ସମୟର ଖେଳ: ଯେଉଁ ରାସ୍ତାରେ ପତ୍ନୀଙ୍କ ଶବ ବୋହିଥିଲେ, ସେହି ବାଟରେ ବାଇକ୍‌ ଚଢ଼ି ଆସିଲେ ଦାନ ମାଝୀ

ଭୁବନେଶ୍ୱର: ସମୟ ଆଉ ପରିସ୍ଥିତି ମଣିଷର ଭାଗ୍ୟକୁ କେମିତି ବଦଳେଇପାରେ ତା’ର ନମୁନା ହେଉଛନ୍ତି କଳାହାଣ୍ଡିର ଗରିବ ଆଦିବାସୀ ଦାନ ମାଝୀ।  ପ୍ରଥମେ ଘର ପରେ ସ୍ତ୍ରୀ ଏବେ ବାଇକ୍‌। ଏମିତି ଗୋଟିଏ ପରେ ଗୋଟିଏ  ଆଶା ପୂରଣ କରି  ଦାନମାଝୀଙ୍କ ଘର ଏବେ ଖୁସିରେ ପୁରି ଉଠିଛି। ଅଭାବ, ଅନଟନ ଓ ଅସହାୟର ନମୁନା ଥିବା ଦାନମାଝୀ ଏବେ ଧନୀ ହୋଇଯାଇଛନ୍ତି।  ସବୁ କିଛି ବଦଳିଯାଛି ।  ଲୁଙ୍ଗି ପିନ୍ଧା ଛାଡ଼ି ଦାନ ଫୁଲ ପ୍ୟାଣ୍ଟସାର୍ଟ […]

Dana

Dana

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 12:56 PM IST

Sports

Latest News

ଭୁବନେଶ୍ୱର: ସମୟ ଆଉ ପରିସ୍ଥିତି ମଣିଷର ଭାଗ୍ୟକୁ କେମିତି ବଦଳେଇପାରେ ତା’ର ନମୁନା ହେଉଛନ୍ତି କଳାହାଣ୍ଡିର ଗରିବ ଆଦିବାସୀ ଦାନ ମାଝୀ।  ପ୍ରଥମେ ଘର ପରେ ସ୍ତ୍ରୀ ଏବେ ବାଇକ୍‌। ଏମିତି ଗୋଟିଏ ପରେ ଗୋଟିଏ  ଆଶା ପୂରଣ କରି  ଦାନମାଝୀଙ୍କ ଘର ଏବେ ଖୁସିରେ ପୁରି ଉଠିଛି।

ଅଭାବ, ଅନଟନ ଓ ଅସହାୟର ନମୁନା ଥିବା ଦାନମାଝୀ ଏବେ ଧନୀ ହୋଇଯାଇଛନ୍ତି।  ସବୁ କିଛି ବଦଳିଯାଛି ।  ଲୁଙ୍ଗି ପିନ୍ଧା ଛାଡ଼ି ଦାନ ଫୁଲ ପ୍ୟାଣ୍ଟସାର୍ଟ ପିନ୍ଧିଲେଣି।  ହାତରେ ସେଦିନ ପଇସା  ନ ଥିବାରୁ ନିଜ ପତ୍ନୀର ଶବକୁ ଘରକୁ ନେବା ପାଇଁ ଗାଡ଼ି ଖଣ୍ଡେ ଯୋଗାଡ଼ କରିପାରି ନଥିଲେ ଦାନମାଝୀ। ଆଉ ସ୍ତ୍ରୀର ମୃତ ଦେହକୁ କାନ୍ଧରେ ବୋହି ଦୀର୍ଘ ୧୦ କିମି ରାସ୍ତାରେ ଚାଲିଥିଲେ ସେ। ସାଙ୍ଗରେ ଥିଲା ୧୨ ବର୍ଷର ଝିଅଟିଏ। ସେଦିନର ସେହି କରୁଣ ଦୃଶ୍ୟ ଖୁବ୍‌ ହୃଦୟ ବିଦାରକ ଥିଲା।  ହେଲେ ସେ ସମୟ ବଦଳିଯାଇଛି। ଦାନ ମାଝୀଙ୍କ କୁଡ଼ିଆ ଘର କୋଠା ହେବାକୁ ଯାଉଛି।

ତାଙ୍କ ଦୁଃଖ ସୁଖରେ ଭାଗିଦାରୀ ପାଇଁ ଦାନ ଆଉ ଜଣେ ଜୀବନ ସାଥୀ ପାଇଛନ୍ତି।  ଗତ କିଛି ମାସ ପୂର୍ବେ ତୃତୀୟ ବିବାହ କରିଥିବା ଦାନ ଏବେ ଏକ ନୂଆ ବାଇକ୍‌ କିଛନ୍ତି। ଭବାନୀପାଟଣାରୁ ୬୫,୦୦୦ ଟଙ୍କାର ଏକ ହୋଣ୍ଡା ମୋଟରସାଇକେଲ କିଣିବା ପରେ  ସେଥିରେ ସେ ଘରକୁ କଳାହାଣ୍ଡିର ମେଲଘରାକୁ ଫେରିଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେଦିନ ଯେଉଁ ରାସ୍ତା ଦେଇ ଦାନ ମାଝୀ ନିଜ ପତ୍ନୀର ଶବକୁ କାନ୍ଧରେ ବୋହିବାକୁ ପରିସ୍ଥିତି ବାଧ୍ୟ କରିଥିଲା ଆଜି ସେହି ରାସ୍ତାରେ ବାଇକ୍‌ ଚଢି ନିଜ ଗାଁକୁ ଫେରିଥିଲେ ସେ। ଆଉ ସଂଯୋଗବସତଃ ଶବ କାନ୍ଧେଇବା ବେଳେ ସେଦିନ ଦାଦ ମାଝୀଙ୍କ ସହ ଜଣେ ଝିଅ ଥିଲା। ଆଉ ମଙ୍ଗଳବାର ମଧ୍ୟ ବାଇକ୍‌ ଆଣିଲା ବେଳେ ସାଙ୍ଗରେ ଜଣେ ଝିଅ ଥିଲା। ଫରକ ଏତିକି ସେଦିନ ଯେଉଁ ଆଖିରେ ଅଶ୍ରୁର ଧାର ବୋହି ଯାଉଥିଲା ଆଜି ସେହି ଆଖିରେ ଥିଲା ଖୁସିର ଜୁଆର।  ଏବେ ଦାନ ମାଝୀଙ୍କୁ ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଏକ ଘର ଯୋଗାଇ ଦିଆଯାଇଛି। ଘର ଟି ଏବେ ନିର୍ମାଣଧୀନ ଥିବା ବେଳେ ଦାନ ମାଝୀ ନିକଟସ୍ତ ଏକ ଅଙ୍ଗନବାଡ଼ି ଘରେ ରହୁଛନ୍ତି। ଦାନ ମାଝୀଙ୍କ ୩ ଝିଅ ଏବେ ଭୁବନେଶ୍ୱରର ଏକ ନାମୀ ରେସିଡେଣ୍ଟାଲ ସ୍କୁଲରେ ଅଧ୍ୟୟନ କରୁଛନ୍ତି।  ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପକ୍ଷରୁ ଏହି ୩ ଜଣ ଝିଅଙ୍କ ସମସ୍ତ ଖର୍ଚ୍ଚ ବହନ କରାଯାଉଛି।  ଇତି ମଧ୍ୟରେ ନୂତକ କରି ବିବାହ କରିଥିବ ଦାନମାଝୀଙ୍କ ତୃତୀୟ ପତ୍ନୀ ଗର୍ଭବତୀ ଅଛନ୍ତି।

