ବିପଦରୁ ଉଦ୍ଧାର କରିବା ଏହି ଭାରତୀୟ ମୋବାଇଲ୍ ଆପ୍‌: ଦରକାର ନାହିଁ ଇଣ୍ଟରନେଟ୍‌

ଜୟପୁର: ବିପଦରେ ପଡ଼ିଲେ ଆପଣଙ୍କ ଘରଲୋକଙ୍କୁ ସୂଚନା ଦେବ ମୋବାଇଲ୍ ଆପ୍‌। ଏହା ବିନା ଇଣ୍ଟରନେଟ୍‌ରେ ମଧ୍ୟ ଚାଲିପାରିବ। କଥାଟି ବିଶ୍ୱାସ ହେଉ ନଥିଲେ ବି ସତ। ଏଭଳି ଏକ ଆପ୍‌ ତିଆରି କରିଛନ୍ତି ଜୟପୁର ମନୀଷ ମେହେତା ଓ ଆଲୋକ ଖଣ୍ଡଲୱାଲ୍‌। ଏମାନେ ଆପ୍‌ର ନାମ ରଖିଛନ୍ତି ‘ମେରା ପେସେଣ୍ଟ’। ଆପ୍‌ଟି ଲୋକମାନଙ୍କ ଜୀବନ ବଞ୍ଚାଇବାରେ ବେଶ ସହାୟ ହେବ। କିପରି କାମ କରେ ଆପ୍: ଏହି ଆପ୍‌ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ବୁଝାଇଛନ୍ତି ଆଲୋକ। […]

aap

aap

Rakesh Mallick
  • Published: Monday, 25 December 2017
  • Updated: 25 December 2017, 04:13 PM IST

Sports

Latest News

ଜୟପୁର: ବିପଦରେ ପଡ଼ିଲେ ଆପଣଙ୍କ ଘରଲୋକଙ୍କୁ ସୂଚନା ଦେବ ମୋବାଇଲ୍ ଆପ୍‌। ଏହା ବିନା ଇଣ୍ଟରନେଟ୍‌ରେ ମଧ୍ୟ ଚାଲିପାରିବ। କଥାଟି ବିଶ୍ୱାସ ହେଉ ନଥିଲେ ବି ସତ। ଏଭଳି ଏକ ଆପ୍‌ ତିଆରି କରିଛନ୍ତି ଜୟପୁର ମନୀଷ ମେହେତା ଓ ଆଲୋକ ଖଣ୍ଡଲୱାଲ୍‌। ଏମାନେ ଆପ୍‌ର ନାମ ରଖିଛନ୍ତି ‘ମେରା ପେସେଣ୍ଟ’। ଆପ୍‌ଟି ଲୋକମାନଙ୍କ ଜୀବନ ବଞ୍ଚାଇବାରେ ବେଶ ସହାୟ ହେବ।

କିପରି କାମ କରେ ଆପ୍: ଏହି ଆପ୍‌ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ବୁଝାଇଛନ୍ତି ଆଲୋକ। ଏଥିରେ ଆପଣଙ୍କୁ ୫ଜଣ ପ୍ରିୟଜନଙ୍କ ନାମ ଅଟାଚ୍‌ କରିବାକୁ ପଡ଼ିବ। ଯେଉଁମାନେ କୌଣସି ମୁହୂର୍ତ୍ତରେ ବି ଆପଣଙ୍କ ପାଖରେ ପହଞ୍ଚି ପାରିବେ । ବିପଦର ସୂଚନା ମିଳିବା କ୍ଷଣି ଆପ୍‌ ଓପନ କରି ସେଥିରେ ଥିବା ବଟନକୁ ସ୍ୱାଇପ୍‌ କରିବାକୁ ପଡିବ। ଏହା ପରେ ଆପଣ ଆଟାଚ୍‌ କରିଥିବା ୫ ଜଣ ନିଜ ଲୋକଙ୍କ ମୋବାଇଲ୍‌ରେ ସିଟି ବାଜିବ। ଏହି ସିଟି ମୋବାଇଲ୍‌ ରିଂଟୋନ୍‌ଠାରୁ ଅଲଗା ହେବ। ଏଥିପାଇଁ ଇଣ୍ଟରନେଟ୍ ସଂଯୋଗର ଆବଶ୍ୟକତା ପଡ଼ିବ ନାହିଁ। ଯଦି ପ୍ରିୟଜନଙ୍କ ମୋବାଇଲ୍‌ ସୁଇଚ୍‌ ଅଫ ଅଛି ତାହେଲେ ଫୋନ୍ ଅନ୍‌ ହେଲା ପରେ ବି ସିଟି ବାଜିବ। ଏଥିସହିତ ଗୁଗଲ ମାଧ୍ୟମରେ ଆପଣ କେଉଁସ୍ଥାନରେ ଅଛନ୍ତି ତା’ର ଲୋକେଶନ୍‌ ବି ପ୍ରିୟଜନଙ୍କ ପାଖରେ ପହଞ୍ଚିଯିବ। ଫଳରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ସେହି ସ୍ଥାନରେ ସହଜରେ ପହଞ୍ଚି ପାରିବେ।

ଏହି ଆପକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ 'ଆଇ ପ୍ଲେଜ୍‌ ଟୁ ରେସ୍କ୍ୟୁ' ନାମକ ଏକ ଅଭିଯାନ ଆରମ୍ଭ ଚଳାଇବେ ବୋଲି କହିଛନ୍ତି ଏହାର ନିର୍ମାତା ଆଲୋକ ଖଣ୍ଡଲୱାଲ୍‌। ଅଭିଯାନର ଶଭାରମ୍ଭ ମଧ୍ୟ ହୋଇସାରିଛି। ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂ ଏହାର ଶୁଭାରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story