ପୋକ ପାଉଁରୁଟି: ଚାହିଦା କାହିଁରେ କ’ଣ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପାଉଁରୁଟି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି। ଏଥିପାଇଁ ସବୁ ଦେଶରେ ଏହାର ଚାହିଦା ରହିଛି। ଏଥିପାଇଁ ବହୁ କମ୍ପାନୀ ବିଭିନ୍ନ ଫ୍ଲେବରର ପାଉଁରୁଟି ପ୍ରସ୍ତୁତ କରିଥାନ୍ତି। ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ପାଉଁରୁଟି ସମ୍ପର୍କରେ କହିବାକୁ ଯାଉଛୁ, ଯାହା ପୋକରୁ ତିଆରି ହୋଇଥାଏ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥବ, ହେଲେ କଥାଟା ସମ୍ପୂର୍ଣ୍ଣ ସତ୍ୟ। ଏବେ ଭାବୁଥିବେ ପୋକରୁ ତିଆରି ହେଉଥିବା ପାଉଁରୁଟିକୁ କିଏ ବା ଖାଉଥିବ। ମଜାଦାର କଥା ହେଲା ଏହି ପ୍ରକାରର […]

insect bread

insect bread

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 10:59 AM IST

Sports

Latest News

ପାଉଁରୁଟି ଖାଇବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି। ଏଥିପାଇଁ ସବୁ ଦେଶରେ ଏହାର ଚାହିଦା ରହିଛି। ଏଥିପାଇଁ ବହୁ କମ୍ପାନୀ ବିଭିନ୍ନ ଫ୍ଲେବରର ପାଉଁରୁଟି ପ୍ରସ୍ତୁତ କରିଥାନ୍ତି। ହେଲେ ଆମେ ଆଜି ଆପଣଙ୍କୁ ଏମିତି ଏକ ପାଉଁରୁଟି ସମ୍ପର୍କରେ କହିବାକୁ ଯାଉଛୁ, ଯାହା ପୋକରୁ ତିଆରି ହୋଇଥାଏ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥବ, ହେଲେ କଥାଟା ସମ୍ପୂର୍ଣ୍ଣ ସତ୍ୟ। ଏବେ ଭାବୁଥିବେ ପୋକରୁ ତିଆରି ହେଉଥିବା ପାଉଁରୁଟିକୁ କିଏ ବା ଖାଉଥିବ। ମଜାଦାର କଥା ହେଲା ଏହି ପ୍ରକାରର ପାଉଁରୁଟିର ବହୁତ ଡିମାଣ୍ଡ ରହିଛି। ଆସନ୍ତୁ ଜାଣିବା ଏହି ବିଶେଷ ଧରଣର ପାଉଁରୁଟି ଉପରେ।

ଫିନ୍‌ଲ୍ୟାଣ୍ଡରର ଏକ କମ୍ପାନୀ ଏହି ବିଶେଷ ଧରଣର ପାଉଁରୁଟି ପାଇଁ ବେଶ୍‌ ଖ୍ୟାତି ଅର୍ଜନ କରିଛି। ପାଉଁରୁଟିର ବିଶେଷତ୍ୱ ହେଲା ଏହା ପୋକରୁ ପ୍ରସ୍ତୁତ। ଏହି ପାଉଁରୁଟିକୁ ପ୍ରସ୍ତୁତ କରିବାରେ ୭୦ଟି  ଝିଣ୍ଟିକା ପୋକର ବ୍ୟବହାର କରାଯାଇଥାଏ। ଏହି ପାଉଁରୁଟିରେ କ୍ୟାଲସିୟମ୍‌, ଭିଟାମିନ ଓ ଫ୍ୟାଟି ଏସିଡ୍‌ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକାର। ଫିନ୍‌ଲ୍ୟାଣ୍ଡରେ ଏହି ପାଉଁରୁଟିର ମଧ୍ୟ ବେଶ୍‌ ଚାହିଦା ରହିଛି।

ଅନ୍ୟ ପାଉଁରୁଟି ତୁଳନାରେ ଏହାର ଦାମ ବହୁତ କମ। କେବଳ ଫିନ୍‌ଲ୍ୟାଣ୍ଡ ନୁହେଁ ବେଲ୍‌ଜିୟମ୍‌, ଡେନ୍‌ମାର୍କ ଓ ନେଦର୍‌ଲ୍ୟାଣ୍ଡରେ ମଧ୍ୟ ବହୁଳ ଭାବେ ବିକ୍ରି ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story