଲୋକଙ୍କ ଘରେ ପାଣି ପଶିଯାଇଛି। ରାଜା ବଗିଚା, ସାଆନ୍ତସାହି, ବଜ୍ରକବାଟି, ବାଦାମବାଡ଼ି, କେଶରପୁର, ମେରିଆ ବଜାର, ଆଲିଶାବଜାର ଏବଂ କନିକାଛକ ଆଦି ପ୍ରମୁଖ ଅଞ୍ଚଳର ଲୋକେ ପାଣି ପଶିବା ଯୋଗୁ ରାତିତମାମ୍ ହିନସ୍ତା ହୋଇଛନ୍ତି। ଗତରାତି ତମାମ୍ ଜଳ ନିଷ୍କାସନ ପାଇଁ ସିଏମସି ପକ୍ଷରୁ ପମ୍ପସେଟ୍ ଲଗାଯାଇଥିଲେ ହେଁ, ବିଶେଷ ଫଳପ୍ରଦ ହୋଇନାହିଁ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos