ଘରେ ସୁରକ୍ଷା ଅଭାବ ଓ ମାଲିକର ଅସାବଧାନତା କାରଣରୁ ଚୋରି ହୋଇଥାଏ। ବାସ୍ତୁବିତ୍ଙ୍କ ମତରେ ଘରେ ବାସ୍ତୁ ସମ୍ବନ୍ଧୀୟ ଦୋଷ ଥିଲେ ବାରମ୍ୱାର ଚୋରି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ କିଛି କଥା ଉପରେ ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ଘରେ କେଉଁ ବାସ୍ତୁ ଦୋଷ ରହିଲେ ବାରମ୍ୱାର ଚୋରି ଭୟ ଲାଗିରହିଥାଏ।
- ଘରର ମୁଖ୍ୟଦ୍ୱାର ପୂର୍ବ-ଆଗ୍ନେୟ କୋଣରେ ଥିଲେ ଚୋରି ଭୟ, ଦୁର୍ଘଟଣାର ଭୟ ଲାଗି ରହିଥାଏ।
- ଘରର ପୂର୍ବ ଓ ଦକ୍ଷିଣ ଭାଗ ନିଚାରେ ଥିଲେ ଉଚ୍ଚା କରିବାର ବ୍ୟବସ୍ଥା କରନ୍ତୁ।
- ଘରର ଆଗ୍ନେୟ କୋଣରେ ଯେପରି କୁଅ, ନଳକୂପ, ପାଣି ଟାଙ୍କି ରଖନ୍ତୁ ନାହିଁ। ଚୋରି ଭୟ ଲାଗି ରହିବ।
- ପଶ୍ଚିମ ଦିଗ ଓ ପୂର୍ବ ଦିଗରେ କୌଣସି ଭାରୀ ଜିନିଷ ନରଖି ଦକ୍ଷିଣ ଦିଗ ଓ ଉତ୍ତର ଦିଗରେ ରଖନ୍ତୁ। ଚୋରି ଭୟ ଦୂର ହୋଇଯିବ।
- ପୂର୍ବ- ଉତ୍ତର ଦିଗରେ ମୁଖ୍ୟଦ୍ୱାର ଯେପରି ତେରଛା ନରୁହେ ଏହା ଦ୍ୱାରା ବିରୋଧୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
କାର୍ଡିଆକ୍ ଆରେଷ୍ଟ ଓ ହାର୍ଟ ଆଟାକ୍ ସମାନ, ନା ଭିନ୍ନ ଭିନ୍ନ?
ହୃଦଘାତ ଓ କାର୍ଡିଆକ୍ ଆରେଷ୍ଟକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଉପୁଜେ। ଏହା ଗୋଟିଏ ପ୍ରକାର ରୋଗ, ନା ଭିନ୍ନ, ଜାଣନ୍ତୁ...
Health
କୋଲେଷ୍ଟ୍ରଲ ସହ ଏହି ସବୁ ସମସ୍ୟାକୁ ଦୂର କରେ ଚିଆ ସିଡ୍ସ ଓ ଲେମ୍ବୁ
ଚିଆ ସିଡ୍ସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା କି କି ଫାଇଦା ମିଳେ, ଜାଣନ୍ତୁ...