ଆପଣଙ୍କ ଫୋନ୍‌ରେ ଇଣ୍ଟରନେଟ୍‌ ସ୍ପିଡ୍‌ କମି ଯାଉଛି କି? ଚୁଟ୍‌କିରେ ଦୂର କରନ୍ତୁ ଏହି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ଗତ କିଛି ବର୍ଷ ଭିତରେ ସ୍ମାର୍ଟଫୋନ୍‌ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏକ ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଉପଭୋକ୍ତା ସ୍ମାର୍ଟଫୋନ୍‌ର ବ୍ୟବହାର ଖାଲି କଲ୍‌କରିବା ପାଇଁ କରନ୍ତି ନାହିଁ, ବରଂ ଅଧିକାଶଂ ଉପଭୋକ୍ତା ଏହାର ବ୍ୟବହାର ଇଣ୍ଟରନେଟ୍‌ ବ୍ରାଉଜିଂ ପାଇଁ କରିଥାନ୍ତି। ହେଲେ କେତେକ ସ୍ମାର୍ଟଫୋନ ଉପଭୋକ୍ତାଙ୍କର ସବୁବେଳେ ଗୋଟିଏ ଅଭିଯୋଗ ଥାଏ ଯେ ଇଣ୍ଟରନେଟ୍‌ କରିବା ବେଳେ ବ୍ରାଉଜିଂ ସ୍ଲୋ ହୋଇଯାଉଛି। ୪ଜି ପ୍ଲାନ୍‌ ଥାଇ ବି ଅନେକ ସମୟରେ […]

4g

4g

Rakesh Mallick
  • Published: Wednesday, 27 June 2018
  • Updated: 27 June 2018, 09:45 AM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଗତ କିଛି ବର୍ଷ ଭିତରେ ସ୍ମାର୍ଟଫୋନ୍‌ ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏକ ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଉପଭୋକ୍ତା ସ୍ମାର୍ଟଫୋନ୍‌ର ବ୍ୟବହାର ଖାଲି କଲ୍‌କରିବା ପାଇଁ କରନ୍ତି ନାହିଁ, ବରଂ ଅଧିକାଶଂ ଉପଭୋକ୍ତା ଏହାର ବ୍ୟବହାର ଇଣ୍ଟରନେଟ୍‌ ବ୍ରାଉଜିଂ ପାଇଁ କରିଥାନ୍ତି। ହେଲେ କେତେକ ସ୍ମାର୍ଟଫୋନ ଉପଭୋକ୍ତାଙ୍କର ସବୁବେଳେ ଗୋଟିଏ ଅଭିଯୋଗ ଥାଏ ଯେ ଇଣ୍ଟରନେଟ୍‌ କରିବା ବେଳେ ବ୍ରାଉଜିଂ ସ୍ଲୋ ହୋଇଯାଉଛି। ୪ଜି ପ୍ଲାନ୍‌ ଥାଇ ବି ଅନେକ ସମୟରେ ଆମେ ଏ ସମସ୍ୟାରେ ପଡ଼ିଯାଉ। କୌଣସି ୱେବ୍‌ପେଜ୍‌ ଖୋଲିବା ବେଳେ ଏହା ବହୁତ ସ୍ଲୋ ହୋଇଯାଏ। ଖାଲ ‍ବଫରିଂ ଆଉ ବଫରିଂ। ଏପରିକି ଏହି ସମସ୍ୟା ପାଇଁ ଆମେ ବ୍ୟବହାର କରୁଥିବା ଟେଲିକମ୍‌ ସଂସ୍ଥାକୁ ଦୋଷ ଦେଇଥାଉ। ହେଲେ ସମସ୍ୟା ସୁଧୁରେନି।

ଏହି ସମସ୍ୟାରେ ଆପଣ ପଡ଼ିଛନ୍ତି କି? ଯଦି ହଁ, ତା’ହେଲେ ଚିନ୍ତା କରନ୍ତୁନି। ଆମେ ଆପଣଙ୍କୁ କିଛି ସେଟିଂ ସମ୍ପର୍କରେ ବୁଝାଇବାକୁ ଯାଉଛୁ। ଯାହାକୁ ବ୍ୟବହାର କଲେ ଆପଣଙ୍କ ସମସ୍ୟାର ସମାଧାନ୍ ଚୁଟ୍‌କିରେ ହୋଇପାରିବ। ଏହି ସେଟିଂଗୁଡିକ ଅତି ସହଜ ଓ ଆପଣ ଚାହିଁଲେ ଏହାକୁ ଆରାମ୍‌ରେ ବ୍ୟବହାର କରିପାରିବେ।

