୧୨ ନଭେମ୍ବର, ରବିବାର: ଜାଣନ୍ତୁ ଆଜି କେଉଁ ରାଶି ବ୍ୟକ୍ତିଙ୍କର ପ୍ରେମ ଯୋଗ ରହିଛି

ମେଷ : ଏହି ରାଶିର ବ୍ୟକ୍ତିମାନେ ଆଇନ କାନୁନ ମାମଲାରେ ସହଯୋଗ ପାଇବେ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲଗାଇବେ। ପ୍ରେମ ପ୍ରସଙ୍ଗରେ ଲାଭ ପାଇବେ। ଧନ ଲାଭର ଯୋଗ ରହିଛି। ବୃଷ : ଅନ୍ୟର ବିବାଦରେ ମୁଣ୍ଡ ଖେଳାନ୍ତୁ ନାହିଁ, ବିପଦରେ ପଡିପାରନ୍ତି। ଭଲ ଖବର ପାଇ ଉତ୍ସହ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ମିଥୁନ : ଆପଣ ପ୍ରେମଜୀବନରୁ ମହତ୍ତ୍ୱପୂର୍ଣ୍ଣ କଥା ଶିଖିବେ । ଉପରୁ ଆକର୍ଷଣ ଥିବା ଯୋଗୁ ଦୁଇ ଜଣଙ୍କର ସମ୍ପର୍କ […]

zodaic-1-2-1-768x401

zodaic-1-2-1-768x401

Rakesh Mallick
  • Published: Sunday, 12 November 2017
  • Updated: 12 November 2017, 09:03 AM IST

Sports

Latest News

ମେଷ : ଏହି ରାଶିର ବ୍ୟକ୍ତିମାନେ ଆଇନ କାନୁନ ମାମଲାରେ ସହଯୋଗ ପାଇବେ। ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲଗାଇବେ। ପ୍ରେମ ପ୍ରସଙ୍ଗରେ ଲାଭ ପାଇବେ। ଧନ ଲାଭର ଯୋଗ ରହିଛି।

ବୃଷ : ଅନ୍ୟର ବିବାଦରେ ମୁଣ୍ଡ ଖେଳାନ୍ତୁ ନାହିଁ, ବିପଦରେ ପଡିପାରନ୍ତି। ଭଲ ଖବର ପାଇ ଉତ୍ସହ ବୃଦ୍ଧି ପାଇବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ମିଥୁନ : ଆପଣ ପ୍ରେମଜୀବନରୁ ମହତ୍ତ୍ୱପୂର୍ଣ୍ଣ କଥା ଶିଖିବେ । ଉପରୁ ଆକର୍ଷଣ ଥିବା ଯୋଗୁ ଦୁଇ ଜଣଙ୍କର ସମ୍ପର୍କ ଦୀର୍ଘ ସମୟ ପାଇଁ ତିଷ୍ଠି ରହିପାରିବନି ବୋଲି ଆପଣ ଅନୁଭବ କରିବେ । ତେଣୁ ପ୍ରେମ ଜୀବନ ଆରମ୍ଭ କରିବା ପୂର୍ବରୁ ଆପଣ ବିଚ଼ାର କରନ୍ତୁ ଯେ, ଆପଣ ଦୁଇଜଣ ପ୍ରତି ବିଶ୍ୱାସ କରୁଛନ୍ତି କି ନାହିଁ ।

କର୍କଟ: ଆଜିର ଦିନଟି ଅପଣଙ୍କ ପାଇଁ ମଙ୍ଗଳମୟ ରହିବ। ହଠାତ ବଡ଼ ଧରଣର ଲାଭ ପାଇବାର ସମ୍ଭାବନା ରହିଛି। ରାଜଯୋଗ ଥିବାରୁ ଯାହା ପାଇବାକୁ ଉଦ୍ୟମ କରିବେ ସେଥିରେ ସଫଳ ହେବେ। ଯାତ୍ରା ସଫଳ ହେବ। କୌଣସି କାମ କରିବା ପୂର୍ବରୁ ଥରେ ଚିନ୍ତା କରନ୍ତୁ।

ସିଂହ : ନିଜ ପ୍ରେମକୁ ସତେଜ ରଖିବା ପାଇଁ ଚ଼େଷ୍ଟା କରନ୍ତୁ । ଏଥିପାଇଁ ସାଥୀଙ୍କ ସହିତ ରାତ୍ରି ଭୋଜନ ସାହାଯ୍ୟ କରିବ । ମନେରଖନ୍ତୁ ପ୍ରେମରେ ଯାଦୁଶକ୍ତି ଥାଏ ଯାହା ଆପଣଙ୍କ ସମ୍ପର୍କ ରେ ପୂର୍ଣ୍ଣତା ଆଣିବ।  ସମସ୍ତେ ଜୀବନରେ ପ୍ରେମ ଚ଼ାହାନ୍ତି ଏଥିପାଇଁ ଜୀବନକୁ ପ୍ରକୃତ ପ୍ରେମରେ ଭରି ଦିଅନ୍ତୁ ।

କନ୍ୟା : ଦୂରଯାତ୍ରା, ଅର୍ଥ ବିନିଯୋଗ ଓ ଚାକିରିରେ ଲାଭ ପାଇବେ। ଅଟିକ ରହିଥିବା ଧନ ପ୍ରାପ୍ତି ହେବ। ବ୍ୟବସାୟ ଠିକ୍‌ରେ ଚାଲିବ।

ତୁଳା : ଆଜି ଆପଣ ପାରିବାରିକ ଏବଂ ପ୍ରେମ ଜୀବନରେ ସାମଞ୍ଜସ୍ୟ ଦେଖିବାକୁ ପାଇବେ । ନିଜ ସାଥୀଙ୍କ ଉପରେ ସନ୍ତୁଷ୍ଟ ଥିବା କାରଣ ରୁ ଆପଣଙ୍କୁ ଶାନ୍ତି ମିଳିବ । ସାଥୀରେ ରହିବା ପାଇଁ ଏହା ଉପଯୁକ୍ତ ସମୟ ଅଟେ, ଏଥିରେ ଅଧିକରୁ ଅଧିକ ସ୍ମୁତିର ମୂହୁର୍ତ୍ତ କୁ ସାଉଁଟି ରଖିବା ପାଇଁ ଚ଼େଷ୍ଟା କରନ୍ତୁ ।

ବିଛା : ଆପଣଙ୍କ ସମୟରୁ କିଛି ସମୟ ପୂର୍ବରୁ ଅସୁବିଧା ସୃଷ୍ଟି ହୋଇଛି । ଆପଣ ଓ ଆପଣଙ୍କ ସାଥୀ ମାନସିକ ସ୍ତରରେ ସାଙ୍ଗରେ ନାହାନ୍ତି । ଆଜି ଆପଣଙ୍କୁ ନିଜ ଚ଼େଷ୍ଟାରେ ସମ୍ପର୍କରେ ସୁଧାର ଆଣିବାର ସୁଯୋଗ ମିଳିବ ।

ଧନୁ : ଆପଣଙ୍କ ପ୍ରେମ ସମ୍ବନ୍ଧରେ ଆଜି ନୂଆ ଜୀବନ ଆସିବ । ଆପଣଙ୍କ ପୁରୁଣା ଅଭ୍ୟାସକୁ ଛାଡ଼ି ଏକ ନୂଆ ଜୀବନ ଆରମ୍ଭ କରିବା ପାଇଁ ଆପଣ ତତପର ହେଉଛନ୍ତି । ଏହା କରିବା ଦ୍ୱାରା ଆପଣଙ୍କ ଜୀବନ ପ୍ରତି ଆପଣଙ୍କ ଦୃଷ୍ଟି କୋଣ ବଦଳିବ । ଓ ଆପଣଙ୍କ ସାଥୀ କୁ ମଧ୍ୟ ସୁଖ ପ୍ରାପ୍ତିହେବ ।

ମକର: ଜମିଜମା କ୍ଷେତ୍ରରେ ଲାଭ ପାଇବେ। ରାଜଯୋଗର ସମ୍ଭାବନା ରହିଛି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅର୍ଥ ବିନିଯୋଗ ଭବିଷ୍ୟତରେ ଲାଭ ଦେବ।

କୁମ୍ଭ: ଆଜି ଆପଣ ନିଜକୁ ପରସ୍ପର ପ୍ରତି ଅଧିକ ଆକୃଷ୍ଟ ହେଉଥିବାର ପାଇବେ । କିଛି ଦିନ ପୂର୍ବେ ଏହି ସାଥୀ ଆପଣଙ୍କୁ ସାହାଯ୍ୟ ମାଗିଥିଲେ ଓ ଏବେ ଆପଣଙ୍କ ମଧ୍ୟରେ ପ୍ରେମର ପରିସ୍ଥିତି ସୃଷ୍ଟି ହୋଇପାରେ ।

ମୀନ: ଏହି ରାଶିର ବ୍ୟକ୍ତି ଆଜି ପରିଶ୍ରମର ଫଳ ପାଇବେ। ଧନ ଲାଭର ଯୋଗ ରହିଛି। ଅନ୍ୟର ବିବାଦରେ ମୁଣ୍ଡ ଖେଳାନ୍ତୁ ନାହିଁ, କ୍ଷତିରେ ପଡ଼ିପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story