ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଖାଇବାର ରୁଚି ସମସ୍ତଙ୍କର ଥାଏ । ଖାସ୍ କରି ଆମିଷ ଖାଉଥିବା ବ୍ୟକ୍ତିମାନଙ୍କୁ ଟିକେ ବାର ପ୍ରତି ଧ୍ୟାନ ଦେବାକୁ ପଡେ। ହେଲେ ନିରାମିଷାସୀ ଲୋକଙ୍କ ପାଇଁ ଏମିତି କିଛି ନିର୍ଦ୍ଦିଷ୍ଟ ବାର ନ ଥାଏ । ସପ୍ତାହରେ ସାତ ଦିନ ନିରାମିଷ ଖାଇବାର ସ୍ୱାଧୀନତା ରହିଛି ବୋଲି ପ୍ରାୟ ସମସ୍ତେ ଭାବନ୍ତି। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ନିରାମିଷ ଖାଇବାର ମଧ୍ୟ କିଛି ନିୟମ ଅଛି। ନିରାମିଷ ସାମିଲ ଥିଲା ଖାଦ୍ୟକୁ ଆପଣ ସପ୍ତାହରେ ସବୁଦିନ ଖାଇପାରିବେ ନାହିଁ । ତାହେଲେ ଆସନ୍ତୁ ଜାଣବା କେଉଁ ବାରରେ କ'ଣ ଖାଇବା ମନା ।

ଗୁରୁବାର-ଲିମ୍ବ

ଶନିବାର-କ୍ଷୀର

ରବିବାର-ଗୁଡ

ମଙ୍ଗଳବାର-ମୂଳା

ବୁଧୁବାର-ଆଖୁ

(ଦେଖନ୍ତୁ ଭିଡିଓ)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।