ଅଜବ ପରମ୍ପରା: ଭାଇ ପାଇଁ ଭାଉଜକୁ ପ୍ରଥମେ ବାହା ହୁଏ ନଣନ୍ଦ

ଆମ ଦେଶ ଦ୍ରୁତ ଗତିରେ ପ୍ରଗତି କରୁଛି। ସାରା ଦୁନିଆ ଓ ସମୟ ସହ ତାଳ ଦେଇ ଏହାକୁ ଆଗକୁ ବଢିଚାଲିଛି। ହେଲେ ଭାରତରେ ଆଜି ବି ଏପରି ଅନେକ ପରମ୍ପରାର ପାଳନ କରାଯାଉଛି ଯାହାକୁ ଦେଖିଲେ ଲାଗେ ଆମେ ଯେମିତି ସେହି ପ୍ରାଚୀନ ଯୁଗରେ ବଞ୍ଚୁଛନ୍ତି। ହିନ୍ଦୁ ଧର୍ମରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏଥିରୁ କିଛି ସଂପର୍କରେ ଶୁଣିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ। ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ […]

MARRIAGE1

MARRIAGE1

Rakesh Mallick
  • Published: Monday, 20 November 2017
  • Updated: 20 November 2017, 01:55 PM IST

Sports

Latest News

ଆମ ଦେଶ ଦ୍ରୁତ ଗତିରେ ପ୍ରଗତି କରୁଛି। ସାରା ଦୁନିଆ ଓ ସମୟ ସହ ତାଳ ଦେଇ ଏହାକୁ ଆଗକୁ ବଢିଚାଲିଛି। ହେଲେ ଭାରତରେ ଆଜି ବି ଏପରି ଅନେକ ପରମ୍ପରାର ପାଳନ କରାଯାଉଛି ଯାହାକୁ ଦେଖିଲେ ଲାଗେ ଆମେ ଯେମିତି ସେହି ପ୍ରାଚୀନ ଯୁଗରେ ବଞ୍ଚୁଛନ୍ତି। ହିନ୍ଦୁ ଧର୍ମରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏଥିରୁ କିଛି ସଂପର୍କରେ ଶୁଣିଲେ ଖୁବ୍ ଆଶ୍ଚର୍ଯ୍ୟ ଲାଗେ। ଆଜି ଆମେ ଆପଣଙ୍କୁ ଏପରି ଏକ ଅଜବ ପରମ୍ପରା ସମ୍ପର୍କରେ ଜଣାଇବୁ ଯେଉଁଠି ଭାଇ ପାଇଁ ଭାଉଜକୁ ପ୍ରଥମେ ନଣଦ ବାହା ହୁଏ।

ଏଠାରେ ବିନା ବରରେ ହୁଏ ବାହାଘର

ଗୁଜରାଟର ଉଦୟପୁର ଜିଲ୍ଲାରେ ଅନେକ ବର୍ଷ ଧରି ଏହି ପରମ୍ପରାର ପାଳନ କରାଯାଇ ଆସୁଛି। ଏହି ପରମ୍ପରା ଅନୁଯାୟୀ ବାହାଘରରେ ବର ନିଜ କନିଆକୁ ଆଣିବାକୁ ଯାଏ ନାହିଁ। ଏଠାରେ ବିନା ବରରେ ହିଁ ବାହାଘରର ହୋଇଥାଏ। ଏହି ଜିଲ୍ଲାର ସୁରଖେଡ଼ା, ଅମ୍ବାଲା, ସନାଡ଼ା ଗାଁରେ ରହୁଥିବା ରାଠୱା ସମ୍ପ୍ରଦାୟରେ ବର ବାହାଘରକୁ ନ ଯାଇ ଘରେ ରହି ନିଜ କନିଆକୁ ଅପେକ୍ଷା କରିଥାଏ। ବର ବଦଳରେ କନିଆକୁ ଆଣିବାକୁ ଯାଏ ତା କୁଆଁରୀ ଭଉଣୀ।

ladkiyonବରର ଭଉଣୀ ବାହାହୁଏ ଭାଉଜକୁ

 ଏଠାରେ ବରର କୁଆଁରୀ ଭଉଣୀ ଘୋଡ଼ା ଚଢ଼ି ରୋଶଣି କରି ଯାଇଥାଏ। କନିଆ ଘରେ ପହଞ୍ଚି ସେଠାରେ ବିବାହର ସମସ୍ତ ରୀତିନୀତି ସହ ଭାଉଜକୁ ବରଣମାଳା ପିନ୍ଧାଇ ତାଙ୍କ ସହ ଅଗ୍ନି କୁଣ୍ଡ ଚାରିପଟେ ୭ ଘେରା ବୁଲିଥାଏ। ବିବାହ ସରିବା ପରେ ବରର ଭଉଣୀ କନିଆ ବା ଭାଉଜକୁ ନିଜ ଘରକୁ ଆଣି ନିଜ ଭାଇକୁ ଦେଇଥାଏ। ଶାଶୂ ଘରେ ନୂଆ ବୋହୂର ଗୃହ ପ୍ରବେଶ ପରେ ପୁଣି ଥରେ ବର ସହ ସମସ୍ତ ରୀତିନୀତିରେ ବିବାହ କରାଯାଏ।

କ’ଣ ରହିଛି ଏହି ପରମ୍ପରା ପଛର କାରଣ

ଏହି ପରମ୍ପରା ପ୍ରାୟ ୩୦୦ ବର୍ଷ ଧରି ଚାଲି ଆସୁଛି। ଏପରି ଅଜବ ପରମ୍ପରା କରିବା ପଛରେ ଏକ ବିଶେଷ କାରଣ ରହିଛି। କୁହାଯାଏ ଯେ ଏହି ଗାଁର ଦେବତା ହେଉଛନ୍ତି ଅବିବାହିତ। ତେଣୁ ଏହି ଗାଁର କୌଣସି ପୁରୁଷ ବିବାହ କରିବା ପାଇଁ କନିଆ ଘରକୁ ଯାଆନ୍ତି ନାହିଁ। ସେଥିପାଇଁ ବର ଜାଗାରେ ତା କୁଆଁରୀ ଭଉଣୀକୁ ବିବାହ କରିବା ପାଇଁ ଯିବାକୁ ପଡ଼ିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story