ଗବେଷଣାରୁ ଜଣାପଡ଼ିଛି ଭାରତର ୮୦ରୁ ୮୫ ପ୍ରତିଶତ ବ୍ୟକ୍ତି Andriode smartphone  ବ୍ୟବହାର କରିଥାନ୍ତି। ଆଉ ଏହି ବ୍ୟବସ୍ଥାରେ ଇଣ୍ଟରନେଟ୍‌ ୱେବପେଜ୍‌କୁ ଯିବାପାଇଁ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ କ୍ରୋମ୍‌ ବ୍ୟବହାର କରିଥାନ୍ତି। ତେବେ ଯଦି ଆପଣ ବି ଏପରି ସର୍ଚ୍ଚ ଇଞ୍ଜିନ୍‌ର ବ୍ୟବହାର କରୁଥାନ୍ତି, ତା’ହେଲେ ଏହାର ସେଟିଂକୁ ଯାଇ କିଛିଟା ପରିବର୍ତ୍ତନ କରିବା ପରେ ଆପଣଙ୍କ ଇଣ୍ଟରନେଟ୍‌ ସ୍ପିଡ୍‌ ବୃଦ୍ଧି ପାଇବ। କ୍ରୋମ୍‌ ବ୍ରାଉଜରରେ କ୍ୟାସୋ କ୍ଲିୟର ବ୍ୟବସ୍ଥା ନ ଥିବାରୁ ବ୍ରାଉଜିଂ ସମୟରେ ସ୍ଲୋ ଇଣ୍ଟରନେଟ୍‌ ସମସ୍ୟା ଉପୁଜିଥାଏ। ଏପରିକି ମୋବାଇଲର ଡାଉନଲୋଡ୍‌ ସେକ୍ସନ କ୍ଲିୟର ନ ଥିବାରୁ ମଧ୍ୟ ଏଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏଣୁ ଆପଣଙ୍କୁ ଡାଉନ୍‌ଲୋଡ୍‌ ସେକ୍ସନକୁ ସମୟ ସମୟରେ କ୍ଲିୟର କରିବାର ଆବଶ୍ୟକତା ରହିଛି।

ଆସନ୍ତୁ ଜାଣିବା ଡାଟା ସ୍ପିଡ୍‌ ବଢ଼ିବ କିପରି?

ଷ୍ଟେପ୍‌୧- ଫୋନ୍‌ ସେଟିଂକୁ ଯାଇ ସେଲ୍ୟୁଲାର ଅଥବା ମୋବାଇଲ ନେଟୱର୍କରେ ଟାପ୍‌ କରନ୍ତୁ।

ଷ୍ଟେପ୍‌୨- ଯଦି ଏଠାରେ ସେଲ୍ୟୁଲାର ନେଟୱର୍କ ମିଳୁନି ତା ହେଲେ ଆପଣ ସେଟିଂ ମଧ୍ୟକୁ ଯାଇ ପାଇପାରିବେ।

ଷ୍ଟେପ୍‌୩- ଏଥର ଆପଣ ଯେଉଁ ସିମ୍‌ରେ ୪ଜି ଡାଟା ବ୍ୟବହାର କରୁଛନ୍ତି, ତାକୁ ସିଲେକ୍ଟ କରନ୍ତୁ।

ଷ୍ଟେପ୍‌୪- ଏଥର ଆପଣ Acess Point Name କୁ ଯାଇ ଯେଉଁ ସିମ୍‌ରୁ ଡାଟା ବ୍ୟବହାର କରୁଛନ୍ତି, ତା ଉପରେ ଟାପ୍‌ କରନ୍ତୁ।

ଷ୍ଟେପ୍‌୫- ଏଥର ଆପଣଙ୍କ ଫୋନ୍‌ରେ ସେଟିଂ ଲିଷ୍ଟ ଖୋଲିଯିବ। ଏହା ଉପରେ ଲେଖାଥିବା Server ଉପରେ ଟାପ୍‌କରନ୍ତୁ।

ଷ୍ଟେପ୍‌୬- ଏହା ଉପରେ ଆପଣଙ୍କୁ www.google.com ଲେଖିବାକୁ ପଡିବ।

ଷ୍ଟେପ୍‌୭- ଏବେ ତଳେ ଲେଖାଯାଇଥିବା authentication type ଉପରେ ଟାପ୍‌କରନ୍ତୁ।

ଷ୍ଟେପ୍‌୮- ଏହାପରେ ଗୋଟିଏ ସ୍ଥାନରେ ଆପଣଙ୍କୁ Non ଲେଖାଯାଇଥିବା ଯାହାକୁ ଆପଣଙ୍କୁ ପରିବର୍ତ୍ତନ କରିବାକୁ ପଡିବ। (PAPକୁ ସିଲେକ୍ଟ କରନ୍ତୁ)

ଷ୍ଟେପ୍‌୯- ଏହାପରେ ଆପଣଙ୍କୁ APN type(defult)  ବାଛିବାକୁ ପଡ଼ିବ।

ଏମିତି କରିବା ପରେ ଦେଖନ୍ତୁ ଆପଣଙ୍କ ଇଣ୍ଟରନେଟ୍‌ ସ୍ପିଡ୍‌ ବଢୁଛି କି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story