ଠାବ ହେଲା ଅଜବ ଗ୍ରହ: ଯେଉଁଠି ମାତ୍ର ୭ ଘଣ୍ଟାରେ ଆପଣ ବୟସ ହୋଇଯିବ ୧୨୫୧ ବର୍ଷ

ସୌରଜଗତରେ ଅସଂଖ୍ୟ ଗ୍ରହ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଯେତେ ଗ୍ରହ ଠାବ ହୋଇଛି ସେଥିରୁ କେବଳ ପୃଥିବୀରେ ହିଁ ଜୀବସତ୍ତା ରହିଛି। ପୃଥିବୀ ପରି ଜୀବସତ୍ତା ଥିବା ଗ୍ରହ ସନ୍ଧାନରେ ବୈଜ୍ଞାନିକମାନେ ଲାଗିଛନ୍ତି। ହେଲେ ଏପର୍ଯ୍ୟନ୍ତ ଏଥିରେ ସଫଳତା ମିଳିନାହିଁ। ତେବେ ଏପରି ଏକ ଗ୍ରହ ଠାବ କରାଯାଇଛି, ଯେଉଁଠି ମାତ୍ର ୭ ଘଣ୍ଟାରେ ଆପଣଙ୍କ ବୟସ ୧୨୫୧ ବର୍ଷ ହୋଇଯିବ। ଅଜବ ଓ ଅବିଶ୍ୱାନୀୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ। ଆସନ୍ତୁ ଜାଣିବା ଏହି  […]

maxresdefault

maxresdefault

Rakesh Mallick
  • Published: Thursday, 07 December 2017
  • Updated: 07 December 2017, 01:04 PM IST

Sports

Latest News

ସୌରଜଗତରେ ଅସଂଖ୍ୟ ଗ୍ରହ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଯେତେ ଗ୍ରହ ଠାବ ହୋଇଛି ସେଥିରୁ କେବଳ ପୃଥିବୀରେ ହିଁ ଜୀବସତ୍ତା ରହିଛି। ପୃଥିବୀ ପରି ଜୀବସତ୍ତା ଥିବା ଗ୍ରହ ସନ୍ଧାନରେ ବୈଜ୍ଞାନିକମାନେ ଲାଗିଛନ୍ତି। ହେଲେ ଏପର୍ଯ୍ୟନ୍ତ ଏଥିରେ ସଫଳତା ମିଳିନାହିଁ। ତେବେ ଏପରି ଏକ ଗ୍ରହ ଠାବ କରାଯାଇଛି, ଯେଉଁଠି ମାତ୍ର ୭ ଘଣ୍ଟାରେ ଆପଣଙ୍କ ବୟସ ୧୨୫୧ ବର୍ଷ ହୋଇଯିବ। ଅଜବ ଓ ଅବିଶ୍ୱାନୀୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ। ଆସନ୍ତୁ ଜାଣିବା ଏହି  ନୂତନ ଗ୍ରହ ସମ୍ପର୍କରେ।

କେପଲର ଟେଲିସ୍କୋପ ଏପରି ଗ୍ରହର ସନ୍ଧାନ କରିଛି। ଏହାକୁ ସୌରଜଗତର ସବୁଠାରୁ ଦ୍ରୁତତମ ଗ୍ରହ କୁହାଯାଉଛି। ଏହାର ନା EPIC 246393474 ରଖାଯାଇଛି। ଏପର୍ଯ୍ୟନ୍ତ ଏହି ଗ୍ରହ ବିଷୟରେ ବିଶେଷ କିଛି ଜଣାପଡିନାହିଁ। ଏପର୍ଯ୍ୟନ୍ତ ଟ୍ରାକ୍‌ ହୋଇଥିବା ତଥ୍ୟରୁ ଜଣାପଡିଛି, ଏଠାରେ ୭ ଦିନରେ ଗୋଟିଏ ବର୍ଷ ହୋଇଥାଏ। ଯଦି ଏହା ସତ ହୋଇଥିବ ତେବେ ପୃଥିବୀ ହିସାବରେ ଏଠାରେ ୭ ଘଣ୍ଟାରେ ଆପଣଙ୍କ ବୟସ ୧୨୫୧ ବର୍ଷ ହୋଇଯିବ।

demo_1512473508କେମିତି ଲଗାଯାଉଛି ହିସାବ

ଶୁଣିବାକୁ ଟିକେ ଅଡୁଆ ଲାଗୁଥିବ ଆପଣଙ୍କୁ। ଆସନ୍ତୁ ଜାଣିବା କେମିତି ଏହି ହିସାବ କରାଯାଉଛି। ପୃଥିବୀରେ ଗୋଟିଏ ବର୍ଷ ହେଉଛି ୩୬୫ ଦିନ। ଏଥିରେ ମୋଟ ୮,୭୬୦ ଘଣ୍ଟା  ରହିଛି। କେପଲର ଟେଲିସ୍କୋପ୍‌ ଠାବ କରିଥିବା ଏହି ଗ୍ରହରେ ଗୋଟିଏ ବର୍ଷ ହେବାକୁ ମାତ୍ର ୭ ଘଣ୍ଟା ଲାଗୁଛି। ଅର୍ଥାତ ଏହି ଗ୍ରହର ୭ ଘଣ୍ଟାକୁ ପୃଥିବୀର ୮୭୬୦ ଘଣ୍ଟା ସହ ଭାଗ କଲେ ୧୨୫୧.୪୨ ବର୍ଷ ହେଉଛି।

Planets_everywhere_(artist’s_impression)ଆଇରନ୍‌ରେ ଭରା

ଏହି ନୂତନ ଗ୍ରହଟି ସୂର୍ଯ୍ୟକୁ ପରିକ୍ରମା କରିବାକୁ ମାତ୍ର ୬.୭ ଘଣ୍ଟା ନେଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଗ୍ରହଟି ପୃଥିବୀର ଅତି ନିକଟରେ ଅଛି। ଗ୍ରହଟି ପୃଥିବୀଠାରୁ ୫ ଗୁଣା ବଡ଼ ବୋଲି କୁହାଯାଉଛି। ଏଥିରେ ପ୍ରଚୁର ପରିମାଣରେ ପଥର ଭରି ରହିଛି। ଯେଉଁଥିରୁ ୭୦ ପ୍ରତିଶତରୁ ଅଧିକ କେବଳ ଆଇରନ ଥିବା ଅନୁମାନ କରାଯାଉଛି।

nasa keplerଜୀବସତ୍ତା ଅସମ୍ଭବ

ଏହି ଗ୍ରହର ଜଳବାୟ ଜୀବଜଗତ ପାଇଁ ଉପଯୁକ୍ତ ନୁହେଁ। ଗ୍ରହ ଠାବ ପରେ ବୈଜ୍ଞାନିକମାନ ଯେତିକି ଖୁସି ହୋଇଯାଇଥିଲେ, ଏହା ସମ୍ପର୍କରେ ଜଣାପଡିବା ପରେ ତା’ଠାରୁ ଅଧିକ ଦୁଃଖି ହୋଇଯାଇଛନ୍ତି। କାରଣ ପୃଥିବୀର ଅତି ନିକଟରେ ଥିଲେ ବି ଏହି ଗ୍ରହରେ ଜୀବସତ୍ତାର କୌଣସି ସମ୍ଭାବନା ନାହିଁ। ଏହାସହ ସୌରଜଗତର ଅନ୍ୟ ଗ୍ରହରେ କଲୋନୀ କରିବାକୁ ଯୋଜନା କରୁଥିବା ମଣିଷ ଏଠାରେ ଏହା ମଧ୍ୟ କରିପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story