ଖରାପ ମେମୋରୀ କାର୍ଡ଼କୁ ଠିକ୍‌ କରିବାର ଉପାୟ

ପ୍ରତ୍ୟେକ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ମେମୋରୀ କାର୍ଡ ବହୁତ ଜରୁରୀ। ଅନାବଶ୍ୟକ ଆପ୍‌ ଇନ୍‌ଷ୍ଟଲ କରିବାରେ ଓ ନାନା ପ୍ରକାରର ଗୀତ, ଭିଡିଓ ଡାଉନ୍‌ଲୋଡ୍ କରିବା ଦ୍ୱାରା ମେମୋରୀ କାର୍ଡ଼ ଖରାପ ହୋଇଯାଏ। ଆଜି ଆମେ ଜାଣିବା ଖରାପ ମେମୋରୀ କାର୍ଡକୁ କିପରି ଠିକ୍ କରାଯାଇପାରିବ? ପ୍ରଥମେ ନିଜ ମୋବାଇଲର ମେମୋରୀ କାର୍ଡ଼ ଅନ୍ୟ ଫୋନ୍‌ରେ ପକାନ୍ତୁ। ଯଦି ଏହା ଠିକ୍‌ ଭାବେ କାମ କରୁନାହିଁ ତେବେ ଏହାକୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ଏଥିରେ ଥିବା ତମ୍ବା […]

memory card jpg

memory card jpg

Rakesh Mallick
  • Published: Tuesday, 19 December 2017
  • Updated: 19 December 2017, 07:38 PM IST

Sports

Latest News

ପ୍ରତ୍ୟେକ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ମେମୋରୀ କାର୍ଡ ବହୁତ ଜରୁରୀ। ଅନାବଶ୍ୟକ ଆପ୍‌ ଇନ୍‌ଷ୍ଟଲ କରିବାରେ ଓ ନାନା ପ୍ରକାରର ଗୀତ, ଭିଡିଓ ଡାଉନ୍‌ଲୋଡ୍ କରିବା ଦ୍ୱାରା ମେମୋରୀ କାର୍ଡ଼ ଖରାପ ହୋଇଯାଏ। ଆଜି ଆମେ ଜାଣିବା ଖରାପ ମେମୋରୀ କାର୍ଡକୁ କିପରି ଠିକ୍ କରାଯାଇପାରିବ?

ପ୍ରଥମେ ନିଜ ମୋବାଇଲର ମେମୋରୀ କାର୍ଡ଼ ଅନ୍ୟ ଫୋନ୍‌ରେ ପକାନ୍ତୁ। ଯଦି ଏହା ଠିକ୍‌ ଭାବେ କାମ କରୁନାହିଁ ତେବେ ଏହାକୁ ବାହାର କରିଦିଅନ୍ତୁ। ବର୍ତ୍ତମାନ ଏଥିରେ ଥିବା ତମ୍ବା ପିନ୍ ଗୁଡ଼ିକୁ ଟିକେ ସ୍କ୍ରାଚ୍ କରନ୍ତୁ। ଏହାପରେ ଅଳ୍ପ ପେଟ୍ରୋଲ ନେଇ ଏହି ତମ୍ବା ପିନ୍‌କୁ ସଫା କରିଦିଅନ୍ତୁ। ଏବେ ଏହାକୁ କୌଣସି ଏକ ଧାର ଥିବା ଜିନିଷ ଦ୍ୱାରା ଟିକେ ଉଖୁରାନ୍ତୁ। ଏହା ଦ୍ୱାରା ଉପର ପରସ୍ତ ସଫା ହୋଇଯିବ। ବର୍ତ୍ତମାନ ଏହାକୁ ନିଜ ଫୋନ୍‌ରେ ପକାନ୍ତୁ। ଦେଖିବେ ଆପଣଙ୍କ ମେମୋରୀ କାର୍ଡ଼ ଠିକ୍ ହୋଇଯାଇଥିବ।

ଅନ୍ୟ ଉପାୟ: ମୋବାଇଲକୁ କମ୍ପ୍ୟୁଟର ସହ କନେକ୍ଟ କରି ଏସ୍‌ଡି କାର୍ଡର ବ୍ୟାକ୍‌ଅପ ନେଇଯାଆନ୍ତୁ। ଏହାପରେ ମେମୋରୀ କାର୍ଡ଼କୁ ଫର୍ମାଟ କରି ଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story