କେନ୍ଦ୍ରାପଡ଼ା ପ୍ରସଙ୍ଗରେ ୧୪ରେ ଡିଜି ଅଫିସ୍ ଓ ବାଣୀବିହାର ଘଟଣାରେ ୧୭ରେ କମିଶନର ଅଫିସ୍ ଘେରିବ ବିଜେପି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ପ୍ରସଙ୍ଗରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି। ଅଗଷ୍ଟ ୧୪ ତାରିଖରେ କଟକ ସ୍ଥିତ ପୋଲିସ୍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିବ ଦଳ। ବୁଧବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପିର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ଓ ବରିଷ୍ଠ ନେତା ବିଜୟ ମହାପାତ୍ର। ଏହି ଦୁଇ ନେତା କହିଥିଲେ ଯେ କେନ୍ଦ୍ରାପଡ଼ା ପ୍ରସଙ୍ଗରେ କେନ୍ଦ୍ର ସରକାର, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇକୁ ଅବଗତ କରାଯିବ। ସେହିପରି ସାରଥି […]

bjp

bjp

Rakesh Mallick
  • Published: Wednesday, 12 August 2015
  • Updated: 12 August 2015, 09:49 AM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡ଼ା ପ୍ରସଙ୍ଗରେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି। ଅଗଷ୍ଟ ୧୪ ତାରିଖରେ କଟକ ସ୍ଥିତ ପୋଲିସ୍ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଘେରାଉ କରିବ ଦଳ। ବୁଧବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଜେପିର ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ଓ ବରିଷ୍ଠ ନେତା ବିଜୟ ମହାପାତ୍ର। ଏହି ଦୁଇ ନେତା କହିଥିଲେ ଯେ କେନ୍ଦ୍ରାପଡ଼ା ପ୍ରସଙ୍ଗରେ କେନ୍ଦ୍ର ସରକାର, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇକୁ ଅବଗତ କରାଯିବ। ସେହିପରି ସାରଥି ଆଶ୍ରମରୁ ଜବତ କାଗଜପତ୍ର ଇଡି ଓ ସିବିଆଇକୁ ହସ୍ତାନ୍ତର କରିବାକୁ ଦଳ ଦାବି କରିଛି।

କେନ୍ଦ୍ରାପଡ଼ା ସହିତ ବାଣୀବିହାର ଘଟଣାରେ ମଧ୍ୟ ବିଜେପି ଆନ୍ଦୋଳନକୁ ଓହ୍ଲାଇବ। ବାଣୀବିହାର ପ୍ରସଙ୍ଗରେ ଅଗଷ୍ଟ ୧୭ ତାରିଖରେ ବିଜେପି ପକ୍ଷରୁ ଭୁବନେଶ୍ୱର ସ୍ଥିତ କମିଶନରେଟ୍ ଅଫିସ ଘେରାଉ କରାଯିବ।

ସାରଥି ଘଟଣାରେ ବିକ୍ଷୋଭକାରୀମାନଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ସୋମବାର ବିଜେପି ପକ୍ଷରୁ ରାଜ୍ୟର ୫୦୦ ରୁ ଅଧିକ ଥାନା ସମ୍ମୁଖରେ ଧାରଣା ଦିଆଯିବା ସହିତ କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ବିରୁଦ୍ଧରେ ଏତଲା ଦିଆଯାଇଥିଲା। ଦଳ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story