ଘିଅ ପ୍ରସ୍ତୁତ କଲାବେଳେ ଏ କଥାକୁ ଧ୍ୟାନ ଦିଅନ୍ତୁ, ନହେଲେ ଅମଙ୍ଗଳ ହୋଇପାରେ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଘରେ ଘିଅ ପ୍ରସ୍ତୁତ କରୁ। ଘିଅ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କ୍ଷୀରରୁ ସର ବାହାର କରି ସେଥିରୁ ଲହୁଣି ପ୍ରସ୍ତୁତ କରାଯାଏ। ସେ ଲହୁଣିକୁ ଏକ ପାତ୍ରରେ ରଖି ନିଆଁରେ ବସାଇବା ପରେ ଘିଅ ପ୍ରସ୍ତୁତ ହୋଇଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଘିଅ ପ୍ରସ୍ତୁତ କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଯେଉଁ ବ୍ୟକ୍ତି ଲହୁଣିକୁ ଚୁଲିରେ ବସାଉଛନ୍ତି ସେହି ବ୍ୟକ୍ତି ଘିଅକୁ ଚୁଲିରୁ କାଢନ୍ତୁ। ଅନ୍ୟଥା ଅମଙ୍ଗଳ ହୋଇଥାଏ।</p>

Ordigital Desk
  • Published: Saturday, 10 March 2018
  • Updated: 10 March 2018, 12:59 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମେ ଘରେ ଘିଅ ପ୍ରସ୍ତୁତ କରୁ। ଘିଅ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କ୍ଷୀରରୁ ସର ବାହାର କରି ସେଥିରୁ ଲହୁଣି ପ୍ରସ୍ତୁତ କରାଯାଏ। ସେ ଲହୁଣିକୁ ଏକ ପାତ୍ରରେ ରଖି ନିଆଁରେ ବସାଇବା ପରେ ଘିଅ ପ୍ରସ୍ତୁତ ହୋଇଥାଏ। ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ଘିଅ ପ୍ରସ୍ତୁତ କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଯେଉଁ ବ୍ୟକ୍ତି ଲହୁଣିକୁ ଚୁଲିରେ ବସାଉଛନ୍ତି ସେହି ବ୍ୟକ୍ତି ଘିଅକୁ ଚୁଲିରୁ କାଢନ୍ତୁ। ଅନ୍ୟଥା ଅମଙ୍ଗଳ ହୋଇଥାଏ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos