ଟ୍ରକ୍ ଧକ୍କାରେ ୨ବାଇକ୍‌ ଆରୋହୀ ମୃତ, ଟ୍ରକ୍‌କୁ ଜାଳି ଦେଲେ ଲୋକେ

Ordigital Desk
  • Published: Monday, 31 July 2017
  • , Updated: 31 July 2017, 11:42 AM IST
<p>ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୁରାଢମଲ ଛକରେ ଆଜି ଏକ ଟ୍ରକ୍&zwnj; ଧକ୍କାରେ ୨ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।&nbsp; ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ &nbsp;ଦେବା ଦାବିରେ ଉତ୍ତ୍ୟକ୍ତ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉତ୍ତେଜନା ଯୋଗୁଁ ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।</p> <p>[vc_video link=&quot; &quot; align=&quot;center&quot;]</p>

Related story