ନିଆରା ପଶୁ ମେଳା, ବିକ୍ରି ହେବ ୧୫ ହଜାର ପ୍ରଜାତିର ଗଧ

ଲକ୍ଷ୍ମୌ: ଆଜି ବି ବଞ୍ଚି ରହିଛି ପଶୁ ମେଳାର ପରମ୍ପରା। ଏପରି ଏକ ନିଆରା ପଶୁ ମେଳା ବସିଥାଏ ଧର୍ମ ନଗରୀ ’ଚିତ୍ରକୁଟ’ର ଦେହାତ ଅଞ୍ଚଳରେ । ମନ୍ଦାକନୀ ନଦୀ କୂଳରେ ବସୁଥିବା ଏହି ଐତିହାସିକ ଗଧ ମେଳାରେ ଚଳିତ ବର୍ଷ ୧୫ ହଜାର ଭିନ୍ନ ପ୍ରଜାତିର ଗଧ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ରିପୋର୍ଟ ଅନୁସାରେ, ଏହି ଗଧଗୁଡ଼ିଙ୍କୁ ଲକ୍ଷ ଲକ୍ଷ ଟଙ୍କାର ନିଲାମ ଡକାଯିବ। ମେଳାରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ବିହାରର ବିଭିନ୍ନ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 02:59 PM IST

Sports

Latest News

ଲକ୍ଷ୍ମୌ: ଆଜି ବି ବଞ୍ଚି ରହିଛି ପଶୁ ମେଳାର ପରମ୍ପରା। ଏପରି ଏକ ନିଆରା ପଶୁ ମେଳା ବସିଥାଏ ଧର୍ମ ନଗରୀ ’ଚିତ୍ରକୁଟ’ର ଦେହାତ ଅଞ୍ଚଳରେ । ମନ୍ଦାକନୀ ନଦୀ କୂଳରେ ବସୁଥିବା ଏହି ଐତିହାସିକ ଗଧ ମେଳାରେ ଚଳିତ ବର୍ଷ ୧୫ ହଜାର ଭିନ୍ନ ପ୍ରଜାତିର ଗଧ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ରିପୋର୍ଟ ଅନୁସାରେ, ଏହି ଗଧଗୁଡ଼ିଙ୍କୁ ଲକ୍ଷ ଲକ୍ଷ ଟଙ୍କାର ନିଲାମ ଡକାଯିବ। ମେଳାରେ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ବିହାରର ବିଭିନ୍ନ ଜିଲ୍ଲାର ବ୍ୟବସାୟୀ ଗଧ କିଣିବାକୁ ଆସିଥାନ୍ତି।

ଗଧ ବିକ୍ରି ପାଇଁ ମେଳାକୁ  ଆସିଥିବା ଗୌରଲାଲ୍ କହିଛନ୍ତି,“ଆମେ ଫିଲ୍ମ ଷ୍ଟାର ଓ ନେତାମାନଙ୍କ ନାଁ ଅନୁସାରେ ଗଧଙ୍କ ନାଁ ରଖିଥାଉ।  ଯଦ୍ୱାରା ଗଧର ମୂଲ୍ୟ ଅଧିକ ହୋଇଥାଏ। ତିନି ଦିନ ମଧ୍ୟରେ ଏହି ମେଳାରେ କୋଟି କୋଟି ଟଙ୍କାର ବେପାର ହୋଇଥାଏ।  ମେଳାରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟବସାୟ ହୋଇଥାଏ। ଗଧ ବି ଏହି ମେଳାରେ ଚଢ଼ା ଦରରେ  ବିକ୍ରି ହୋଇଥାଏ। ବହୁଦୂରରୁ ମଧ୍ୟ ଗଧ ବ୍ୟବସାୟୀମାନେ ମେଳାକୁ ଆସିଥାନ୍ତି।”

ମେଳା ଆୟୋଜକ ସମିତି ଅଧ୍ୟକ୍ଷ ମୁନ୍ନା ଲାଲ୍ ମିଶ୍ର କହିଛନ୍ତି, ମୁଗଲ ଶାସକ ଔରଙ୍ଗଜେବ ପ୍ରଥମେ ଏହି ମେଳାର ଆୟୋଜନ କରିଥିଲେ। ସବୁଠାରୁ ଶକ୍ତିଶାଳୀ ଗଧକୁ ଚୟନ କରି ସେ ତାଙ୍କ ସେନାରେ ସାମିଲ କରିଥିଲେ। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ଗଧ ମେଳା ଚାଲିଛି। ଏହି ମେଳା ବିଶ୍ୱର ସବୁଠାରୁ ବଡ଼ ଗଧ ମେଳା ବୋଲି କୁହାଯାଉଛି। ଦୀର୍ଘ ଦିନ ଧରି ଚାଲିଥିବା ଏହି ମେଳାରେ ଏଥର ଟିକେ ମହଙ୍ଗା ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story