ଆସନ୍ତାକାଲି କୋରାପୁଟ ବନ୍ଦ: ଗଣଦୁଷ୍କର୍ମକୁ ନେଇ ରାଜନୀତି ନକରିବାକୁ ବିଜେଡିର ଅପିଲ୍‌

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ୬ ଦିନ ବିତିଗଲାଣି। ହେଲେ ତଦନ୍ତକାରୀ ଅଧିକାରୀଙ୍କ ହାତରେ କିଛି ଲାଗିନାହିଁ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢୁଥିବା ବେଳେ ରାଜନୀତି ବି ଜୋର ଧରିଛି। ଏହି ଘଟଣାକୁ ନେଇ କଂଗ୍ରେସ ୭ ଘଣ୍ଟିଆ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଥିବା ବେଳେ ବିଜେପିର ସ୍ଥାନୀୟ ନେତା ଜୟରାମ ପାଙ୍ଗି ବ୍ୟକ୍ତିଗତ ସମର୍ଥନ ଦେଇଛନ୍ତି। ମାଓବାଦୀମାନେ ମଧ୍ୟ ଘଟଣାର ପ୍ରତିବାଦରେ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ […]

congress

congress

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 09:32 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ୬ ଦିନ ବିତିଗଲାଣି। ହେଲେ ତଦନ୍ତକାରୀ ଅଧିକାରୀଙ୍କ ହାତରେ କିଛି ଲାଗିନାହିଁ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢୁଥିବା ବେଳେ ରାଜନୀତି ବି ଜୋର ଧରିଛି। ଏହି ଘଟଣାକୁ ନେଇ କଂଗ୍ରେସ ୭ ଘଣ୍ଟିଆ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଥିବା ବେଳେ ବିଜେପିର ସ୍ଥାନୀୟ ନେତା ଜୟରାମ ପାଙ୍ଗି ବ୍ୟକ୍ତିଗତ ସମର୍ଥନ ଦେଇଛନ୍ତି। ମାଓବାଦୀମାନେ ମଧ୍ୟ ଘଟଣାର ପ୍ରତିବାଦରେ ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ତେବେ ଏହାକୁ ନେଇ କୌଣସି ରାଜନୀତି କରା ନଯିବାକୁ ବିଜେଡି କହିଛି।

ଘଟଣାର ଗୁରୁତ୍ୱକୁ ଦେଖି ବିଭିନ୍ନ ଦିଗକୁ ଧରି କ୍ରାଇମବ୍ରାଞ୍ଚ ସହାୟତାରେ ପୋଲିସର ୫ଟି ଟିମ୍ ତଦନ୍ତ କରୁଛି। ଟିମ୍‌ ସଦସ୍ୟମାନେ କୁନ୍ଦୁଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପଟାଙ୍ଗି ଥାନା, କୁନ୍ଦୁଲି ଫଟୋ ଷ୍ଟୁଡିଓ, ସୁନାବେଡା ସ୍ଥିତ ୨୦୨ କୋବ୍ରା କ୍ୟାମ୍ପ ଓ ରାଲେଗାଡା ବିଏସ୍ଏଫ୍ କ୍ୟାମ୍ପକୁ ଯାଇ ଖୋଳତାଡ଼ କରିଛନ୍ତି। ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଟିମ୍ ଭୁବନେଶ୍ୱର ଫେରିଯାଇଛନ୍ତି। ଅଥଚ ଛାତ୍ରୀଙ୍କ ସହ କେଉଁମାନେ ଏଭଳି କୁକର୍ମ କଲେ, ଏଯାଏଁ ରହସ୍ୟ ଭିତରେ ରହିଛି।

ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ଆସନ୍ତାକାଲି ଜିଲ୍ଲା କଂଗ୍ରେସ କମିଟି କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି। ସକାଳ ୬ରୁ ଅପରାହ୍ନ ଗୋଟାଏ ଯାଏଁ ସରକାରୀ ଏବଂ ଘରୋଇ ଅନୁଷ୍ଠାନ ସମେତ ଜିଲ୍ଲାବ୍ୟାପୀ ଚକ-ଅଖ ବନ୍ଦ କରିବାକୁ ଆହ୍ୱାନ ଦେଇଛି କଂଗ୍ରେସ। ଏହାସହ ମାଓ ସଂଗଠନ ଆନ୍ଧ୍ର ଓଡ଼ିଶା ବୋର୍ଡର ସ୍ପେଶାଲ୍ ଜୋନାଲ୍ କମିଟି ପକ୍ଷରୁ କାଲି ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା ଦିଆଯାଇଛି।

ଗଣଦୁଷ୍କର୍ମ ଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରା ନଯାଉ ବୋଲି ବିଜେଡି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story