ପ୍ରତ୍ୟେକ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ମେମୋରୀ କାର୍ଡ ବହୁତ ଜରୁରୀ। ଅନାବଶ୍ୟକ ଆପ୍ ଇନ୍ଷ୍ଟଲ କରିବାରେ ଓ ନାନା ପ୍ରକାରର ଗୀତ, ଭିଡିଓ ଡାଉନ୍ଲୋଡ୍ କରିବା ଦ୍ୱାରା ମେମୋରୀ କାର୍ଡ଼ ଖରାପ ହୋଇଯାଏ। ଆଜି ଆମେ ଜାଣିବା ଖରାପ ମେମୋରୀ କାର୍ଡକୁ କିପରି ଠିକ୍ କରାଯାଇପାରିବ?
ପ୍ରଥମେ ନିଜ ମୋବାଇଲର ମେମୋରୀ କାର୍ଡ଼ ଅନ୍ୟ ଫୋନ୍ରେ ପକାନ୍ତୁ। ଯଦି ଏହା ଠିକ୍ ଭାବେ କାମ କରୁନାହିଁ ତେବେ ଏହାକୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ଏଥିରେ ଥିବା ତମ୍ବା ପିନ୍ ଗୁଡ଼ିକୁ ଟିକେ ସ୍କ୍ରାଚ୍ କରନ୍ତୁ। ଏହାପରେ ଅଳ୍ପ ପେଟ୍ରୋଲ ନେଇ ଏହି ତମ୍ବା ପିନ୍କୁ ସଫା କରିଦିଅନ୍ତୁ। ଏବେ ଏହାକୁ କୌଣସି ଏକ ଧାର ଥିବା ଜିନିଷ ଦ୍ୱାରା ଟିକେ ଉଖୁରାନ୍ତୁ। ଏହା ଦ୍ୱାରା ଉପର ପରସ୍ତ ସଫା ହୋଇଯିବ। ବର୍ତ୍ତମାନ ଏହାକୁ ନିଜ ଫୋନ୍ରେ ପକାନ୍ତୁ। ଦେଖିବେ ଆପଣଙ୍କ ମେମୋରୀ କାର୍ଡ଼ ଠିକ୍ ହୋଇଯାଇଥିବ।
ଅନ୍ୟ ଉପାୟ: ମୋବାଇଲକୁ କମ୍ପ୍ୟୁଟର ସହ କନେକ୍ଟ କରି ଏସ୍ଡି କାର୍ଡର ବ୍ୟାକ୍ଅପ ନେଇଯାଆନ୍ତୁ। ଏହାପରେ ମେମୋରୀ କାର୍ଡ଼କୁ ଫର୍ମାଟ କରି ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।