ଏହି ଖୁସିରେ ଦାନ ମାଝୀ କହିଛନ୍ତି ଯେ, ସେ ନୂଆ ଘର ପାଇଛନ୍ତି। ତେଣୁ  ଯିବା ଆସିବା ପାଇଁ ଗାଡ଼ି ଖଣ୍ଡେ ଆବଶ୍ୟକତା ପଡ଼ିବାରୁ ସେ ବାଇକ୍ କିଣିଛନ୍ତି। ଭବାନୀପାଟଣାର ହୋଣ୍ଡା ସୋରୁମ୍‌ରୁ ସେ ଏହି ବାଇକ୍‌ କିଣିଛନ୍ତି। ଦାନ ଏବେ ନିଜ ଜମିରେ ଚାଷବାଷ କରି ଚଳୁଛନ୍ତି। ଯେଉଁ ଜମିକୁ ସେ ନିଜେ କିଣିଥିଲେ। ହେଲେ ସ୍ଥାନୀୟ ଗ୍ରାମବାସୀଙ୍କ କହିବା କଥା ଦାନ ମାଝୀ ଆଉ ସେହି ଦାନ ମାଝୀ ହୋଇ ନାହାନ୍ତି। ଆଗ ଅପେକ୍ଷା ତାଙ୍କ ଜୀବନରେ ଅନେକପରିବର୍ତ୍ତନ ଆସିଛି।  ସେ ସବୁପ୍ରକାର ଆର୍ଥିକ ସହାୟତା ପାଉଥିବା ବେଳେ ଆମକୁ କିଛି ମିଳୁ ନ ଥିବା  ଦାନ ମାଝୀଙ୍କ ପଡ଼ୋଶୀ ଅଭିଯୋଗ କରିଛନ୍ତି।

ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମେଲଘରା ଗାଁର ଦାନ ମାଝୀଙ୍କ ଦ୍ୱିତୀୟ ପତ୍ନୀ ‘ଅମାଙ୍ଗ ଦେଈ’ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇ ଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ୨୦୧୬ ଅଗଷ୍ଟ ୨୩ ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଦିନ ସ୍ତ୍ରୀର ମୃତ ଦେହକୁ  ଘରକୁ ନେବା ପାଇଁ ଦାନ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ନେହୁରା ହୋଇଥିଲେ। ହେଲେ ତାଙ୍କ ଗୁହାରୀ କେହି ଶୁଣି ନଥିଲେ।

ଫଳରେ ଭବାନୀପାଟଣା ଠାରୁ ମେଲଘରା ଗାଁକୁ ଦୀର୍ଘ ୬୦ କିମି ନିଜ କାନ୍ଧରେ ପତ୍ନୀର ଶବ ନେବାକୁ ସ୍ଥିର କରିଦେଲେ ଦାନ।  ସ୍ତ୍ରୀର ଶବକୁ କାନ୍ଧେଇ ରାତିରୁ ଘରକୁ ବାହାରିଥିବା ଦାନ ପ୍ରାୟ ୧୨ କିମି ଆସିବା ପରେ ଗଣମାଧ୍ୟମ ନଜରରେ ପଡ଼ିଥିଲେ। ଶବ ବୁହା ଘଟଣା ପାଇଁ ଦାନ ଜାତୀୟ ଏବଂ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶିରୋନାମାରେ ରହିଥିଲେ।   ଏହି ଘଟଣା ପରେ ବାହାରିନ୍ ପ୍ରଧାନମନ୍ତ୍ରୀ ରାଜା ଖଲିଫା ବିନ୍ ସଲମାନ୍ ଅଲ୍ ଖଲିଫା ୯ ଲକ୍ଷ ଟଙ୍କାର ସହାୟତା ଦେଇଥିଲେ। ପରେ ଦାନ ତୃତୀୟ ବିବାହ କରିଥିଲେ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତର ଦାମନଘାଟି ଗାଁର ଆଲମତି ମାଝୀ (୩୦)ଙ୍କୁ ସେ ତୃତୀୟ ବିବାହ କରିଥିଲେ। ଆଉ ଏବେ ଆଲମତି ମାଝୀ ଗର୍ଭବତୀ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story