ମେଷ: ବ୍ୟସ୍ତତା ଭିତରେ ଦିନ କଟିବ। ଆର୍ଥିକ ସ୍ଥିତି ଭଲ ରହିବ। ଗୁଡ଼ ଖାଇ ଘରୁ ବାହାରନ୍ତୁ।
ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।
ମିଥୁନ: ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।
କର୍କଟ: ଯାତ୍ରା କରିପାରନ୍ତି। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ସୁସ୍ଥ ରହିବେ।
ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦବିବାଦଠାରୁ ଦୂରେଇ ରୁହନ୍ତୁ। ଭଗବାନଙ୍କୁ ଲାଲ୍ ଫୁଲ୍ ଅର୍ପଣ କରନ୍ତୁ।
କନ୍ୟା: ପୁରୁଣା ଇଚ୍ଛା ପୂରଣ ହେବ। ଯାନବାହନ କିଣିପାରନ୍ତି। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ।
ତୁଳା: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।
ବିଚ୍ଛା: ନୂତନ ଯାନବାହାନ କିଣି ପାରନ୍ତି। ପିଲାଙ୍କଠାରୁ ଖୁସି ଖବର ଶୁଣି ପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ।
ଧନୁ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। କ୍ୟାରିଅର୍ରେ ସମସ୍ୟା ଦେଖାଦେଇପାରେ।
ମକର: ନୂତନ କାମ ଆରମ୍ଭ କରନ୍ତୁ ନାହିଁ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି।
କୁମ୍ଭ: ଦାୟିତ୍ୱ କମିବ। ବ୍ୟବସାୟରେ ଲାଭବାନ ହେବେ। ସୁସ୍ଥ ରହିବେ।
ମୀନ: ବ୍ୟସ୍ତତା ଭିତରେ ଦିନ କଟିବ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।