୨୩ ଏପ୍ରିଲ, ସୋମବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କର ଆଜି ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦଠାରୁ ଦୂରେଇ ରହନ୍ତୁ। ବୃଷ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। କିଛିଜିନିଷ ଘର ପାଇଁ କିଣିପାରନ୍ତି। ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଘରୁ ବାହାରକୁ ଗଲାବେଳେ ମିଶ୍ରି ଖାଇ ଯାଆନ୍ତୁ। କର୍କଟ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ବାଦ-ବିବାଦଠାରୁ  ଦୂରେଇ ରୁହନ୍ତୁ। ସିଂହ:  କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦିନଟି […]

Rasiphala-image-1-1-2

Rasiphala-image-1-1-2

Rakesh Mallick
  • Published: Monday, 23 April 2018
  • Updated: 23 April 2018, 07:35 AM IST

Sports

Latest News

ମେଷ: ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦଠାରୁ ଦୂରେଇ ରହନ୍ତୁ।

ବୃଷ: ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। କିଛିଜିନିଷ ଘର ପାଇଁ କିଣିପାରନ୍ତି।

ମିଥୁନ: ବ୍ୟସ୍ତତା ଭିତରେ ଦିନଟି କଟିବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଘରୁ ବାହାରକୁ ଗଲାବେଳେ ମିଶ୍ରି ଖାଇ ଯାଆନ୍ତୁ।

କର୍କଟ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଚାକିରି କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ବାଦ-ବିବାଦଠାରୁ  ଦୂରେଇ ରୁହନ୍ତୁ।

ସିଂହ:  କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦିନଟି ବ୍ୟସ୍ତତା ଭିତରେ କଟିବ। ଜମିଜମାକୁ ନେଇ ଥିବା ସମସ୍ୟା ଆଜି ଦୂର ହେବ।

କନ୍ୟା: ଅଟକି ରହିଥିବା କାମ ଆଜି ପୂରା ହେବ। ପରିବାରସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଧନପ୍ରାପ୍ତିର ଯୋଗ ରହିଛି।

ତୁଳା: ଖର୍ଚ୍ଚାନ୍ତ ହୋଇପାରନ୍ତି। କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ। ମହାଦେବଙ୍କର ଉପାସନା କରନ୍ତୁ।

ବିଛା:  ଆର୍ଥିକସ୍ଥିତି ସ୍ୱଚ୍ଛଳ ରହିବ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ପାରିବାରିକ ସମସ୍ୟା ଦୂର ହେବ।

ଧନୁ: ବ୍ୟବସାୟରେ  ଅଧିକ ଲାଭ ହେବ। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ।

ମକର: ଚାକିରିକ୍ଷେତ୍ରରେ ନୂଆ ଅବସର ମିଳିବ। ବନ୍ଧୁଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

କୁମ୍ଭ: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ଝଗଡ଼ା ହୋଇପାରେ। ଧଳା ବସ୍ତ୍ର ଦାନ କରନ୍ତୁ।

ମୀନ:  ପରିବାର ସଦଦ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଅଟକି ରହିଥିବା କାମ ଆଜି ପୂରା ହେବ। ମାନ-ସମ୍ମାନ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story