ଚୋରି ଭୟ ଲାଗି ରହୁଛି କି? କାରଣ ବାସ୍ତୁଦୋଷ ହୋଇପାରେ

ଘରେ ସୁରକ୍ଷା ଅଭାବ ଓ ମାଲିକର ଅସାବଧାନତା କାରଣରୁ ଚୋରି ହୋଇଥାଏ। ବାସ୍ତୁବିତ୍‌ଙ୍କ ମତରେ ଘରେ ବାସ୍ତୁ ସମ୍ବନ୍ଧୀୟ ଦୋଷ ଥିଲେ ବାରମ୍ୱାର ଚୋରି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ କିଛି କଥା ଉପରେ ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ଘରେ କେଉଁ ବାସ୍ତୁ ଦୋଷ ରହିଲେ ବାରମ୍ୱାର ଚୋରି ଭୟ ଲାଗିରହିଥାଏ। – ଘରର ମୁଖ୍ୟଦ୍ୱାର ପୂର୍ବ-ଆଗ୍ନେୟ କୋଣରେ ଥିଲେ ଚୋରି ଭୟ, ଦୁର୍ଘଟଣାର ଭୟ ଲାଗି ରହିଥାଏ। – ଘରର […]

theif copy

theif copy

Rakesh Mallick
  • Published: Monday, 05 March 2018
  • Updated: 05 March 2018, 09:53 AM IST

Sports

Latest News

ଘରେ ସୁରକ୍ଷା ଅଭାବ ଓ ମାଲିକର ଅସାବଧାନତା କାରଣରୁ ଚୋରି ହୋଇଥାଏ। ବାସ୍ତୁବିତ୍‌ଙ୍କ ମତରେ ଘରେ ବାସ୍ତୁ ସମ୍ବନ୍ଧୀୟ ଦୋଷ ଥିଲେ ବାରମ୍ୱାର ଚୋରି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ କିଛି କଥା ଉପରେ ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ଘରେ କେଉଁ ବାସ୍ତୁ ଦୋଷ ରହିଲେ ବାରମ୍ୱାର ଚୋରି ଭୟ ଲାଗିରହିଥାଏ।

- ଘରର ମୁଖ୍ୟଦ୍ୱାର ପୂର୍ବ-ଆଗ୍ନେୟ କୋଣରେ ଥିଲେ ଚୋରି ଭୟ, ଦୁର୍ଘଟଣାର ଭୟ ଲାଗି ରହିଥାଏ।

- ଘରର ପୂର୍ବ ଓ ଦକ୍ଷିଣ ଭାଗ ନିଚାରେ ଥିଲେ ଉଚ୍ଚା କରିବାର ବ୍ୟବସ୍ଥା କରନ୍ତୁ।

- ଘରର ଆଗ୍ନେୟ କୋଣରେ ଯେପରି କୁଅ, ନଳକୂପ, ପାଣି ଟାଙ୍କି ରଖନ୍ତୁ ନାହିଁ। ଚୋରି ଭୟ ଲାଗି ରହିବ।

- ପଶ୍ଚିମ ଦିଗ ଓ ପୂର୍ବ ଦିଗରେ କୌଣସି ଭାରୀ ଜିନିଷ ନରଖି ଦକ୍ଷିଣ ଦିଗ ଓ ଉତ୍ତର ଦିଗରେ ରଖନ୍ତୁ। ଚୋରି ଭୟ ଦୂର ହୋଇଯିବ।

- ପୂର୍ବ- ଉତ୍ତର ଦିଗରେ ମୁଖ୍ୟଦ୍ୱାର ଯେପରି ତେରଛା ନରୁହେ ଏହା ଦ୍ୱାରା ବିରୋଧୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos