୧ଏପ୍ରିଲ,ରବିବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଭଲ ରହିବ

ମେଷ: କାର୍ଯ୍ୟ ବୃଦ୍ଧି ଲାଗି ଅଳସୁଆ ଅନୁଭବ କରିବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଭୂସଂପତ୍ତି ସମସ୍ୟାର ସମାଧାନ ହୋଇଯିବ। ବୃଷ: ସୁସ୍ଥ ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ନିବିଡ଼ ହେବ। ନୃତ୍ୟ ଓ ସଙ୍ଗୀତରେ ରୁଚି ବଢ଼ିବ। ମିଥୁନ: ବ୍ୟବସାୟରେ ଲାଭବାନ ହେବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଜାୟ ରହିବ। କର୍କଟ: କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ। ଆର୍ଥିକ ଲାଭ […]

Rasiphala-1-840x440-1-768x402-1-1-1-1-1

Rasiphala-1-840x440-1-768x402-1-1-1-1-1

Rakesh Mallick
  • Published: Sunday, 01 April 2018
  • Updated: 01 April 2018, 07:35 AM IST

Sports

Latest News

ମେଷ: କାର୍ଯ୍ୟ ବୃଦ୍ଧି ଲାଗି ଅଳସୁଆ ଅନୁଭବ କରିବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଭୂସଂପତ୍ତି ସମସ୍ୟାର ସମାଧାନ ହୋଇଯିବ।

ବୃଷ: ସୁସ୍ଥ ଅନୁଭବ କରିବେ। ସାମାଜିକ କ୍ଷେତ୍ରରେ ଯଶ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ନିବିଡ଼ ହେବ। ନୃତ୍ୟ ଓ ସଙ୍ଗୀତରେ ରୁଚି ବଢ଼ିବ।

ମିଥୁନ: ବ୍ୟବସାୟରେ ଲାଭବାନ ହେବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଜାୟ ରହିବ।

କର୍କଟ: କର୍ମକ୍ଷେତ୍ରରେ ଆପଣ ଯୋଦ୍ଧାଙ୍କ ଭଳି ରହିବେ। ଆର୍ଥିକ ଲାଭ ହେବ। ସନ୍ତାନଙ୍କ ଦାୟିତ୍ଵ ପୂର୍ତ୍ତି ହେବ। ବ୍ୟବସାୟରେ ନୂଆ ଦିଶା ମିଳିବ।

ସିଂହ: ପରିଶ୍ରମ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିନେବେ। ମାନ-ସମ୍ମାନ ବୃଦ୍ଧି ହେବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ମହିଳାମାନେ ପରିଧାନ ଓ ଗହଣା କିଣିବା ପାଇଁ ଉତ୍ସୁକ ହେବେ।

କନ୍ୟା: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟରେ ଲାଭବାନ ହେବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ।

ତୁଳା: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। ପରିଶ୍ରମ ଅଧିକ କରନ୍ତୁ ସଫଳତା ମିଳିବାର ଯୋଗ ରହିଛି। ବୈଦେଶିକ ବେପାର ସମ୍ବନ୍ଧରେ ଭଲ ଖବର ପାଇବେ।

ବିଛା: ଚାକିରିରେ ଥିବା ବ୍ୟକ୍ତି ଓ ଚାକିରି ଅନ୍ୱେଷଣରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭକାରୀ ରହିବ। ଭାଇଭଉଣୀଙ୍କ ସହିତ ସମ୍ବନ୍ଧରେ ପ୍ରେମ ବଜାୟ ରହିବ।

ଧନୁ: ବ୍ୟବସାୟରେ ବିକାଶ ଲାଗି ଅଧିକ ଧ୍ୟାନ ଦେବେ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି।

ମକର: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ବହୁ ଦିନର ସ୍ୱପ୍ନ ସାକାର ହେବ। କୋର୍ଟ କଚେରୀ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଆୟ ସାଧନରେ ବୃଦ୍ଧି ହେବ। ଧର୍ମ ସଂସ୍ଥାକୁ ଦାନ ଦେଇପାରନ୍ତି।

କୁମ୍ଭ: ଆତ୍ମସମୀକ୍ଷାରେ ଅଧିକ ସମୟ ବ୍ୟୟ କରିବେ। ଆପଣଙ୍କର କୌଣସି ଇଚ୍ଛା ପୂରା ହେବ। ସମାଜରେ ମାନସମ୍ମାନ ପାଇବେ।

ମୀନ: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟରେ ସଫଳତା ମିଳିବା ଯୋଗ ରହିଛି। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story