ଜାଣନ୍ତୁ ପୂଜାରେ ତମ୍ବା ବାସନ ବ୍ୟବହାର କଲେ କ’ଣ ହୁଏ

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୂଜା କରିବା ସମୟରେ ଅନେକ ରୀତିନୀତି ପାଳନ କରିବାକୁ ପଡେ। ପୂଜା କରିବାର କିଛି ବିଧିବିଧାନ ରହିଛି। ପୂଜା କରିବା ସମୟରେ ବ୍ୟବହୃତ ହେଉଥିବା ବାସନ କୁସନକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯାଏ। ଯେମିତିକି ପିତଳ ବାସନ। ପୂଜାରେ ପିତଳ ବାସନ ବ୍ୟବହାର କରିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। କେବଳ ପିତଳ ବାସନ ନୁହେଁ, ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପୂଜା ସମୟରେ ତମ୍ବା ବାସନ ମଧ୍ୟ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଶୁଭଫଳ ମିଳେ। ଏଥିସହ ଆପଣ ଯେତେବେଳେ ସକାଳୁ ଉଠି ସୂର୍ଯ୍ୟଙ୍କୁ ପାଣି ଟେକୁଛନ୍ତି, ସେତେବେଳେ ତମ୍ବା ମୁଦିଟେ ହାତରେ ପିନ୍ଧନ୍ତୁ। ତମ୍ବା ମୁଦି ପିନ୍ଧି ପାଣି ଟେକିବା ଦ୍ୱାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ। (ଦେଖନ୍ତୁ ଭିଡିଓ)</p>

Ordigital Desk
  • Published: Friday, 13 April 2018
  • Updated: 13 April 2018, 01:01 PM IST

Sports

Latest News

<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ପୂଜା କରିବା ସମୟରେ ଅନେକ ରୀତିନୀତି ପାଳନ କରିବାକୁ ପଡେ। ପୂଜା କରିବାର କିଛି ବିଧିବିଧାନ ରହିଛି। ପୂଜା କରିବା ସମୟରେ ବ୍ୟବହୃତ ହେଉଥିବା ବାସନ କୁସନକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯାଏ। ଯେମିତିକି ପିତଳ ବାସନ। ପୂଜାରେ ପିତଳ ବାସନ ବ୍ୟବହାର କରିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। କେବଳ ପିତଳ ବାସନ ନୁହେଁ, ଶାସ୍ତ୍ରବିତ୍&zwnj;ଙ୍କ କହିବା ଅନୁଯାୟୀ ପୂଜା ସମୟରେ ତମ୍ବା ବାସନ ମଧ୍ୟ ବ୍ୟବହାର କରିବା ଉଚିତ। ଏହାଦ୍ୱାରା ଶୁଭଫଳ ମିଳେ। ଏଥିସହ ଆପଣ ଯେତେବେଳେ ସକାଳୁ ଉଠି ସୂର୍ଯ୍ୟଙ୍କୁ ପାଣି ଟେକୁଛନ୍ତି, ସେତେବେଳେ ତମ୍ବା ମୁଦିଟେ ହାତରେ ପିନ୍ଧନ୍ତୁ। ତମ୍ବା ମୁଦି ପିନ୍ଧି ପାଣି ଟେକିବା ଦ୍ୱାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୁଅନ୍ତି ବୋଲି କୁହାଯାଏ। (ଦେଖନ୍ତୁ ଭିଡିଓ)</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos