ଦେବୀଙ୍କ ରକ୍ଷା ପାଇଁ ଯିଏ ଦେବତା ସାଜିପାରନ୍ତି...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିତିଦିନିଆ ଜୀବନରେ ଅନେକ ଘଟଣା ଘଟେ। କେବଳ ଘଟଣା ନୁହେଁ, ଆଖି ସାମ୍ନାରେ ଦୁର୍ଘଟଣା ବି ଘଟେ। ବେଳେ ବେଳେ ସେହି ଦୁର୍ଘଟଣା ଅତି  ମର୍ମନ୍ତୁଦ ଆଉ ଦୁଃଖଦାୟକ ହୋଇଥାଏ। ହେଲେ ସବୁଠୁ ଆଶ୍ଚର୍ଯ୍ୟ ଲାଗେ, କେହି କେହି ସେହି ଅଭାବନୀୟ ଦୃଶ୍ୟକୁ କ୍ୟାମେରାରେ କଏଦ କରି ମଜା ନିଅନ୍ତି ତ’ ଆଉ କେହି ସବୁ ଜାଣି ନ ଜାଣିଲା ପରି ଖସି ଯାଆନ୍ତି। ଏଭଳି ସଙ୍କଟ ପରିସ୍ଥିତିରେ ଖୁବ୍‌ କ୍ୱଚିତ ବ୍ୟକ୍ତି […]

p-4444

p-4444

Rakesh Mallick
  • Published: Monday, 27 November 2017
  • Updated: 27 November 2017, 05:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିତିଦିନିଆ ଜୀବନରେ ଅନେକ ଘଟଣା ଘଟେ। କେବଳ ଘଟଣା ନୁହେଁ, ଆଖି ସାମ୍ନାରେ ଦୁର୍ଘଟଣା ବି ଘଟେ। ବେଳେ ବେଳେ ସେହି ଦୁର୍ଘଟଣା ଅତି  ମର୍ମନ୍ତୁଦ ଆଉ ଦୁଃଖଦାୟକ ହୋଇଥାଏ। ହେଲେ ସବୁଠୁ ଆଶ୍ଚର୍ଯ୍ୟ ଲାଗେ, କେହି କେହି ସେହି ଅଭାବନୀୟ ଦୃଶ୍ୟକୁ କ୍ୟାମେରାରେ କଏଦ କରି ମଜା ନିଅନ୍ତି ତ’ ଆଉ କେହି ସବୁ ଜାଣି ନ ଜାଣିଲା ପରି ଖସି ଯାଆନ୍ତି। ଏଭଳି ସଙ୍କଟ ପରିସ୍ଥିତିରେ ଖୁବ୍‌ କ୍ୱଚିତ ବ୍ୟକ୍ତି ନିଜର ମାନବିକତା ଦେଖାଇ ବିପଦରେ ପଡ଼ିଥିବା ବ୍ୟକ୍ତିଙ୍କୁ ଉଦ୍ଧାର ପାଇଁ ଆଗେଇ ଆସିଥାଆନ୍ତି। ସେମାନଙ୍କ ମହାନତା ସମାଜରେ ଉଦାହରଣ ପାଲଟି ଯାଏ। ସେହିଭଳି କିଛି ଦେବଦୂତ ସଦୃଶ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁରର ଆମ୍ବୁଲାନ୍ସ କର୍ମଚାରୀ ରାଜେଶ କୁମାର ରଥ,  ଶ୍ରୀକାନ୍ତ ମେହେର ଏବଂ ଜ୍ୟୋତ୍ସାମୟୀ ପ୍ରଧାନ। ଜଣେ ମାନସିକ ବିକୃତ ମହିଳା ଉଲଗ୍ନ ହୋଇ ଭୀତତ୍ରସ୍ତ ଅବସ୍ଥାରେ ବୁଲୁଥିବା ବେଳେ ତା’ର ଇଜ୍ଜତ ରକ୍ଷା କରି ଏମାନେ ମାନବୀୟ ମୂଲ୍ୟବୋଧ ପରିଚୟ ଦେଇଛନ୍ତି। ଏଥିପାଇଁ ସେମାନଙ୍କୁ  ପୁରସ୍କୃତ ମଧ୍ୟ କରାଯାଇଛି।

ସେଦିନ ଘଟଣାଟି ଏମିତି ଥିଲା। ଗତ ଅକ୍ଟୋବର ମାସ ୩ ତାରିଖ ଦିନ ୧୨ ଟା ୪୬ ମିନିଟ୍‌ରେ ଏମାନଙ୍କ ପାଖକୁ ଏକ୍ ଫୋନ୍‌ କଲ ଆସିଲା। ବାର୍ତ୍ତା ଥିଲା ଜଣେ ଅଜଣା ମହିଳା ଉଲଗ୍ନ ହୋଇ ଏଣେ ତେଣେ ବୁଲୁଛି । ଏହି ଘଟଣାଟି  ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପରିସରରେ ଘଟିଥିଲା। ମହିଳା ଜଣକ ଅବସ୍ଥା ଶୋଚନୀୟ ଥିବାରୁ ଡାକ୍ତର ତାଙ୍କୁ ସମ୍ବଲପୁରର ଭିଏସଏସ ମେଡିକାଲକୁ ରେଫର କରିଥିଲେ। କିନ୍ତୁ ମହିଳା ଜଣକୁ ସାହାଯ୍ୟ ପାଇଁ କେହି ଆଗେଇ ଆସି ନ ଥିଲେ।

ତେବେ ଫୋନ୍‌ କଲ ପାଇଁ ଏହି ଟିମ୍‌ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଞ୍ଚିଯାଇଥିଲା। ହେଲେ ଏମାନେ ଯିବା ପର୍ଯ୍ୟନ୍ତ ମଧ୍ୟ ମହିଳା ଜଣକ ସେମିତି ଉଲଗ୍ନ ହୋଇ ବୁଲୁଥିଲେ। ସଙ୍ଗେ ସଙ୍ଗେ ଏମାନେ ଶାଢୀ ଟିଏ ଯୋଗାଡ଼ କରି ମହିଳା ଜଣଙ୍କୁ ପିନ୍ଧାଇ ତା’ର ଇଜ୍ଜତ ରକ୍ଷା କରିଥିଲେ। ପରେ ମହିଳା ଜଣଙ୍କୁ ସେହି ଆମ୍ବୁଲାନ୍ସରେ ଆଣି  ସମ୍ବଲପୁର ଭିଏସଏସ ମେଡିକାଲରେ ଭର୍ତ୍ତି କରିଥିଲେ। ସେମାନଙ୍କର ମହାନତା ଏହି ବାର୍ତ୍ତା ଦେଉଛି ଯେ, ଆଜିର ସ୍ୱାର୍ଥ ସର୍ବଶ୍ୱ ସମାଜରେ ମରିଯାଇନି ମାନବିକତା। ହଜିଯାଇନି  ସମବେଦନା। ଆଜି ବି ଅନେକ  ସରଳ , ନୀରିହ ଓ  ଦରଦି ହୃଦୟ ଅଛନ୍ତି ଯେଉଁମାନେ ମାନବିକତାକୁ ବଞ୍ଚେଇ ରଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story